ଏକରୂପା ବେଦି
ଦେଖଣା
ଏକରୂପା ବେଦି | |
|---|---|
| ଜନ୍ମ | ୧ ଜାନୁଆରୀ ୧୯୯୬ |
| ଜାତୀୟତା | ଭାରତୀୟ |
| ଅନ୍ୟ ନାମ | ରୂପ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୧୧-ଏବେଯାଏଁ |
| ପ୍ରସିଦ୍ଧି | ସୁହାନୀ ସି ଏକ୍ ଲଡ଼କି ଶକ୍ତି - ଅସ୍ତିତ୍ୱ କେ ଏହସାସ୍ କି |
| ବୈବାହିକ-ସାଥୀ |
ହରମୀତ ଜଲି (m. ୨୦୧୮) |
ଏକରୂପା ବେଦି ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସୁହାନୀ ସି ଏକ୍ ଲଡ଼କି,[୧] ଧର୍ମପତ୍ନୀ, ରବ୍ ସେ ସୋହାନା ଇସ୍କ, ଓ ବାଣୀ - ଇସ୍କ ଦା କଲ୍ମା ଆଦି ଜଣାଶୁଣା ହିନ୍ଦୀ ଧାରାବାହିକରେ ସେ କାମ କରିଛନ୍ତି । ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ଧାରାବାହିକ କୋଇ ଲୌଟ୍ ଏ ଆୟେ ହୈ, ସୋନି ଟିଭିରେ ପ୍ରସାରିତ ପେଶୱା ବାଜିରାଓ ଓ କଲର୍ସ ଟିଭିରେ ପ୍ରସାରିତ ଶକ୍ତି - ଅସ୍ତିତ୍ୱ କେ ଏହସାସ୍ କି ଭଳି ଧାରାବାହିକରେ ସେ କାମ କରିଛନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୨୦୧୮ ମସିହାର ଡିସେମ୍ବର ୧୨ ତାରିଖରେ, ତାଙ୍କର ହରମୀତ ଜଲିଙ୍କ ସହିତ ଏନ୍ଗେଜ୍ମେଣ୍ଟ ହୋଇଥିଲା ଏବଂ ୧୭ ଡିସେମ୍ବର ୨୦୧୮ରେ, ଉଭୟ ବିବାହ କରିଥିଲେ ।
ଅଭିନୀତ ଧାରାବାହିକ/କାର୍ଯ୍ୟକ୍ରମ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ଚେନାଲ୍ |
|---|---|---|---|
| ୨୦୧୧ | ଧର୍ମପତ୍ନୀ | ହଂସିକା | ଇମାଜିନ୍ ଟିଭି |
| ୨୦୧୨ | ରବ୍ ସେ ସୋହାନା ଇସ୍କ | ରୂପ୍ | ଜୀ ଟିଭି |
| ୨୦୧୩ | ବାଣୀ – ଇସ୍କ ଦା କଲ୍ମା | କୁକି ସିଂହ ମାନ୍Kookie Singh Mann | କଲର୍ସ ଟିଭି |
| ୨୦୧୪ | ସୁହାନୀ ସି ଏକ ଲଡ଼କୀ | ଗୌରୀ ଆଦିତ୍ୟ ଶ୍ରୀବାତ୍ସବ | ଷ୍ଟାର୍ ପ୍ଲସ୍ |
| ବାଲ୍ ବୀର୍ | ବିଜ୍ଞାନ ପରୀ | ସୋନି ସବ୍ | |
| ୨୦୧୫ | ଏଜେଣ୍ଟ ରାଘବ – କ୍ରାଇମ୍ ବ୍ରାଞ୍ଚ୍ | ଅଲ୍ପନା | ଆଣ୍ଡ୍ ଟିଭି |
| ୨୦୧୬ | କୁଛ୍ ରଙ୍ଗ୍ ପ୍ୟାର୍ କେ ଐସେ ଭି | ଟିନା | ସୋନି ଟିଭି |
| ବିଷକନ୍ୟା ଏକ୍ ଅନୋଖି ପ୍ରେମ୍ କାହାନୀ | ଯକ୍ଷିନୀ/ଲୈଲା | ଜୀ ଟିଭି | |
| ଚନ୍ଦ୍ର ନନ୍ଦିନୀ | କିନ୍ନାରୀ | ଷ୍ଟାର୍ ପ୍ଲସ୍ | |
| ୨୦୧୭ | କୋଇ ଲୌଟ୍ କେ ଆୟା ହୈ | ଚନ୍ଦା | |
| ପେଶୱା ବାଜିରାଓ | ଭିଉବାଇ ଘୋରପଡ଼େ | ସୋନି ଟିଭି | |
| ୨୦୧୮ | କଲୀରେଁ | ନିମ୍ମୋ ଢିଙ୍ଗ୍ରା | ଜୀ ଟିଭି |
| ୨୦୨୦–୨୦୧ | ଶକ୍ତି – ଅସ୍ତିତ୍ୱ କେ ଏହସାସ୍ କି | ଗୁରୱିନ୍ଦର୍ ଦଲଜୀତ ସିଂହ | କଲର୍ସ ଟିଭି |
ଆଧାର
[ସମ୍ପାଦନା]- ↑ "In & Out: TV celebs onboard, quit or kicked out". The Times of India. 5 October 2015. Retrieved 2 March 2016.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଏକରୂପା ବେଦି