ଏକା (ବଙ୍ଗଳାଦେଶୀ ଅଭିନେତ୍ରୀ)
ଦେଖଣା
(ଏକା (ବାଂଲାଦେଶୀ ଅଭିନେତ୍ରୀ)ରୁ ଲେଉଟି ଆସିଛି)
ଏକା | |
---|---|
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି(ସମୂହ) | ଅଭିନେତ୍ରୀ ମଡେଲ୍ |
ଏକା ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଓ ମଡେଲ୍ । ସେ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ଏବଂ ମଡେଲ ଭାବରେ ଦୂରଦର୍ଶନ ବିଜ୍ଞାପନରେ କାମ କରିଥିଲେ ।[୧] ସେ ୩୦ରୁ ଅଧିକ କଥାଚିତ୍ରରେ କାମ କରିଛନ୍ତି ।[୨]
ଜୀବନୀ
[ସମ୍ପାଦନା]କାଜି ହୟାତଙ୍କ ନିର୍ଦ୍ଦେଶନାରେ ନିର୍ମିତ କଥାଚିତ୍ର ତେଜି ଜରିଆରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୩] ଏହି କଥାଚିତ୍ର ପରେ ସେ ଧୋରରେ ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରର ନିର୍ଦ୍ଦେଶନା ମଧ୍ୟ କାଜି ହୟାତ ଦେଇଥିଲେ ଏବଂ ସେହି କଥାଚିତ୍ରରେ ମଧ୍ୟ ମନ୍ନାଙ୍କ ସହ-ଅଭିନେତ୍ରୀ ଭାବରେ ସେ କାମ କରିଥିଲେ । ସେ ୧୯୯୯ ମସିହାରେ ତାଙ୍କର ତୃତୀୟ ଚଳଚ୍ଚିତ୍ର ଆଜକର ଡାପୋଟରେ ସାକିବ ଖାନଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ ।[୪]
ବଛା ବଛା ଅଭିନୀତ କଥାଚିତ୍ର
[ସମ୍ପାଦନା]- ତେଜି[୨]
- ଧୋର[୨]
- ବାବା କେନୋ ଅସାମି[୨]
- ଆଜକେର ଡାପୋଟ[୨] (୧୯୯୯)
- ବାହାଦୁର ସନ୍ତାନ[୧]
- ରାଜ ଗୋଲାମ[୧]
- ପୋଲିସ୍ ଅଫିସର୍[୧]
- ମୋରୋନ ନିୟେ ଖେଲା[୧]
- କାଲୋ ଚୋଷମା[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ 'আমাকে কাজ করতে দেয়া হয়নি'. Manab Zamin (in Bengali). 17 March 2019. Retrieved 15 September 2019.
- ↑ ୨.୦ ୨.୧ ୨.୨ ୨.୩ ୨.୪ হারিয়ে যাওয়া নায়িকারা. The Daily Ittefaq (in Bengali). 14 March 2019. Retrieved 15 September 2019.
- ↑ হারিয়ে যাওয়া নায়িকারা. Manab Zamin (in Bengali). 26 July 2019. Retrieved 15 September 2019.
- ↑ "Ajker Dapot | আজকের দাপট | Shakib Khan | Purnima". Bangladesh Film Archive (in ଆମେରିକୀୟ ଇଂରାଜୀ). Archived from the original on 2023-10-16. Retrieved 2021-03-01.