ଉଇକିପିଡ଼ିଆ ଆଲୋଚନା:ଉପୁଜୁଥିବା ବିବାଦର ସମାଧାନ

Page contents not supported in other languages.
ଉଇକିପିଡ଼ିଆ‌ରୁ

I wish to see few changes on the Community portal page :

1. In space of Gotha Agana - please use "Gosthi Suchanaphalaka" 2. Everywhere I see a common word being used 'Pachota' in stead use "Swagata" 3. on the left side menu for 'Niara Pharada' Use "Bishesha Prustha"

and there are still many more, I will be adding from time to time. I am not against the use of these words on the wikipedia, but when we have better options available why should we stick to these words which are not used by many people. It is always prudent to use a better version of language rather than promoting a less spoken and understood dialect.

Please do the need full.

Dhanyabaad.

--Jyoti Prasad Pattnaik (ମୋ କଥା) ୧୫:୦୧, ୧୫ ଏପ୍ରିଲ ୨୦୧୧ (UTC)

  • ସେଠାରେ କମୁନିଟି ପୋର୍ଟାଲ ଲେଖାଯାଇଛି, ବନ୍ଧନୀ ଭିତରେ ଗୋଠ ଅଗଣା ଲେଖାଯାଇଛି । ଗୋଠଅଗଣା ଏକ ବାଜେ ଶବ୍ଦ ନୁହେଁ ବ୍ବାଅ ସାଧାରଣରେ ବ୍ୟବହାର ହେଉନଥିବା ଶବ୍ଦନୁହେଁ । ବରଂ ଏସବୁ ଖାଣ୍ଟି ଓଡ଼ିଆ ଶବ୍ଦ, ଆମେ ଏହି ଭଳି ଶବ୍ଦସବୁକୁ ଜାଣିଶୁଣି ହତାଦର କଲେ ନିଜ ଭାଷାପ୍ରତି ଅବମାନନା ହେବନାହିଁକି?
  • ଫରଦ ଓ ପୃଷ୍ଠା ଉଭୟ ବ୍ୟବହାରଯୋଗ୍ୟ, ଆଉ ଓଡ଼ିଆ ଉଇକିପିଡ଼ିଆର ବୃଦ୍ଧିର ମୂଳ ଅନ୍ତରାୟ ହେଲା ଏହି ବିବାଦ, ଆମେ ଏସବୁ ବିବାଦ ଓ ଗୌଣ ବଦଳାବଦଳିରେ ଧ୍ୟାନ ନ ଦେଇ ଏହାକୁ ଆଗକୁ ବଢାଇବା, ନିହାତି ଦରକାରି କିଛି ଲେଖା ଲେଖିବାରେ ସମୟ ଦେବା ଉଚିତ ହେବ ନା ଏହି ବିବାଦରେ ସମୟ ଦେବା ଉଚିତ ହେବ? ସୁଭ ପା/Subhashish Panigrahi (ମୋ କଥା) ୧୫:୨୯, ୧୫ ଏପ୍ରିଲ ୨୦୧୧ (UTC)

ଗୋଠ ଆଉ ଅଗଣଅ ବିରୋଧ ରେ ମୁଁ କିଛି କହୁନି, କି ଏଇ ସବୁ ଶବ୍ଦ ବଜେ ବୋଲି ବି କହୁନି କାରଣ ପିଲା ଦିନୁ ଏଇ ସବୁ ଶବ୍ଦ ମୁଁ ବ୍ୟବହାର୍ କରି ଆସିଛି, କିନ୍ତୁ ଗୋଠ ଅଗନା ବଦଳରେ ଗୋଷ୍ଠୀ ସୁଚନଫଲକ୍ ଲେଖିଲେ ଅଧିକ ସୁନ୍ଦର୍ ହେବ ବୋଲି କହୁଛି | ଭାଷା ପ୍ରତି ଅବମାନନା କରିବା ମୋର ଅଭିପରାଯ ନାହି, | କୌଣସି ଶବ୍ଦକୁ ହତାଦର କରିବା ମୋର ଇଚ୍ଛ ନାହି | ଫରଦ କହିଲେ ଚାଲିବ କିନ୍ତୁ ପୃଷ୍ଠା କହିଲେ ଭଲ ହେବ ବୋଲି କହିଲି | ବିବାଦ୍ କରିବା ଇଚ୍ଛା ନାହି କାରଣ ଏଇତ ଆମ ସମସ୍ତଂକ ଦାୟିତ୍ବ ବୋଲି ମୁଁ ଭାବୁଛି | କିନ୍ତୁ ଠିକ କଥା କହିଲେ ଯଦି ତୁମକୁ ବିବାଦ୍ ଭଳି ଲାଗୁଛି, ତେବେ ବିବାଦ୍ ଥାଉ | ତୁମେ ଗୋଠ ଲେଖା କି ଗୋଷ୍ଠୀ ମୋର ଜାଏ ଆସେ କେତେ ? କିନ୍ତୁ ଭୁଲ ଜିନିଷ ଟିଏ କୁ ମୁଁ ସହଯୋଗ କରିବି ନାହି | ତୁମେ ତ ଭାଇ ସବୁ କିଛି ଜନିଛା ନା | ଆମେ ସବୁ ମୁର୍ଖ ଲୋକ | ଘୋଷା ବଳଦ | ତୁମେ ସବୁ ଗବେଷଣ କରି କରି ବିଶେଶଜ୍ଞ ହେଇ ଯାଇଛ | ଆମେ ସବୁ ପୋଥୀ ପଢିଥିବା ମୁର୍ଖ | ତୁମେ ଚାହିଁଲେ ଖାଣ୍ଟି ଓଡ଼ିଆ କହିବା ନହେଲେ ନିରୁତ କହିବ | ଅଗଣା ଜାଗାରେ ପିଣ୍ଡା କିମ୍ବା ଦାଣ୍ଡ ବି ଲେଖି ପାରିବ , ଚୌରା ବି ଚାଲିବ | ଯାହା ଇଚ୍ଛା ହେଉଛି ଲେଖ, ତୁମେ ଲେଖିଲେ ସବୁ ଠିକ ହେବ | --Jyoti Prasad Pattnaik (ମୋ କଥା) ୨୧:୩୯, ୧୬ ଏପ୍ରିଲ ୨୦୧୧ (UTC)

