ଏରଡାଫିଟିନିବ

ଉଇକିପିଡ଼ିଆ‌ରୁ
ଏରଡାଫିଟିନିବ
Clinical data
Trade namesBalversa
SynonymsJNJ-42756493
AHFS/Drugs.commonograph
MedlinePlusa619031
data
Routes of
administration
By mouth
Legal status
Legal status
Identifiers
  • N'-(3,5-dimethoxyphenyl)-N'-[3-(1-methylpyrazol-4-yl)quinoxalin-6-yl]-N-propan-2-ylethane-1,2-diamine
ECHA InfoCard100.235.008 Edit this at Wikidata
Chemical and physical data
FormulaC25H30N6O2
Molar mass୪୪୬.୫୬ g·mol−1
3D model (JSmol)
  • CC(C)NCCN(C1=CC2=NC(=CN=C2C=C1)C3=CN(N=C3)C)C4=CC(=CC(=C4)OC)OC
  • InChI=1S/C25H30N6O2/c1-17(2)26-8-9-31(20-10-21(32-4)13-22(11-20)33-5)19-6-7-23-24(12-19)29-25(15-27-23)18-14-28-30(3)16-18/h6-7,10-17,26H,8-9H2,1-5H3
  • Key:OLAHOMJCDNXHFI-UHFFFAOYSA-N

ଏରଡାଫିଟିନିବ (ଇଂରାଜୀ ଭାଷାରେ Erdafitinib), ବାଲଭର୍ସା ଏହାର ବିକ୍ରୟ ନାମ, ଏକ ଔଷଧ ଯାହା ୟୁରୋଥେଲିଆଲ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ସେହି କ୍ଷେତ୍ରରେ ବ୍ୟବହୃତ ହୁଏ ଯାହାର ଉପଯୁକ୍ତ ଏଫଜିଏଫଆର-୨ ବା ୩ (FGFR -2 କିମ୍ବା 3) ମ୍ୟୁଟେସନ ଅଛି | [୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଫସଫେଟ୍ ସ୍ତର, ପାଟି ପ୍ରଦାହ, ଥକ୍କାଣ, ବୃକ୍‌କ ସମସ୍ୟା, ତରଳ ଝାଡ଼ା, ଯକୃତ ସମସ୍ୟା, ସ୍ୱାଦର ପରିବର୍ତ୍ତନ, ମ୍ୟାଗ୍ନେସିୟମ୍ ଅଭାବ, କେଶ ଝଡ଼ିବା, ଉଚ୍ଚ ରକ୍ତ କ୍ୟାଲସିୟମ୍ ସ୍ତର ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନୁର୍ବରତା ଏବଂ ଦୃଷ୍ଟି ଶକ୍ତି ସମସ୍ୟା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର, ବିଶେଷ ଭାବରେ ଏକ ଫାଇବ୍ରୋବ୍ଲାଷ୍ଟ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (FGFR) ଅବରୋଧକ ।[୨] [୧]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏରଡାଫିଟିନିବ ଅନୁମୋଦିତ ହୋଇଥିଲା ।[୧] ୨୦୨୧ ସୁଦ୍ଧା ବ୍ରିଟେନ କିମ୍ବା ୟୁରୋପରେ ବ୍ୟବହାର ପାଇଁ ଏହା ଅନୁମୋଦିତ ନୁହେଁ ।[୨] ଯୁକ୍ତରାଷ୍ଟ୍ରରେ ୪ ସପ୍ତାହର ଚିକିତ୍ସା ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୨୧,୫୦୦ ଡଲାର ଥିଲା । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Erdafitinib Monograph for Professionals". Drugs.com (in ଇଂରାଜୀ). Archived from the original on 3 January 2022. Retrieved 15 December 2021.
  2. ୨.୦ ୨.୧ "Erdafitinib". SPS - Specialist Pharmacy Service. 5 October 2018. Archived from the original on 11 January 2022. Retrieved 15 December 2021.
  3. "Erdafitinib Prices, Coupons & Savings Tips - GoodRx". GoodRx. Retrieved 15 December 2021.