ଉଇକିପିଡ଼ିଆ ଆଲୋଚନା:IRC/24-05-2014

Page contents not supported in other languages.
ଉଇକିପିଡ଼ିଆ‌ରୁ

ଉତ୍କଳ ପ୍ରସଙ୍ଗ[ସମ୍ପାଦନା]

  • ଉତ୍କଳ ପ୍ରସଙ୍ଗ ସିଧାସଳଖ ବ୍ରାଉଜରରେ ପଢ଼ିହେଉନି, କିନ୍ତୁ ଡାଉନଲୋଡ଼ କରିବା ପରେ ଠିକ ଭାବେ ସବୁ ପଢ଼ିହେଉଛି । ଯେକୌଣସି ଗୋଟିଏ ପ୍ରସଙ୍ଗ ଡାଉନଲୋଡ କରି ଦେଖନ୍ତୁ, ଶ୍ରୀଲିପି ଅକ୍ଷର ନଥିଲେ ମଧ୍ୟ ପଢ଼ି ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୩୫, ୨୪ ମଇ ୨୦୧୪ (UTC)