ଫେସବୁକର ବା ବାକି ବ୍ୟକ୍ତିଗତ କନ୍ଦଳକୁ ଉଇକିପିଡ଼ିଆ ଭିତରକୁ ଆଣିବା ଅନୁଚିତ । ଏଠାରେ ଆମେ ସଭିଏଁ ଏକାଠି ହୋଇଅଛେ ଓଡ଼ିଆ ଉଇକିପିଡ଼ିଆର ବିକାଶ କରିବା ପାଇଁ, କଥା ଫରଦ କି ପୃଷ୍ଠା' ଠିଁ ନାହିଁ, ଓଡ଼ିଆ ଉଇକିପିଡ଼ିଆ ଏମିତି କିଛି ପଦ୍ୟ କି ଗଦ୍ୟ ସାହିତ୍ୟ ନୁହେଁ, ଏହା ଏକ ଭାଷାକୋଷ, ଏଠି ସୁନ୍ଦର, ବାନ୍ଦର ନୁହେଁ, ବରଂ ଗୋଟିଏ ଭାଷାର ସବୁଯାକ ଜାଣିବା କଥା ଏକାଠି କେମିତି ରହିବ ସେକଥାକୁ ଆଖି ଆଗରେ ରଖିବାକୁ ପଡିବ । ସୁନ୍ଦର-ଅସୁନ୍ଦର, ବିଭାବ, ଅଳଙ୍କାର, ଏସବୁ ରୀତି ସାହିତ୍ୟରେ ଦେଖାଯାଏ, ଭାଷାକୋଷ (Encyclopedia) ରେ ସବୁ କିଛି ରହିବା ବିଧେୟ, ତେଣୁ ସାଧାରଣରେ ବ୍ୟବହୃତ ସବୁ ଶବ୍ଦକୁ ଏହା ଭିତରେ ରଖିବାକୁ ପଡିବ । ଖାଲି ସୁନ୍ଦର ଶୁଭିବ ବୋଲି କିଛି ଶବ୍ଦକୁ ବାଦ ଦିଆଯିବା ଉଚିତ ନୁହେଁ । ଆହୁରି ମଧ୍ୟ, ଓଡ଼ିଆ ଉଇକିପିଡ଼ିଆ ସାହିତ୍ୟର ବିଶେଷଜ୍ଞ ମାନଙ୍କ ପାଇଁ ନୁହେଁ, ସାଧାରଣ ଲୋକେ କେମିତି ସହଜରେ ଜ୍ଞାନ ପାଇପାରିବେ ସେଥିପାଇଁ ତିଆରି କରାଯାଇଛି । ତେଣୁ ଏଥିରେ ବ୍ୟବହାର କରାଯାଉଥିବା ଭାଷାକୁ କେବେହେଲେ ସଙ୍କୁଚିତ କରି କେବଳ ସୁନ୍ଦର ଶୁଭୁଥିବା ଭାଷାକୁ ରଖିବା ଆଉ ବାକି ଭାଷାକୁ ପୁରାପୁରି ବାଦଦେବା ଭୁଲ ହେବ । ଆଉ ଏହି ବ୍ୟକ୍ତିଗତ କନ୍ଦଳ ସବୁବେଳେ ଉଇକିପିଡ଼ିଆକୁ ଆଗକୁ ଯିବାକୁ ରୋକିବ, ତେଣୁ ଖାଲି ଦୋଷ ଖୋଜିବାରେ ନୁହେଁ, ଉନ୍ନତ ଲେଖା ତିଆରିବାରେ ସଭିଏଁ ସମୟ ଦେଲେ ଉଇକିପିଡ଼ିଆ ପାଇଁ ମଙ୍ଗଳ ହେବ । ସୁଭ ପା/Subhashish Panigrahi (ମୋ କଥା) ୨୨:୦୫, ୧୬ ଏପ୍ରିଲ ୨୦୧୧ (UTC)

