ଓଜସ୍ୱୀ ଅରୋଡ଼ା
Appearance
ଓଜସ୍ୱୀ ଅରୋଡ଼ା | |
---|---|
ଜନ୍ମ | ଓଜସ୍ୱୀ ଓବରଏ ୬ ଅଗଷ୍ଟ ୧୯୮୫[୧] |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୦–ଏବେଯାଏଁ |
ପ୍ରସିଦ୍ଧି | କ୍ୟା ହାଲ୍, ମିଷ୍ଟର୍ ପାଞ୍ଚାଲ୍ |
ଓଜସ୍ୱୀ ଅରୋଡ଼ା (ଜନ୍ମ: ୬ ଅଗଷ୍ଟ ୧୯୮୫)[୨] ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ଦୂରଦର୍ଶନ ଧାରାବାହିକରେ ଅଭିନୟ କରନ୍ତି । ସେ ଷ୍ଟାର ପ୍ଲସରେ ପ୍ରସାରିତ ଧାରାବାହିକ ବେହେନୈନ୍ ଜରିଆରେ ଅଭିନୟ ଦୁନିଆରେ କାମ କରିବା ଆରମ୍ଭ କରିଥିଲେ ।[୩] ସେ ଆସ୍ମାନ ସେ ଆଗେ,[୪] ଦେବୋଁ କେ ଦେବ...,ମହାଦେବ, ସୁପରକପ୍ସ ଭର୍ସେସ୍ ସୁପରଭିଲେନ୍ସ[୫] ଓ ଆହାଟ୍ ଭଳି ଧାରାବାହିକରେ ଅଭିନୟ କରିଛନ୍ତି ।[୬]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୟ ପାଇଁ ପ୍ରଶିକ୍ଷଣ ନେବା ଓ ଦୂରଦର୍ଶନରେ କାମ କରିବା ପୂର୍ବରୁ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ । ସେ ୧୫ ବର୍ଷରୁ ଅଧିକ ସମୟ ଧରି କଥକ ନୃତ୍ୟ ଅଭ୍ୟାସ କରିଆସୁଛନ୍ତି ଏବଂ ଅନେକ ମଞ୍ଚ ନାଟକରେ ଅଭିନୟ କରିଛନ୍ତି ।[୭]
ଅଭିନୀତ ଧରାବାହିକ
[ସମ୍ପାଦନା]- ବେହେନୈନ୍
- ହର ୟୁଗ୍ ମେଁ ଆୟେଗା ଏକ୍ - ଅର୍ଜୁନ
- ଆସ୍ମାନ୍ ସେ ଆଗେ
- ଦେବୋଁ କେ ଦେବ... ମହାଦେବ
- ସୁପରକପ୍ସ ଭର୍ସେସ୍ ସୁପରଭିଲେନ୍ସ
- କ୍ରାଇମ୍ ପେଟ୍ରୋଲ
- ସି. ଆଇ. ଡି.
- ଆହାଟ୍
- ଅର୍ଜୁନ
- ପ୍ୟାର ତୁନେ କ୍ୟା କିୟା
- ଆଦାଲତ୍
- ବ୍ରହ୍ମରାକ୍ଷସ
- ବଢୋ ବହୁ
- କ୍ୟା ହାଲ୍, ମିଷ୍ଟର ପାଞ୍ଚାଲ୍
- କମେଡି ସର୍କସ୍
- ତେରା କ୍ୟା ହୋଗା ଆଲିଆ
- କୁଛ୍ ସ୍ମାଇଲ୍ସ ହୋ ଜାୟେଁ
ଆଧାର
[ସମ୍ପାଦନା]- ↑ "Happy birthday TV celebs".
- ↑ "Happy birthday TV celebs".
- ↑ "Ojaswi Aroraa aka Anokhi of Star Plus' Behnein shares her dancing capabilities". Punjabi Junction. 25 March 2011. Archived from the original on 14 April 2015. Retrieved 9 April 2015.
- ↑ "Ojaswi Oberoi of Aasman Se speaks up for the 1st time!". The Times of India. 16 June 2012. Retrieved 9 April 2015.
- ↑ "Ojaswi Oberoi to play super villain in Shapath". World News. 10 May 2013. Retrieved 9 April 2015.
- ↑ "Sony Tv's Aahat to feature Kunal Bakshi and Ojaswi Oberoi". Bollywood Helpline. 23 March 2015. Archived from the original on 23 September 2021. Retrieved 9 April 2015.
- ↑ "Our Ojaswi". Indian Ad Divas. 8 May 2013. Archived from the original on 15 April 2015. Retrieved 9 April 2015.