ଓମାଭେଲକ୍ସୋଲୋନ
Clinical data | |
---|---|
Trade names | Skyclarys |
Synonyms | RTA 408 |
AHFS/Drugs.com | monograph |
data | |
Routes of administration | By mouth |
Legal status | |
Legal status | |
Identifiers | |
| |
Chemical and physical data | |
Formula | C33H44F2N2O3 |
Molar mass | ୫୫୪.୭୨ g·mol−1 |
3D model (JSmol) | |
| |
| |
(verify) |
ଓମାଭେଲୋକ୍ସୋଲୋନ, (ଇଂରାଜୀ ଭାଷାରେ Omaveloxolone), ସ୍କାଏକ୍ଲାରିସ୍ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଫ୍ରେଡରିକ ଆଟାକ୍ସିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଅତିକମରେ ୧୬ ବର୍ଷ ବୟସରେ ଏହା ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ମୁଣ୍ଡବିନ୍ଧା, ଅଇ, ପେଟ ଯନ୍ତ୍ରଣା, ଥକାପଣ, ତରଳ ଝାଡ଼ା, ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଡିମା କିମ୍ବା ଡିସଲିପିଡେମିଆ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା କିପରି କାମ କରେ ତାହା ଅସ୍ପଷ୍ଟ; ଅବଶ୍ୟ ଏହା ପରମାଣୁ ଫ୍ୟାକ୍ଟର୍ ଏରିଥ୍ରଏଡ୍ ୨ ସମ୍ବନ୍ଧୀୟ ଫ୍ୟାକ୍ଟର୍ ୨ (Nrf2) ପଥକୁ ସକ୍ରିୟ କରୁଥିବା ପରି ଜଣାଯାଏ ।[୨]
୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଓମାଭେଲକ୍ସୋଲୋନ ଅନୁମୋଦିତ ହୋଇଥିଲା ।[୨] ଏହାକୁ ୨୦୧୮ରେ ୟୁରୋପରେ ଅନାଥ ନାମକରଣ ଦିଆଯାଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ୨୦୨୩ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୩୭୦,୦୦୦ ଡଲାର ଥିଲା ।[୪]
ଆଧାର
[ସମ୍ପାଦନା]- ↑ "Archived copy" (PDF). Archived (PDF) from the original on 1 March 2023. Retrieved 1 March 2023.
{{cite web}}
: CS1 maint: archived copy as title (link) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "DailyMed - SKYCLARYS- omaveloxolone capsule". dailymed.nlm.nih.gov. Archived from the original on 1 July 2023. Retrieved 24 May 2023.
- ↑ "EU/3/18/2037". European Medicines Agency (in ଇଂରାଜୀ). 17 September 2018. Archived from the original on 12 March 2023. Retrieved 24 May 2023.
- ↑ Buntz, Brian (3 March 2023). "Reata sets $370,000 annual cost for new nerve disorder drug". Drug Discovery and Development. Archived from the original on 7 March 2023. Retrieved 24 May 2023.