ଏଥି କୋଣସି କଥା ବ୍ୟକ୍ତିଗତ ନୁହେ , ଏହା ସମସ୍ତିଗତ ପ୍ରଶ୍ନ | ମୁଁ ଓଡିଆ ବିକିପେଡିଆ ର ଉନ୍ନତି ପାଇଁ ଆସିଛି ନିରୁତ ଓଡିଆ ର ନୁହେ | ରହିଲା କଥା ବିକିପେଡିଆ ର , ଭାଇ ବିକିପେଡିଆ ର ଅର୍ଥ ଭାଷା କୋଷ ନୁହେ ଜ୍ଞାନ୍ କୋଷ | ଜନିଚୀ ତୁମେ ରାଜି ହେବ ନି | ସେଇତ ଅଲଗା କଥା | ମୁ ଭାବୁଚୀ ehi ବ୍ୟକ୍ତିଗତ କନ୍ଦଳ ଭିତରେ ପଡି ମୁଁ ନିଜ ପାଇଁ ଅଶାନ୍ତି ଆନିବୀ ନାହିଁ | ତେଣୁ ବିକିପେଡିଆ ବିଷୟରେ ଚିନ୍ତା କରିବା ମୋର ଆବଶ୍ୟକତ ନାହିଁ | ଭୁଲ କୁ ଭୁଲ କହିଲେ ଯଦି ଭାବୁଚ ମୁଁ ଖାଲି ଦୋଷ ବଛୁଚୀ, ତେବେ ମୋର କିଛି କହିବା ର ନାହି | ବିକିପେଡିଆ ତୁମର ସମ୍ପତ୍ତି ତୁମ ଯାହା ଇଚ୍ଛ କର | ଭାଇ ଓଡିଶା ରେ ଏକ ତୁମେ ରହିଲ ଜ୍ଞାନୀ ପୁରୁଷ ବାକି ସବୁ ହଡା ବଳଦ | ତେଣୁ ତୁମ ଜ୍ଞାନ୍ ପାଖରେ ଆମ ଜ୍ଞାନ୍ ତୁଚ୍ଛ | ଉନ୍ନତ ଲେଖା ଲେଖିବା ଭଳି ମସ୍ତିଷ୍କ ଆମର ନାହି ତେଣୁ ଆମେ ଅନ୍ୟର ଦୋଷ ବାଛି ବୁଲୁଛୁ | ବିକିପେଡିଆ ର ମଂଗଲ କର | କାହାର୍ ବି ଆବଶ୍ୟକତ ନାହି | --Jyoti Prasad Pattnaik (ମୋ କଥା) ୨୦:୩୫, ୧୭ ଏପ୍ରିଲ ୨୦୧୧ (UTC)

Subhashish you need to change your ways and style of adminship...instead of behaving like a true admin you have started behaving like a dictator/bureaucrat which is not acceptable..It's not about what you think is right or having the things the way you want it to be done/written. Wikipedia belongs to everyone equally and instead of changing, editing or arguing about things that you think is correct first ask others, have a discussion with them, then do the needful. Wikipedia isn't meant to be run by one person, specially if the person loses his morale judgement and starts bossing around. If this continues many of us would oppose your adminship. I would rather want a neutral person to be the admin instead of a person who claims & argues that what he knows, thinks and feels is correct and rest all is wrong. Learn to accept things, that is what makes you a true admin. And if you can't please step down. sambidhan

