ଓମପ୍ରକାଶ ବାଲ୍ମୀକି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Omprakash Valmiki
ଜନ୍ମ ଓ ଜନ୍ମସ୍ଥାନ(1950-06-30)୩୦ ଜୁନ ୧୯୫୦
Muzaffarnagar, Uttar Pradesh, India
ମୃତ୍ୟୁ୧୭ ନଭେମ୍ବର ୨୦୧୩(2013-11-17) (ବୟସ ୬୩)
Dehradun, Uttarakhand, India
ବୃତ୍ତିWriter and a famous poet
ଶୈଳୀautobiography
ଜୀବନସାଥୀChanda Valmiki

ଓମ୍ ପ୍ରକାଶ ବାଲ୍ମୀକି (୩୦ ଜୁନ ୧୯୫୦ – ୧୭ ନଭେମ୍ବର ୨୦୧୩) ଜଣେ ଭାରତୀୟ ଲେଖକ ଓ କବି ଥିଲେ ।[୧] ଦଳିତ ସାହିତ୍ୟରେ ଏକ ମାଇଲଖୁଣ୍ଟ ଭାବରେ ବିବେଚିତ ପୁସ୍ତକ ତାଙ୍କ ଆତ୍ମଜୀବନୀ ଜୁଠନ ପାଇଁ ସେ ଜଣାଶୁଣା ।[୨] ସେ ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାର ବାର୍ଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସରକାରୀ ଅର୍ଡିନାନ୍ସ କାରଖାନାରୁ ଅବସର ନେବା ପରେ ସେ ଡେରାଡୁନରେ ରହୁଥିଲେ । ସେଠାରେ ୧୭ ନଭେମ୍ବର ୨୦୧୩ରେ ପେଟ କର୍କଟ ଜନିତ ଜଟିଳତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।[୩] ଜୁଠନ (ଆତ୍ମଜୀବନୀ) (୧୯୯୭) ବ୍ୟତୀତ ସେ ତିନୋଟି କବିତା ସଂକଳନ ପ୍ରକାଶ କରିଥିଲେ: ସଦିଓଁ କା ସନ୍ତାପ (୧୯୮୯), ବାସ୍! ବହୁତ ହୋ ଚୁକା (୧୯୯୭), ଏବଂ ଅବ ଔର ନେହିଁ (୨୦୦୯) । ସେ ସଲାମ (୨୦୦୦) ଏବଂ ଘୁସପୈଠିଏ (୨୦୦୪) ନାମକ ଦୁଇଟି କ୍ଷୁଦ୍ର ଗଳ୍ପସଂକଳନ ମଧ୍ୟ ଲେଖିଥିଲେ । ଏହାବ୍ୟତୀତ ସେ ଦଳିତ ସାହିତ୍ୟ କା ସୌନ୍ଦର୍ଯ୍ୟଶାସ୍ତ୍ର (୨୦୦୧) ଏବଂ ବାଲ୍ମୀକି ସମ୍ପ୍ରଦାୟର ଇତିହାସ ସଂକଳିତ ସଫାଇ ଦେବତା (୨୦୦୯), ଦୋ ଚେରା ନାଟକ ଆଦି ରଚନା କରିଥିଲେ ।[୪] ୨୦୦୮ ମସିହାରେ ତାଙ୍କର ୧୫ଟି କ୍ଷୁଦ୍ରଗଳ୍ପକୁ ନରେଶ କେ ଜୈନ ଆମ୍ମା ଆଣ୍ଡ ଅଦର ଷ୍ଟୋରୀଜ୍ ନାମକ ସଂକଳନ ଭାବେ ଇଂରାଜୀରେ ଅନୁବାଦ କରିଥିଲେ ।

ଆଧାର[ସମ୍ପାଦନା]

  1. Indian Literature : An Introduction. University of Delhi. 78Education India. p. 322. ISBN 978-81-317-0520-9. Retrieved 30 August 2011.{{cite book}}: CS1 maint: others (link)
  2. Nelavala, Surekha; University, Drew (2008). Liberation beyond borders: Dalit feminist hermeneutics and four gospel women. ProQuest. p. 45. ISBN 978-0-549-68988-1. Retrieved 30 August 2011.[permanent dead link]
  3. "ओमप्रकाश वाल्मीकि नहीं रहे - BBC Hindi - भारत". BBC.co.uk. Retrieved 2013-11-20.
  4. "Dalit writer Omprakash Valmiki no more". The Times of India. Archived from the original on 2013-11-21. Retrieved 2013-11-20.