ଉଇକିପିଡ଼ିଆ ଆଲୋଚନା:ନବକଳେବର ଗଣସମ୍ପାଦନା ୨୦୧୫
ନୂଆ ଯୋଡ଼ନ୍ତୁଦେଖଣା
ଫଟୋ ଅପଲୋଡ଼ ପ୍ରତିଯୋଗିତା
[ସମ୍ପାଦନା]କାହିଁକି
[ସମ୍ପାଦନା]୧.ଇଛା ଥିଲେ ବି ବିଭିନ୍ନ କାରଣରୁ ସମସ୍ତେ ଲେଖି ପାରୁ ନାହାନ୍ତି ସେମାନଙ୍କ ପାଇଁ ୨.ଉଇକିକୁ ଅଧିକ ଲୋକପ୍ରିୟ କରିବା ଏବଂ ଅକୃଷ୍ଟ କରିବା ପାଇଁ ୩. ଗଣସମ୍ପାଦନାରେ ଆମ ଲକ୍ଷ୍ୟ ପୁରଣ ପାଇଁ (ପ୍ରସଂଗ ପିଛା ଅନୁନ୍ୟ ଗୋଟିଏ ଫଟୋ ଦରକାର)
ଟାର୍ଗେଟରେ
[ସମ୍ପାଦନା]- ଫେସବୁକ ଓ ଟୁଇଟର ବ୍ୟବହାରକାରୀ (ସେମାନଙ୍କ ପାଖରେ ଫୋନ/କ୍ୟାମେରା ଥିବ!) ।
କିପରି
[ସମ୍ପାଦନା]ସେପାନ ୧: ସର୍ବନିମ୍ନ ଟାସ୍କ ଦେବା ଯେପରିକି ମାତ୍ର ୧୦ ଫଟୋ ଅପଲୋଡ଼ କରେଇବା ପାଇଁ କହିବା । (କେବଳ ଜଗନ୍ନାଥଙ୍କ ବାବଦରେ ନକହି ଆମ ତାଲିକା ଦେଖେଇବା । ତା' ମଧ୍ୟରୁ ପ୍ରସଂଗ ବଛିବେ । )
- ମଲ୍ଟିମିଡିଆ ବ୍ୟବହାର କରି ତାଙ୍କ ନାମ ଏବଂ ଫଟୋକୁ ହାଇଲାଇଟ କରିବା (ଲାଇକ କମେଣ୍ଟ କରି ସମ୍ମତି ଜାନାଇଲେ, ଅପଲୋଡ଼ କଲେ, କେତେ ରାଙ୍କରେ ଅଛନ୍ତି ଇତ୍ୟାଦି) ଏହା ଦେଖି ଅନ୍ୟ ବ୍ୟବହାରକାରୀଙ୍କର ଇଛା ବଢ଼ିବ ।
- ସହାୟତା (କପିରାଇଟ ସୂଚନାଦେବା, ମାନ, ଏବଂ କମନ୍ସ ସହାୟତା )(କେମିତି କରିବେ) -ଫେସବୁକ ପୃଷ୍ଠାରେ ସହାୟତା କରିପାରିବା
- ସେପାନ ୨: ଅନୁନ୍ୟ ୧୦ଟି ଫଟୋ ଅପଲୋଡ଼ କଲେ ସେମାନଙ୍କୁ ନେଇ ଅନ୍ୟ ଏକ ପ୍ରତିଯୋଗିତା କରିବା । ( ସେପାନ ୧ ଯଦି ସଫଳ ହେଲା)
ପୁରସ୍କାର
[ସମ୍ପାଦନା]- ୧୦ ଟି ଫଟୋ ପାଇଁ ୧ ଟି ଉଇକି ପେନ
- ୨୦ ଟି ପାଇଁ ଟି-ସାର୍ଟ ଦେବା
ଫଟୋର ମାନ ନିର୍ଦ୍ଧାରଣ ଏବଂ ବିଜେତା ଘୋଷଣା
[ସମ୍ପାଦନା]ଯେତେ ଶୀଘ୍ର ସମ୍ଭବ ।
ମତାମତ
[ସମ୍ପାଦନା]ସମର୍ଥନ
[ସମ୍ପାଦନା]ଉଇକିଆଳିମାନଙ୍କଠାରୁ ଅନ୍ୟ ପ୍ରସ୍ତାବ ବି ଗ୍ରହଣ କରିବାକୁ ଇଛୁକ ମତାମତ ଦିଅନ୍ତୁ । ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୫:୫୫, ୧୭ ଅଗଷ୍ଟ ୨୦୧୫ (UTC)