ଆଲୋଚନା:ଏକା (ବଙ୍ଗଳାଦେଶୀ ଅଭିନେତ୍ରୀ)
ଦେଖଣା
ଏହି ପ୍ରସଙ୍ଗଟି ଏସିଆ ମାସ ଗଣସମ୍ପାଦନା, ୨୦୨୪ରେ ଗଢ଼ାଯାଇଛି । |
ବାଂଲାଦେଶ/ବଙ୍ଗଳାଦେଶ
[ସମ୍ପାଦନା]@Ssgapu22 ଓଡ଼ିଆରେ ବଙ୍ଗଳାଦେଶୀ/ବଙ୍ଗଳାଦେଶ ଏବେ ବି ବହୁପ୍ରଚଳିତ ଆଉ ଯଦି କିଛି ଜାଗାରେ ବାଂଲାଦେଶ ଲେଖାଯାଉଚି ଆମେ ହଠାତ ବଦଳେଇବା ଅନାବଶ୍ୟକ । ତେବେ ଯଦି ସବୁଠି ଆଉ ବିଶେଷକରି ପାଠ୍ୟପୁସ୍ତକରେ ଆଉ ଅନ୍ୟ ସବୁଠି ବନାନଟି ବଦଳେ ତାହେଲେ ଆମେ ବଦଳେଇବା । Psubhashish (ମୋ ଆଲୋଚନା) ୨୦:୦୫, ୩ ନଭେମ୍ବର ୨୦୨୪ (IST)
- ଠିକ୍ କଥା । ଜଣେଇ ଦେଇଥିବାରୁ ଧନ୍ୟବାଦ ଭାଇ । ମୁଁ ବି ଆଗରୁ ବଙ୍ଗଳାଦେଶ ଲେଖିଥିଲି, ଏବେ କିଛି ଜାଗାରେ ବାଂଲାଦେଶ ଦେଇଯାଇଛି । ଗପୁ (ମୋ ଆଲୋଚନା) ୨୧:୦୦, ୩ ନଭେମ୍ବର ୨୦୨୪ (IST)