ଓକ୍ରିପ୍ଲାଜମିନ
Clinical data | |
---|---|
Trade names | Jetrea |
AHFS/Drugs.com | monograph |
data | |
Pregnancy category | |
Routes of administration | Intravitreal |
Legal status | |
Legal status | |
Chemical and physical data | |
Formula | C1214H1890N338O348S14 |
Molar mass | ୨୭,୨୩୭.୩୩ g·mol−1 |
ଓକ୍ରିପ୍ଲାଜମିନ (ଇଂରାଜୀ ଭାଷାରେ Ocriplasmin), ଜେଟ୍ରିଆ ଏହାର ଏକ ବିକ୍ରୟ ନାମ, ହେଉଛି ଭିଟ୍ରିଓମାକୁଲାର୍ ଆଡହେସନ ଲକ୍ଷଣର ଉପଶମ ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହା ସାମାନ୍ୟ ରୋଗ ପାଇଁ ବ୍ୟବହୃତ ହୁଏ ଏବଂ ଅସ୍ତ୍ରୋପଚାରର ଆବଶ୍ୟକତାକୁ ରୋକିପାରେ | [୨] ଏହା ଆଖିରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫ୍ଲୋଟର, ଆଖି ଯନ୍ତ୍ରଣା, ଆଲୋକ ଝଲସିବା ଏବଂ କଞ୍ଜକଟାଇଭାଲ ରକ୍ତସ୍ରାବ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଣ୍ଟ୍ରାଓକୁଲାର ରକ୍ତସ୍ରାବ, ଇଣ୍ଟ୍ରୋଓକୁଲାର ଚାପ ଏବଂ ଇଣ୍ଟ୍ରୋଓକୁଲାର ସଂକ୍ରମଣ ହୋଇପାରେ ।[୨] ଏହା ପ୍ରାକୃତିକ ପ୍ଲାଜମିନ୍ ସହିତ ସମତୁଲ ଏବଂ ଭିଟ୍ରିଅସ୍ ଏବଂ ରେଟିନା ମଧ୍ୟରେ ଥିବା ପ୍ରୋଟିନ ଭାଙ୍ଗିଦେଇ କାର୍ଯ୍ୟକ୍ଷମ ହୁଏ ।[୧]
୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୩ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଓକ୍ରିପ୍ଲାଜମିନ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଏକ ୦.୩୭୫ ମିଗ୍ରା ବିଶିଷ୍ଟ ଏକ ଭାଏଲ ପାଇଁ ୨୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୧୦୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Jetrea". Archived from the original on 10 January 2021. Retrieved 6 November 2021.
- ↑ ୨.୦ ୨.୧ "Ocriplasmin Monograph for Professionals". Drugs.com (in ଇଂରାଜୀ). Archived from the original on 2 November 2020. Retrieved 7 November 2021.
- ↑ "Jetrea" (PDF). Archived (PDF) from the original on 6 April 2021. Retrieved 6 November 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1237. ISBN 978-0857114105.
- ↑ "Jetrea Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 January 2021. Retrieved 6 November 2021.