Jump to content

ଏକା (ବଙ୍ଗଳାଦେଶୀ ଅଭିନେତ୍ରୀ)

ଉଇକିପିଡ଼ିଆ‌ରୁ
ଏକା
ଜାତୀୟତାବଙ୍ଗଳାଦେଶୀ
ବୃତ୍ତି(ସମୂହ)ଅଭିନେତ୍ରୀ
ମଡେଲ୍

ଏକା ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଓ ମଡେଲ୍ । ସେ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ଏବଂ ମଡେଲ ଭାବରେ ଦୂରଦର୍ଶନ ବିଜ୍ଞାପନରେ କାମ କରିଥିଲେ ।[] ସେ ୩୦ରୁ ଅଧିକ କଥାଚିତ୍ରରେ କାମ କରିଛନ୍ତି ।[]

ଜୀବନୀ

[ସମ୍ପାଦନା]

କାଜି ହୟାତଙ୍କ ନିର୍ଦ୍ଦେଶନାରେ ନିର୍ମିତ କଥାଚିତ୍ର ତେଜି ଜରିଆରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[] ଏହି କଥାଚିତ୍ର ପରେ ସେ ଧୋରରେ ଅଭିନୟ କରିଥିଲେ ।[] ଏହି କଥାଚିତ୍ରର ନିର୍ଦ୍ଦେଶନା ମଧ୍ୟ କାଜି ହୟାତ ଦେଇଥିଲେ ଏବଂ ସେହି କଥାଚିତ୍ରରେ ମଧ୍ୟ ମନ୍ନାଙ୍କ ସହ-ଅଭିନେତ୍ରୀ ଭାବରେ ସେ କାମ କରିଥିଲେ । ସେ ୧୯୯୯ ମସିହାରେ ତାଙ୍କର ତୃତୀୟ ଚଳଚ୍ଚିତ୍ର ଆଜକର ଡାପୋଟରେ ସାକିବ ଖାନଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ ।[]

ବଛା ବଛା ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ତେଜି[]
  • ଧୋର[]
  • ବାବା କେନୋ ଅସାମି[]
  • ଆଜକେର ଡାପୋଟ[] (୧୯୯୯)
  • ବାହାଦୁର ସନ୍ତାନ[]
  • ରାଜ ଗୋଲାମ[]
  • ପୋଲିସ୍ ଅଫିସର୍[]
  • ମୋରୋନ ନିୟେ ଖେଲା[]
  • କାଲୋ ଚୋଷମା[]
  1. 1 2 3 4 5 6 7 'আমাকে কাজ করতে দেয়া হয়নি'. Manab Zamin (in Bengali). 17 March 2019. Retrieved 15 September 2019.[permanent dead link]
  2. 1 2 3 4 5 হারিয়ে যাওয়া নায়িকারা. The Daily Ittefaq (in Bengali). 14 March 2019. Retrieved 15 September 2019.
  3. হারিয়ে যাওয়া নায়িকারা. Manab Zamin (in Bengali). 26 July 2019. Retrieved 15 September 2019.[permanent dead link]
  4. "Ajker Dapot | আজকের দাপট | Shakib Khan | Purnima". Bangladesh Film Archive (in ଆମେରିକୀୟ ଇଂରାଜୀ). Archived from the original on 2023-10-16. Retrieved 2021-03-01.