ଏକତ୍ରିକରଣ
ଏକତ୍ରିକରଣ ଏକ ସମାନ କାରଣ ହେତୁ ଏକା ସହିତ କିଛି ଲୋକ କିମ୍ବା ସମୂହର ଏକା ସହିତ ସଂଯୁକ୍ତ ସହଯୋଗ ଦେଇ କୌଣସି କାର୍ଯ୍ୟ କରିବାକୁ ଏକତ୍ରିକରଣ କୁହାଯାଇଥାଏ । ଏହି ଏକତ୍ରିକରଣ ଅସ୍ଥାୟୀ କିମ୍ବା ସୁବିଧା ଅନୁସାରେ ମଧ୍ୟ ହୋଇପାରେ । ଏହାର କାର୍ଯ୍ୟ ମୁଖ୍ୟତଃ କିମ୍ବା ସମାନୟତଃ ଏକପ୍ରକାର ହୋଇଥାଏ ଅଥବା ଏହା କୌଣସି ଅନ୍ୟପ୍ରକାରର ହୋଇଥିବା ହେତୁ ଏକତ୍ରିକରଣରେ ବାନ୍ଧି ହୋଇଯାଏ ।
ରାଜନୀତି ଏବଂ ସରକାର[ସମ୍ପାଦନା]
ଏକତ୍ରିକରଣ ସରକାର, ଏକ ସଂସଦୀୟ ପ୍ରଣାଳୀରେ , ପାର୍ଟୀମାନଙ୍କ ଏକତ୍ରିକରଣରେ ତିଆରି ଏକ ସରକାର ଅଟେ । ଅଷ୍ଟ୍ରେଲିଆରେ ଏକତ୍ରିକରଣ ମଧ୍ୟ 1922 ମସିହା ପରେ ତିନୋଟି ଦଳରେ (ଉଦାର ବାଦୀ, ନାଗରିକ ଏବଂ ଦେଶ ଉଦାର ବାଦୀ) ସଂଘୀୟ ରାଜନୀତିରେ ଉପସ୍ଥିତ ଏକ ଏକତ୍ରିକରଣର ଉଲ୍ଲେଖ କରାଯାଇଥାଏ । ଏହା ଏକ ସଂସଦୀୟ ଏକତ୍ରିକରଣର ଗଠନ ଅଟେ ।
ଅର୍ଥଶାସ୍ତ୍ର[ସମ୍ପାଦନା]
ଅର୍ଥଶାସ୍ତ୍ରରେ ଏକତ୍ରିକରଣ ଗ୍ରାହକ ମାନଙ୍କ ମଧ୍ୟରେ ବିଶ୍ୱାସ ବଢାଇବା ହେତୁ ବହୁ ନାମୀ ଦାମୀ କମ୍ପାନୀ ନିଜ ନିଜ ଭିତରେ ସହଯୋଗ କରି ଏକ ଏକତ୍ରିକରଣ ପ୍ରସ୍ତୁତ କରିଥାଏ । ଏହି କାରଣରୁ ଗ୍ରାହକମାନଙ୍କର ସେହି ସବୁ କମ୍ପାନୀ ମାନଙ୍କ ଉପରେ ବିଶ୍ୱାସ ବଢିଯାଏ ଏବଂ ସେହି ବିଶ୍ୱାସ ପାଇଁ କମ୍ପାନୀଗୁଡ଼ିକ ଅଧିକ ଲାଭ କମାଇବାରେ ସଫଳ ହୋଇଯାଏ ।
ସେନା[ସମ୍ପାଦନା]
ଦୁଇ କିମ୍ବା ତା'ଠାରୁ ଅଧିକ ସୈନ୍ୟ ମାନଙ୍କ ମଧ୍ୟରେ କୌଣସି ଅଭିଯାନ ହେତୁ ଏକତ୍ରିକରଣ ତିଆରି ହୋଇଥାଏ , ଯାହାଦ୍ୱାରା ସମସ୍ତେ ଗୋଟିଏ କଥା ମାନିଥାନ୍ତି ।[୧]
ସାମାଜିକ ସମୂହ[ସମ୍ପାଦନା]
ଏକ ଅନୁସନ୍ଧାନରୁ ଜଣା ପଡ଼ିଛି କି, ସାମାଜିକ ସମୂହ କୌଣସି ପ୍ରକାରର ଏକତ୍ରିକରଣକୁ ନିଜର କରିଥାଏ ।[୨]
ବାହାର ଲିଙ୍କ[ସମ୍ପାଦନା]
- କାନାଡ଼ାରେ ଏକତ୍ରିକରଣ ସରକାର (ଇଂରାଜୀ ରେ)
ଆଧାର[ସମ୍ପାଦନା]
- ↑ BBC NEWS | Middle East | Coalition troops in Iraq
- ↑ Phys.org, "Genes hold key to how well coalitions work, psychologists say", 10 November 2010