ଓଟେସେକୋନାଜୋଲ
Clinical data | |
---|---|
Trade names | Vivjoa |
Synonyms | VT-1161 |
AHFS/Drugs.com | monograph |
data | |
Pregnancy category |
|
Routes of administration | By mouth |
Legal status | |
Legal status | |
Identifiers | |
| |
ECHA InfoCard | 100.277.989 |
Chemical and physical data | |
Formula | C23H16F7N5O2 |
Molar mass | ୫୨୭.୪0 g·mol−1 |
3D model (JSmol) | |
| |
|
ଓଟେସେକୋନାଜୋଲ (ଇଂରାଜୀ ଭାଷାରେ Oteseconazole), ଭିଭଜୋଆ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପୁନଃପୌନିକ ଯୋନୀପଥ କବକ ସଂକ୍ରମଣ ହ୍ରାସ ପାଇଁ ବ୍ୟବହୃତ ହୁଏ । [୩] ଏହା ପାଟି ଦ୍ୱାରା ନିଆଯାଏ | [୩] ଏହା ଫ୍ଲୁକୋନାଜୋଲ ସହିତ ବ୍ୟବହୃତ ହୋଇପାରେ | [୩]
ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ ଅଇ ହୋଇପାରେ ।[୩] ଗର୍ଭାବସ୍ଥାର ଦୁଇ ବର୍ଷ ମଧ୍ୟରେ ବ୍ୟବହାର କଲେ ଶିଶୁକୁ କ୍ଷତି ପହଞ୍ଚାଇପାରେ ଏବଂ ଏହିପରି ଗର୍ଭବତୀ ମହିଳାମାନଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ ।[୩] ଗୁରୁତ୍ୱପୂର୍ଣ୍ଣ ବୃକ୍କ କିମ୍ବା ଯକୃତ ଜନିତ ସମସ୍ୟାରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୩] ଏହା ଏକ ୧୪α-ଡିମେଥିଲେଜ (CYP51) ପ୍ରତିରୋଧକ ।[୪]
୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓଟେସେକୋନାଜୋଲକୁ ଅନୁମୋଦନ କରାଯାଇଥିଲା ।[୩] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନଥଲା ।[୪] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଚିକିତ୍ସାର ଏକ ଶୃଙ୍ଖଳାର ମୂଲ୍ୟ ପ୍ରାୟ ୨୯୦୦ ଡଲାର ଥିଲା ।[୫]
ଆଧାର
[ସମ୍ପାଦନା]- ↑ "Oteseconazole (Vivjoa) Use During Pregnancy". Drugs.com (in ଇଂରାଜୀ). Retrieved 12 December 2022.
- ↑ https://www.accessdata.fda.gov/drugsatfda_docs/label/2022/215888s000lbl.pdf Archived 2022-05-23 at the Wayback Machine. ଛାଞ୍ଚ:Bare URL PDF
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "DailyMed - VIVJOA- oteseconazole capsule". dailymed.nlm.nih.gov. Archived from the original on 13 August 2022. Retrieved 12 December 2022.
- ↑ ୪.୦ ୪.୧ "Oteseconazole". SPS - Specialist Pharmacy Service. 3 April 2021. Archived from the original on 8 August 2022. Retrieved 12 December 2022.
- ↑ "Vivjoa Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 12 December 2022.