ଓଲିସେରିଡାଇନ
| Clinical data | |
|---|---|
| Pronunciation | OH li SER i deen |
| Trade names | Olinvyk |
| Synonyms | Oliceridine fumarate, TRV-130, TRV130 |
| AHFS/Drugs.com | monograph |
| data |
|
| Addiction liability | High[୧] |
| Routes of administration | Intravenous[୧] |
| Legal status | |
| Legal status |
|
| Pharmacokinetic data | |
| Onset of action | 2 to 5 min[୧] |
| Duration of action | 1 to 3 hrs[୨] |
| Identifiers | |
| |
| Chemical and physical data | |
| Formula | C22H30N2O2S |
| Molar mass | ୩୮୬.୫୫ g·mol−1 |
| 3D model (JSmol) | |
| |
| |
ଓଲିସେରିଡାଇନ ( ଇଂରାଜୀ ଭାଷାରେ Oliceridine), ଓଲିନଭିକ୍ ଏକ ବେପାର ନାମ, ହେଉଛି ଏକ ଓପିଓଏଡ୍ ବ ଅଫିମ ସମ୍ପର୍କୀୟ ଔଷଧ ଯାହା ମଧ୍ୟମରୁ ତୀବ୍ର ଯନ୍ତ୍ରଣାର ଉପଶମ ପାଇଁ ବ୍ୟବହୃତ ହୁଏ ।[୧] ପାର୍ଶ୍ୱ ପ୍ରତିକ୍ରିୟାର ବିପଦ ହେତୁ, ଯେତେବେଳେ ଅନ୍ୟ ବିକଳ୍ପ ସମ୍ଭବ ନୁହେଁ ସେତେବବେଳେ ଏହା କେବଳ ବ୍ୟବହାର କରାଯିବା ଉଚିତ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ | [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ, ଗଲୁ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର, କ୍ୟୁଟି (QT) ବିସ୍ତାର, ଶ୍ୱାସକ୍ରିୟା ଅବସାଦ, ନିମ୍ନ ରକ୍ତଚାପ, ସେରୋଟୋନିନ୍ ସିଣ୍ଡ୍ରୋମ ଏବଂ ଶାନ୍ତକରଣ ହୋଇପାରେ ।[୧] ଏହା ବେଞ୍ଜୋଡାଏଜେପିନ ଏବଂ ମଦ୍ୟପାନ ସହିତ ପାରସ୍ପରିକ ପ୍ରତିକ୍ରିୟା କରିଥାଏ | [୧] ଗର୍ଭାବସ୍ଥାରେ ବ୍ୟବହାର କରିବା ଫଳରେ ନବଜାତକ ଓପିଅଏଡ ପ୍ରତ୍ୟାହାର ସିଣ୍ଡ୍ରୋମ ହୋଇପାରେ ।[୧]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓଲିସେରିଡାଇନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୨ ମିଗ୍ରା ଔଷଧର ମୂଲ୍ୟ ୨୮ ଡଲାର ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚୀତ ନିୟନ୍ତ୍ରିତ ପଦାର୍ଥ । [୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Olinvyk- oliceridine injection, solution". DailyMed. 18 August 2020. Archived from the original on 22 January 2022. Retrieved 16 September 2020.
- ↑ Tan, HS; Habib, AS (2021). "Oliceridine: A Novel Drug for the Management of Moderate to Severe Acute Pain - A Review of Current Evidence". Journal of pain research. 14: 969–979. doi:10.2147/JPR.S278279. PMID 33889018.
{{cite journal}}: CS1 maint: unflagged free DOI (link) - ↑ "Olinvyk Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 24 January 2022. Retrieved 3 November 2022.