ଓଲାପାରିବ

ଉଇକିପିଡ଼ିଆ‌ରୁ
ଓଲାପାରିବ
Clinical data
Trade namesLynparza, others
SynonymsAZD-2281, MK-7339, KU0059436
AHFS/Drugs.commonograph
MedlinePlusa614060
data
Pregnancy
category
  • AU: D
  • US: N (Not classified yet)
Routes of
administration
By mouth
Legal status
Legal status
Identifiers
  • 4-[(3-[(4-cyclopropylcarbonyl)piperazin-1-yl]carbonyl) -4-fluorophenyl]methyl(2H)phthalazin-1-one
ECHA InfoCard100.170.811 Edit this at Wikidata
Chemical and physical data
FormulaC24H23FN4O3
Molar mass୪୩୪.୪୭ g·mol−1
3D model (JSmol)
  • c4cccc2c4c(n[nH]c2=O)Cc(ccc1F)cc1C(=O)N3CCN(CC3)C(=O)C5CC5
  • InChI=1S/C24H23FN4O3/c25-20-8-5-15(14-21-17-3-1-2-4-18(17)22(30)27-26-21)13-19(20)24(32)29-11-9-28(10-12-29)23(31)16-6-7-16/h1-5,8,13,16H,6-7,9-12,14H2,(H,27,30) checkY
  • Key:FDLYAMZZIXQODN-UHFFFAOYSA-N checkY
  (verify)

ଓଲାପାରିବ, ଏକ ବେପାର ନାମ ଲିନପର୍ଜା, ହେଉଛି ଏକ ଔଷଧ ଯାହା ଓଭାରି କର୍କଟ, ଫାଲୋପିଆନ ଟ୍ୟୁବ୍ କର୍କଟ ଏବଂ ପେରିଟୋନିଆଲ୍ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] [୬] ଅନ୍ୟାନ୍ୟ ଚିକିତ୍ସାରେ ବିଫଳ ହୋଇଥିବା ଏବଂ ସମ୍ଭବତଃ ବିଆରସିଏ (BRCA) ଯୁକ୍ତାତ୍ମକ ମ୍ୟୁଟେସନ୍ ରୋଗୀଙ୍କ କ୍ଷେତ୍ରରେ ବ୍ୟବହୃତ ହୁଏ ।[୪] ଏହା ପାଟିରେ ଦିଆଯାଏ ।[୬]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ବାନ୍ତି, ତରଳ ଝାଡ଼ା, ବୁକୂଜ୍ୱାଳା, କାଶ, ମୁଣ୍ଡବିନ୍ଧା, ଅଣନିଶ୍ୱାସ, ସ୍ୱଳ୍ପ ଧଳା ରକ୍ତ କଣିକା ଏବଂ କମ୍ ରକ୍ତ ପ୍ଲାଟେଲେଟ ହୋଇପାରେ ।[୭] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାୟେଲୋଡିସପ୍ଲାଷ୍ଟିକ ସିଣ୍ଡ୍ରୋମ ଏବଂ ନିମୋନିଆ ହୋଇପାରେ ।[୪] ସ୍ତନ୍ୟପାନ କରାଇବା କିମ୍ବା ଗର୍ଭବତୀ ଥିବା ସମୟରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ ।[୭] [୪] ଏହା ଏକ ପିଏଆରପି (PARP) ପ୍ରତିବନ୍ଧକ ଏବଂ କର୍କଟ କୋଷଗୁଡ଼ିକର ଡିଏନଏ ମରାମତି କରିବାର କ୍ଷମତାକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୬]

୨୦୧୪ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟ‌ବ‌ହାର ପାଇଁ ଓଲାପାରିବକୁ ଅନୁମୋଦନ କରାଯାଇଥିଲା ।[୪] [୭] ୨୦୨୧ ମସିହାରେ ଯୁକ୍ତରାଜ୍ୟରେ ଏହାର ଦୈନିକ ୨ଥର ୩୦୦ ମିଗ୍ରା ମାତ୍ରାର ୪ ସପ୍ତାହର ଖର୍ଚ୍ଚ ପ୍ରାୟ ୪୬୦୦ ପାଉଣ୍ଡ ଥିଲା । [୬] ଯୁକ୍ତରାଷ୍ଟ୍ରର ଏହି ପରିମାଣର ମୂଲ୍ୟ ପ୍ରାୟ ୧୪,୦୦୦ ଡଲାର ଥିଲା ।[୮]

ଆଧର[ସମ୍ପାଦନା]

  1. "Lynparza EPAR". European Medicines Agency (EMA). Archived from the original on 24 September 2020. Retrieved 6 October 2020.
  2. "Lynparza 50 mg hard capsules - Summary of Product Characteristics (SmPC)". (emc). 7 October 2019. Archived from the original on 23 September 2020. Retrieved 13 April 2020.
  3. "Lynparza 100mg Film-Coated Tablets - Summary of Product Characteristics (SmPC)". (emc). 7 October 2019. Archived from the original on 26 September 2020. Retrieved 13 April 2020.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Lynparza- olaparib capsule". DailyMed. 27 September 2018. Archived from the original on 26 October 2021. Retrieved 30 December 2019.
  5. "Lynparza- olaparib tablet, film coated". DailyMed. 1 June 2019. Archived from the original on 25 October 2021. Retrieved 30 December 2019.
  6. ୬.୦ ୬.୧ ୬.୨ ୬.୩ BNF 81: March-September 2021. BMJ Group and the Pharmaceutical Press. 2021. p. 1051. ISBN 978-0857114105.
  7. ୭.୦ ୭.୧ ୭.୨ "Lynparza EPAR". European Medicines Agency (EMA). 17 September 2018. Archived from the original on 24 September 2020. Retrieved 13 April 2020.
  8. "Lynparza Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 7 November 2021.