Jump to content

ଓକ୍ରିପ୍ଲାଜମିନ

ଉଇକିପିଡ଼ିଆ‌ରୁ
ଓକ୍ରିପ୍ଲାଜମିନ
Clinical data
Trade namesJetrea
AHFS/Drugs.commonograph
data
Pregnancy
category
  • AU: B2
  • US: C (Risk not ruled out)
Routes of
administration
Intravitreal
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Chemical and physical data
FormulaC1214H1890N338O348S14
Molar mass୨୭,୨୩୭.୩୩ g·mol−1

ଓକ୍ରିପ୍ଲାଜମିନ (ଇଂରାଜୀ ଭାଷାରେ Ocriplasmin), ଜେଟ୍ରିଆ ଏହାର ଏକ ବିକ୍ରୟ ନାମ, ହେଉଛି ଭିଟ୍ରିଓମାକୁଲାର୍ ଆଡ‌ହେସନ ଲକ୍ଷଣର ଉପଶମ ପାଇଁ ବ୍ୟବହୃତ ଏକ ଔଷଧ ।[] ଏହା ସାମାନ୍ୟ ରୋଗ ପାଇଁ ବ୍ୟବହୃତ ହୁଏ ଏବଂ ଅସ୍ତ୍ରୋପଚାରର ଆବଶ୍ୟକତାକୁ ରୋକିପାରେ | [] ଏହା ଆଖିରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫ୍ଲୋଟର, ଆଖି ଯନ୍ତ୍ରଣା, ଆଲୋକ ଝଲସିବା ଏବଂ କଞ୍ଜ‌କଟାଇଭାଲ ରକ୍ତସ୍ରାବ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଣ୍ଟ୍ରାଓକୁଲାର ରକ୍ତସ୍ରାବ, ଇଣ୍ଟ୍ରୋଓକୁଲାର ଚାପ ଏବଂ ଇଣ୍ଟ୍ରୋଓକୁଲାର ସଂକ୍ରମଣ ହୋଇପାରେ ।[] ଏହା ପ୍ରାକୃତିକ ପ୍ଲାଜମିନ୍ ସହିତ ସମତୁଲ ଏବଂ ଭିଟ୍ରିଅସ୍ ଏବଂ ରେଟିନା ମଧ୍ୟରେ ଥିବା ପ୍ରୋଟିନ ଭାଙ୍ଗିଦେଇ କାର୍ଯ୍ୟକ୍ଷମ ହୁଏ ।[]

୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୩ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଓକ୍ରିପ୍ଲାଜମିନ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଏକ ୦.୩୭୫ ମିଗ୍ରା ବିଶିଷ୍ଟ ଏକ ଭାଏଲ ପାଇଁ ୨୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୧୦୦ ଡଲାର ଅଟେ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ "Jetrea". Archived from the original on 10 January 2021. Retrieved 6 November 2021.
  2. ୨.୦ ୨.୧ "Ocriplasmin Monograph for Professionals". Drugs.com (in ଇଂରାଜୀ). Archived from the original on 2 November 2020. Retrieved 7 November 2021.
  3. "Jetrea" (PDF). Archived (PDF) from the original on 6 April 2021. Retrieved 6 November 2021.
  4. BNF 81: March-September 2021. BMJ Group and the Pharmaceutical Press. 2021. p. 1237. ISBN 978-0857114105.
  5. "Jetrea Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 January 2021. Retrieved 6 November 2021.