Jump to content

ଓଲୁଟାସିଡେନିବ

ଉଇକିପିଡ଼ିଆ‌ରୁ
ଓଲୁଟାସିଡେନିବ
Clinical data
Trade namesRezlidhia
SynonymsFT-2102
AHFS/Drugs.commonograph
data
Routes of
administration
By mouth
Legal status
Legal status
Chemical and physical data
FormulaC18H15ClN4O2
Molar mass୩୫୪.୭୯ g·mol−1
3D model (JSmol)
  • C[C@H](NC1=CC=C(C#N)N(C)C1=O)C1=CC2=C(NC1=O)C=CC(Cl)=C2
  • InChI=InChI=1S/C18H15ClN4O2/c1-10(21-16-6-4-13(9-20)23(2)18(16)25)14-8-11-7-12(19)3-5-15(11)22-17(14)24/h3-8,10,21H,1-2H3,(H,22,24)/t10-/m0/s1
  • Key:NEQYWYXGTJDAKR-JTQLQIEISA-N

ଓଲୁଟାସିଡେନିବ, (ଇଂରାଜୀ ଭାଷାରେ Olutasidenib) ରେଜଲିଡିଆ ଏହାର ଏକ ବିକ୍ରୟ ନାମ, ହେଉଛି ତୀବ୍ର ମାୟେଲଏଡ ଲିଉକେମିଆର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ନିର୍ଦ୍ଦିଷ୍ଟ ଭାବରେ ଏହା କେତେକ ଆଇଡିଏଚ୧ (IDH1) ପରିବର୍ତ୍ତନ ବା ମ୍ୟୁଟେସନ ହୋଇଥିବା କ୍ଷେତ୍ରରେ ବ୍ୟବହୃତ ହୁଏ ଯେଉଁଥିରେ ଅନ୍ୟାନ୍ୟ ଚିକିତ୍ସା ବିଫଳ ହୋଇଥିଲେ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଥକାପଣ, ଗଣ୍ଠି ଯନ୍ତ୍ରଣା, କୋଷ୍ଠକାଠିନ୍ୟ, ଅଣନିଶ୍ୱାସ, ଜ୍ୱର, ରାସ, ପାଟିର ପ୍ରଦାହ ଏବଂ ତରଳ ଝାଡ଼ା ହୋଇପାରେ ।[] ସାଧାରଣତଃ ଉଚ୍ଚ ରକ୍ତ ପୋଟାସିଅମ୍, ସ୍ୱଳ୍ପ ସୋଡିଅମ୍, ଯକୃତ ସମସ୍ୟା ଏବଂ ବୃକ୍‌କ ସମସ୍ୟା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଡିଫରେନସିଏସନ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[] ଏହା ଏକ ଆଇସୋସାଇଟ୍ରେଟ୍ ଡିହାଇଡ୍ରୋଜେନେଜ୍ -୧ (IDH1) ପ୍ରତିବନ୍ଧକ ଅଟେ । []

୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓଲୁଟାସିଡେନିବ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହି ଔଷଧ ପିଛା ମାସକୁ ପ୍ରାୟ ୩୨,୨୦୦ ଡଲାର ଖର୍ଚ୍ଚ ହୁଏ ।[]

  1. "Archive copy" (PDF). Archived (PDF) from the original on 2022-12-13. Retrieved 2022-12-20.{{cite web}}: CS1 maint: archived copy as title (link)
  2. https://www.accessdata.fda.gov/drugsatfda_docs/appletter/2022/215814Orig1s000ltr.pdf Archived 2022-12-20 at the Wayback Machine.  This article incorporates text from this source, which is in the public domain.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "REZLIDHIA™ (olutasidenib) capsules, for oral use". Archived from the original on 15 January 2023. Retrieved 15 January 2023.
  4. "Optum Rx Revenue Grows 9% in 2022". Formulary Watch (in ଇଂରାଜୀ). Archived from the original on 15 January 2023. Retrieved 15 January 2023.