ଏପିସ୍ପାଡିଅସ

ଉଇକିପିଡ଼ିଆ‌ରୁ
Epispadias
ବିଭାଗUrology
ଲକ୍ଷଣMales: Urethra opening on upper aspect of the penis, short penis[୧]
Females: Split clitoris, poorly formed mons pubis[୧]
ଆକ୍ରାନ୍ତ ସମୟPresent at birth[୨]
କାରଣUnclear[୧]
ସଠିକ ରୋଗ ନିର୍ଣ୍ଣୟHypospadias, bladder exstrophy, common urogenital sinus[୧]
ଚିକିତ୍ସାSurgery[୧]
ପୁନଃପୌନିକUp to 1 in 10,000[୧]

ଏପିସ୍ପାଡିଅସ ହେଉଛି ଏକ ବିକୃତି ଯେଉଁଥିରେ ମୂତ୍ରନଳୀରର ଉପର ଅଂଶ ସଠିକ୍ ଭାବରେ ବନ୍ଦ କରିବାରେ ବିଫଳ ହୁଏ।[୧] ପୁରୁଷମାନଙ୍କଠାରେ ମୂତ୍ରନଳୀ ଖୋଲିବା ଲିଙ୍ଗର ଉପର ଭାଗରେ ହୋଇପାରେ; ଯାହା ଛୋଟ ଏବଂ ଉପର ଭାଗ ବକ୍ର ହୋଇପାରେ ।[୧] ମହିଳାମାନଙ୍କଠାରେ ଏକ ବିଭାଜିତ କ୍ଲାଇଟୋରିସ ଏବଂ ଖରାପ ଭାବରେ ଗଠିତ ମୋନ୍ସ ପୁବିସ୍ ହୋଇପାରେ ।[୧] ଏହା ପ୍ରାୟତଃ ମୂତ୍ରାଶୟ ଅଙ୍ଗବିକୃତି ସହିତ ମିଳିତ ହୁଏ | [୧] ରୋଗ ଜଟିଳ ହେଲେ ସ୍ୱେଚ୍ଛାକୃତ ମୂତ୍ର ନିୟନ୍ତ୍ରଣ ରହେନି । [୧]

ଏହାର କାରଣ ଅସ୍ପଷ୍ଟ ରହିଛି। ।[୧] ଗର୍ଭାବସ୍ଥା ପୂର୍ବରୁ ଫୋଲେଟର ଅଭାବ ଦେଖାଗଲେ ରୋଗର ଅଧିକ ଭୟଙ୍କର ରୂପ ହୁଏ ।[୧] ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ ।[୧] ସଂପୃକ୍ତ ପ୍ୟୁବିକ ଡାଏଷ୍ଟାସିସ୍ (pubic diastasis) ଖୋଜିବା ପାଇଁ ଏକ ଏକ୍ସ-ରେ କରିବାକୁ ସୁପାରିଶ କରାଯାଏ ।[୧]

ଏହାର ଚିକିତ୍ସାରେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[୧] ଅନିୟନ୍ତ୍ରିତ ମୂତ୍ରତ୍ୟାଗ ହାର ୫୦ରୁ ୯୦% ମଧ୍ୟରେ ରହିଥାଏ ।[୧] ଏପିସ୍ପାଡିଅସ (Epispadias) ପ୍ରାୟ ୧୦,୦୦୦ ଲୋକଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରିପାରେ; ଯଦିଓ ବ୍ଲାଡର ଏକ୍ସଟ୍ରୋଫି (exstrophy ) ବିନା ୧୦୦,୦୦୦ ପୁରୁଷଙ୍କ ମଧ୍ୟରୁ ୧ରୁ କମ୍ ଏବଂ ୧୬୦,୦୦୦ ମହିଳା ଜନ୍ମରୁ ୧ରୁ କମ୍ ଥାଏ ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Anand, S; Lotfollahzadeh, S (January 2021). "Epispadias". PMID 33085327. {{cite journal}}: Cite journal requires |journal= (help)
  2. "Bladder Exstrophy-Epispadias-Cloacal Exstrophy Complex". NORD (National Organization for Rare Disorders). Archived from the original on 23 January 2021. Retrieved 21 May 2021.