Jump to content

ଏଭିନାକୁମାବ

ଉଇକିପିଡ଼ିଆ‌ରୁ
ଏଭିନାକୁମାବ
Monoclonal antibody
TypeWhole antibody
SourceHuman
TargetAngiopoietin-like 3 (ANGPTL3)
Clinical data
Trade namesEvkeeza
SynonymsREGN1500, evinacumab-dgnb
AHFS/Drugs.commonograph
data
Routes of
administration
Intravenous
Legal status
Legal status
Chemical and physical data
FormulaC6480H9992N1716O2042S46
Molar mass୧,୪୬,୦୮୩.୯୫ g·mol−1

ଏଭିନାକୁମାବ (ଇଂରାଜୀ ଭାଷାରେ Evinacumab), ଏଭକୀଜା ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ହୋମୋଜାଇଗସ ପାରିବାରିକ ହାଇପରକୋଲେଷ୍ଟେରୋମିଆ (HoFH) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଅତି କମରେ ୧୨ ବର୍ଷ ବୟସ ହୋଇଥିଲେ ଏହା ବ୍ୟବହୃତ ହୁଏ; ତଥାପି ୨୦୨୨ ମସିହା ସୁଦ୍ଧା ହୃଦରୋଗ ଏବଂ ଆୟୁଷ ଉପରେ ପ୍ରଭାବ ଅସ୍ପଷ୍ଟ ଅଟେ । ଏହା ଏକ ଶିରାରେ ଇଞ୍ଜେକସନ ଅକାରରେ ଦିଆଯାଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ଲୁଏଞ୍ଜା ଭଳି ବେମାରୀ, ମୁଣ୍ଡ ବୁଲାଇବା, ନାକରୁ ପ୍ରବାହିତ ହେବା ଏବଂ ଅଇ ଲାଗିବା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଆଞ୍ଜିଓପୋଏଟିନ୍ ପରି ପ୍ରୋଟିନ୍ ୩ (ANGPTL3) ସ‌ହିତ ବନ୍ଧନ ଯୁକ୍ତ ହୋଇ ଅବରୋଧ କରେ, ଫଳସ୍ୱରୂପ ଚର୍ବିଗୁଡିକ ଶୀଘ୍ର ଭାଙ୍ଗିଯାଏ । [୧]

୨୦୨୧ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଏଭିନାକୁମାବ ଅନୁମୋଦିତ ହୋଇଥିଲା ।[୨] [୧] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୪୫୦,୦୦୦ ଡଲାର ଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Evkeeza EPAR". European Medicines Agency (EMA). 21 April 2021. Archived from the original on 19 December 2021. Retrieved 18 December 2021.
  2. ୨.୦ ୨.୧ ୨.୨ ୨.୩ "Evkeeza- evinacumab injection, solution, concentrate". DailyMed. Archived from the original on 14 September 2021. Retrieved 14 September 2021.
  3. "FDA approves add-on therapy for patients with genetic form of severely". U.S. Food and Drug Administration (FDA). 11 February 2021. Archived from the original on 12 February 2021. Retrieved 12 February 2021.  This article incorporates text from this source, which is in the public domain.
  4. "Evinacumab". SPS - Specialist Pharmacy Service. 21 September 2018. Archived from the original on 3 March 2022. Retrieved 31 October 2022.