Jump to content

ଓଜସ୍ୱୀ ଅରୋଡ଼ା

ଉଇକିପିଡ଼ିଆ‌ରୁ
ଓଜସ୍ୱୀ ଅରୋଡ଼ା
ଜନ୍ମ
ଓଜସ୍ୱୀ ଓବରଏ

(1985-08-06) ୬ ଅଗଷ୍ଟ ୧୯୮୫ (ବୟସ ୪୧)[୧]
ପେଷାଅଭିନେତ୍ରୀ
କାର୍ଯ୍ୟକାଳ୨୦୧୦–ଏବେଯାଏଁ
ଜଣାଶୁଣାକ୍ୟା ହାଲ୍, ମିଷ୍ଟର୍ ପାଞ୍ଚାଲ୍

ଓଜସ୍ୱୀ ଅରୋଡ଼ା (ଜନ୍ମ: ୬ ଅଗଷ୍ଟ ୧୯୮୫)[୨] ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ଦୂରଦର୍ଶନ ଧାରାବାହିକରେ ଅଭିନୟ କରନ୍ତି । ସେ ଷ୍ଟାର ପ୍ଲସରେ ପ୍ରସାରିତ ଧାରାବାହିକ ବେହେନୈନ୍ ଜରିଆରେ ଅଭିନୟ ଦୁନିଆରେ କାମ କରିବା ଆରମ୍ଭ କରିଥିଲେ ।[୩] ସେ ଆସ୍ମାନ ସେ ଆଗେ,[୪] ଦେବୋଁ କେ ଦେବ...,ମହାଦେବ, ସୁପରକପ୍ସ ଭର୍ସେସ୍ ସୁପରଭିଲେନ୍ସ[୫] ଓ ଆହାଟ୍ ଭଳି ଧାରାବାହିକରେ ଅଭିନୟ କରିଛନ୍ତି ।[୬]

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୟ ପାଇଁ ପ୍ରଶିକ୍ଷଣ ନେବା ଓ ଦୂରଦର୍ଶନରେ କାମ କରିବା ପୂର୍ବରୁ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ । ସେ ୧୫ ବର୍ଷରୁ ଅଧିକ ସମୟ ଧରି କଥକ ନୃତ୍ୟ ଅଭ୍ୟାସ କରିଆସୁଛନ୍ତି ଏବଂ ଅନେକ ମଞ୍ଚ ନାଟକରେ ଅଭିନୟ କରିଛନ୍ତି ।[୭]

ଅଭିନୀତ ଧରାବାହିକ

[ସମ୍ପାଦନା]
  • ବେହେନୈନ୍
  • ହର ୟୁଗ୍ ମେଁ ଆୟେଗା ଏକ୍ - ଅର୍ଜୁନ
  • ଆସ୍ମାନ୍ ସେ ଆଗେ
  • ଦେବୋଁ କେ ଦେବ... ମହାଦେବ
  • ସୁପରକପ୍ସ ଭର୍ସେସ୍ ସୁପରଭିଲେନ୍ସ
  • କ୍ରାଇମ୍ ପେଟ୍ରୋଲ
  • ସି. ଆଇ. ଡି.
  • ଆହାଟ୍
  • ଅର୍ଜୁନ
  • ପ୍ୟାର ତୁନେ କ୍ୟା କିୟା
  • ଆଦାଲତ୍
  • ବ୍ରହ୍ମରାକ୍ଷସ
  • ବଢୋ ବହୁ
  • କ୍ୟା ହାଲ୍, ମିଷ୍ଟର ପାଞ୍ଚାଲ୍
  • କମେଡି ସର୍କସ୍
  • ତେରା କ୍ୟା ହୋଗା ଆଲିଆ
  • କୁଛ୍ ସ୍ମାଇଲ୍ସ ହୋ ଜାୟେଁ
  1. ↑ "Happy birthday TV celebs".
  2. ↑ "Happy birthday TV celebs".
  3. ↑ "Ojaswi Aroraa aka Anokhi of Star Plus' Behnein shares her dancing capabilities". Punjabi Junction. 25 March 2011. Archived from the original on 14 April 2015. Retrieved 9 April 2015.
  4. ↑ "Ojaswi Oberoi of Aasman Se speaks up for the 1st time!". The Times of India. 16 June 2012. Retrieved 9 April 2015.
  5. ↑ "Ojaswi Oberoi to play super villain in Shapath". World News. 10 May 2013. Retrieved 9 April 2015.
  6. ↑ "Sony Tv's Aahat to feature Kunal Bakshi and Ojaswi Oberoi". Bollywood Helpline. 23 March 2015. Archived from the original on 23 September 2021. Retrieved 9 April 2015.
  7. ↑ "Our Ojaswi". Indian Ad Divas. 8 May 2013. Archived from the original on 15 April 2015. Retrieved 9 April 2015.