Jump to content

ଓମାସେଟାକ୍ସିନ

ଉଇକିପିଡ଼ିଆ‌ରୁ
ଓମାସେଟାକ୍ସିନ
Clinical data
Trade namesSynribo, Tekinex, others
SynonymsOmacetaxine mepesuccinate, homoharringtonine (HHT)
AHFS/Drugs.commonograph
data
Pregnancy
category
  • US: D (Evidence of risk)
Routes of
administration
Subcutaneous, intravenous infusion
Legal status
Legal status
Pharmacokinetic data
Protein binding50%
MetabolismMostly via plasma esterases
Elimination half-life6 hours
ExcretionUrine (≤15% unchanged)
Identifiers
  • 1-((1S,3aR,14bS)-2-Methoxy-1,5,6,8,9,14b-hexahydro-4H-cyclopenta(a)(1,3)dioxolo(4,5-h)pyrrolo(2,1-b)(3)benzazepin-1-yl) 4-methyl (2R)-2-hydroxy-2-(4-hydroxy-4-methylpentyl)butanedioate
ECHA InfoCard100.164.411 Edit this at Wikidata
Chemical and physical data
FormulaC29H39NO9
Molar mass୫୪୫.୬୩ g·mol−1
3D model (JSmol)
  • CC(C)(CCC[C@@](CC(=O)OC)(C(=O)O[C@H]1[C@H]2c3cc4c(cc3CCN5[C@@]2(CCC5)C=C1OC)OCO4)O)O
  • InChI=1S/C29H39NO9/c1-27(2,33)8-5-10-29(34,16-23(31)36-4)26(32)39-25-22(35-3)15-28-9-6-11-30(28)12-7-18-13-20-21(38-17-37-20)14-19(18)24(25)28/h13-15,24-25,33-34H,5-12,16-17H2,1-4H3/t24-,25-,28+,29-/m1/s1
  • Key:HYFHYPWGAURHIV-JFIAXGOJSA-N

ଓମାସେଟାକ୍ସିନ (ଇଂରାଜୀ ଭାଷାରେ Omacetaxine), ସିନ୍ରିବୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କ୍ରନିକ୍ ମାଇଲୋଜେନସ୍ ଲ୍ୟୁକେମିଆ (CML) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅନ୍ୟାନ୍ୟ କୌଣସି ଔଷଧ କାମ କରୁନଥିବା କ୍ଷେତ୍ରରେ ଏହା ବ୍ୟବହୃତ ହୁଏ ।[୧] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ପ୍ଲାଟେଲେଟ୍, ସ୍ୱଳ୍ପ ଲୋହିତ ରକ୍ତ କଣିକା, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଜ୍ୱର, ତରଳ ଝାଡ଼ା, ଅଇ ଏବଂ ଯନ୍ତ୍ରଣା ଅନ୍ଥୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ଏବଂ ସଂକ୍ରମଣ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ପୁଷ୍ଟିସାର ସଂଶ୍ଳେଷଣର ପ୍ରତିବନ୍ଧକ ।[୧]

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓମାସେଟାକ୍ସିନ ଅନୁମୋଦିତ ହୋଇଥିଲା ।[୧] ୟୁରୋପରେ ଏହା ଅନୁମୋଦିତ ନୁହେଁ ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୩.୫ ମିଗ୍ରାର ମୂଲ୍ୟ ୧୨୦୦ ଡଲାର ଥିଲା ।[୩] ଏହା ଚାଇନିଜ ଏଭରଗ୍ରୀନ ନାମକ ଏକ ପଦାର୍ଥରୁ ତିଆରି ଯାହା ହାରିଙ୍ଗଟୋନିନ୍ ଭାବରେ ଜଣାଶୁଣା ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Omacetaxine Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 7 November 2021.
  2. ୨.୦ ୨.୧ "Tekinex". Archived from the original on 30 October 2020. Retrieved 7 November 2021.
  3. "Synribo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 7 November 2021.