ମୁଁ ଦୁଃଖିତ, କିନ୍ତୁ ମୁଁ କେବେ କାହାକୁ ବାଧ୍ୟ କରୁନାହିଁ ମୋ ମତକୁ ଗ୍ରହଣ କରିବା ପାଇଁ, ତେବେ ଯଦି ଗୋଟିଏ ଶବ୍ଦର ଅନେକଗୁଡିଏ ବିକଳ୍ପ ଥାଇପାରେ ସେସବୁକୁ ଉଇକିପିଡ଼ିଆରେ ବ୍ୟବହାର କରିବା ବିଧେୟ, ଆଉ ମୁଁ ଉଇକିପିଡ଼ିଆରେ ନିରୁତା ଓଡିଆ ନୁହେଁ, ବରଂ ଏବେ ବ୍ୟବହାର ହେଉଥିବା ଓଡିଆରେ ଲେଖୁଛି, କିନ୍ତୁ ଦୁଃଖର କଥା ବ୍ୟକ୍ତିଗତ ଭାବରେ ମୋ କାମକୁ ବିରୋଧ କରାଯାଉଛି । ମୁଁ କେବେବି ଏହାକୁ ମୋର ବ୍ୟକ୍ତିଗତ ସମ୍ପତ୍ତି ବୋଲି ଭାବି ବ୍ୟବହାର କରୁନାହିଁ, ବରଂ ତୁମ ସମସ୍ତଙ୍କ ମତକୁ ସମ୍ମନ ଜଣାଇ ଜଗଦୀଶ ଉତ୍ତରକବାଟ କରିଥିବା ସବୁଯାକ ବଦଳକୁ ଗ୍ରହଣ କରିଛି । ଆଉ ମଧ୍ୟ କେତୋଟି ଭୁଲକୁ ଆଗରୁ ଗ୍ରହଣ କରିନିଆଯାଇଛି, ଯେମିତି ଭାଷାକୋଷ, ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପୂର୍ଣଚନ୍ଦ୍ର ଓଡିଆ ଭାଷାକୋଷ ଏକ ଏନସାଇକ୍ଲୋପିଡିଆ ବା ଭାଷାକୋଷ, କିନ୍ତୁ ଜ୍ଞାନକୋଷ ବୋଲି ବାରଂବାର ଲେଖାଯାଇଛି ବାକି ଯାଗାସବୁରେ ଯାହା ଏକ ଭୁଲ ବ୍ୟବହାର, ପୁଣି ତମର ପ୍ରଶ୍ନ ଜ୍ଞାନମଣ୍ଡଳ"- ଏହା ଏକ ବହିର ନାଆଁ, ଏନ୍ସାଇକ୍ଲୋପିଡିଆର ଓଡିଆ ମାନେ ନୁହେଁ । ଆଉ, ୟଦି ମୋ ଲେଖାରେ କିଛି ତ୍ରୁଟି ବିଚ୍ୟୁତି ପାଉଛ ସେସବୁକୁ ବଦଳାଇବାର ଅଧିକାର ସମସ୍ତଙ୍କର ରହିଛି, ତେଣୁ ଏକଚାଟିଆ ବ୍ୟବହାରର ପ୍ରଶ୍ନ ହିଁ ନାହିଁ, ଏଠାରେ ସମସ୍ତେ ଉଇକିପିଡ଼ିଆର ବିକାଶ ପାଇଁ ଏକାଠି ହୋଇ ଯଦି ନିଜ ନିଜ ଭିତରେ ଏମିତି କନ୍ଦଳରେ ଲାଗିରହିବା ତେବେ ଉଇକିପିଡ଼ିଆ ଆଗକୁ ଯିବ କି?

Please be liberal while commenting rather than individual attack. It's sad in the infancy of Odia Wikipedia more opposition and attack on an individual is practiced than correcting him, Wikipedia leaves all control to an individual, so all are allowed to correct mistakes if it is done. And this kind of personal attack will restrict the growth of Odia Wikipedia in its infancy state. ସୁଭ ପା/Subhashish Panigrahi (ମୋ କଥା) ୦୭:୪୦, ୧୮ ଏପ୍ରିଲ ୨୦୧୧ (UTC)

Being liberal doesn't count accepting what is totally wrong. The only way a person can be corrected is when he or she accepts the suggestions rather than being stubborn, there is no way to correct him/her when the person is not ready to accept anything and everything that he or she believes is wrong. Regarding the personal attacks that you have been commenting on and saying that your thoughts and ideas outside don't have anything to do with wikipedia is not justifiable either because if we were to take an example from the real life scenario of Ministers or Justices, their claims that their personal thoughts and ideas won't have anything to do with their job can never be accepted by others or the constitution. The personal thoughts and ideas of an admin no matter in whichever field, whether in real life or online plays an important role in the job he or she does, it comes under the ideology of moral judgement. --ସମ୍ବିଧାନ ମହାନ୍ତି

When someone remains at a responsible position he should give respect not only to his chair but also to the society at large, since the bigger the position the bigger and open the life becomes and everyone gets a right to debate over what is wrong and what not. And being an admin, if you display hesitation to listen to others may that be in FB or Wiki it will not be accepted at any cost. And responsible people d not behave like adamant kids. Change your profile logo first and then show some respect to the post that you have got for yourself. --Jyoti Prasad Pattnaik (ମୋ କଥା) ୧୪:୦୦, ୧୮ ଏପ୍ରିଲ ୨୦୧୧ (UTC)