Jump to content

ଓବିଲ୍ଟୋକ୍ସାକ୍ସିମାବ

ଉଇକିପିଡ଼ିଆ‌ରୁ
ଓବିଲ୍ଟୋକ୍ସାକ୍ସିମାବ
Monoclonal antibody
TypeWhole antibody
SourceChimeric (mouse/human)
TargetBacillus anthracis anthrax
Clinical data
Trade namesAnthim, Obiltoxaximab SFL
SynonymsETI-204
AHFS/Drugs.commonograph
data
Pregnancy
category
  • US: B (No risk in non-human studies)
    Routes of
    administration
    Intravenous
    Legal status
    Legal status
    Chemical and physical data
    FormulaC6444H9994N1734O2022S44
    Molar mass୧,୪୫,୫୨୧.୫୯ g·mol−1

    ଓବିଲ୍ଟୋକ୍ସାକ୍ସିମାବ (ଇଂରାଜୀ ଭାଷାରେ Obiltoxaximab), ଏହାର ଏକ ବିକ୍ରୟ ନାମ ଆନ୍ଥିମ (Anthim), ହେଉଛି ଏକ ଓଷଧ ଯାହା ଆନ୍ଥ୍ରାକ୍ସ ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ।[] ଫୁସଫୁସକୁ ପ୍ରଭାବିତ ହେଉଥିଲେ ଏହା ଆଣ୍ଟିବାୟୋଟିକ୍ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବ୍ୟଥା, ଗଲୁ, ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣଏବଂ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ କୌଣସି କ୍ଷତି ହେଉଥିଲେ ମଧ୍ୟ ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ବାସିଲସ ଆନ୍ଥ୍ରାସିସ ସହିତ ସଂଯୁକ୍ତ ହୋଇ କାର୍ଯ୍ୟକ୍ଷମ ହୁଏ ।

    ୨୦୧୬ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଓବିଲଟକ୍ସାକ୍ସିମାବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟ ଏବଂ ୟୁରୋପରେ ଅନୁମୋଦିତ ହୋଇଛି କିନ୍ତୁ ଏହା ୨୦୨୧ ସୁଦ୍ଧା ଉପଲବ୍ଧ ହୋଇନାହିଁ ।[] ଯୁକ୍ତରାଷ୍ଟ୍ରରେ ଏହାକୁ ଷ୍ଟ୍ରାଟେଜିକ୍ ଜାତୀୟ ଷ୍ଟକପାଇଲରେ ରଖାଯାଇଛି ।| []

    1. "Anthim- obiltoxaximab solution". DailyMed. 9 December 2019. Archived from the original on 30 November 2020. Retrieved 21 September 2020.
    2. 1 2 3 "Obiltoxaximab Monograph for Professionals". Drugs.com (in ଇଂରାଜୀ). Archived from the original on 16 July 2017. Retrieved 6 November 2021.
    3. 1 2 "Obiltoxaximab SFL". Archived from the original on 7 December 2020. Retrieved 6 November 2021.
    4. "Obiltoxaximab". SPS - Specialist Pharmacy Service. 11 November 2020. Archived from the original on 23 November 2020. Retrieved 6 November 2021.
    5. "BRIEF-Elusys Therapeutics Awarded $25.2 Mln Delivery Order By U.S. Govt. For Anthim (Obiltoxaximab)". Reuters (in ଇଂରାଜୀ). 23 April 2018. Archived from the original on 7 November 2021. Retrieved 6 November 2021.