ଉଇକିପିଡ଼ିଆ:ଉଇକିପ୍ରକଳ୍ପ/ଜୁନ/୧୦୦୦ଟି ଲେଖାର ମେଳା

ଉଇକିପିଡ଼ିଆ‌ରୁ

ଉତ୍ସାହୀ କର୍ମୀ[ସମ୍ପାଦନା]

ପ୍ରସଙ୍ଗ ପାଇଁ[ସମ୍ପାଦନା]

  1. ମୃତ୍ୟୁଞ୍ଜୟ କର
  2. ଆଶୁତୋଷ କର
  3. ସୁଭ ପା
  4. ଅଂଶୁମାନ ଗିରି
  5. ଜଗଦୀଶ ଉତ୍ତରକବାଟ

ଛାଞ୍ଚ, ବୈଷୟିକ କାମ ପାଇଁ[ସମ୍ପାଦନା]

  1. ଶ୍ରୀକାନ୍ତ କେଡିଆ
  2. ସୌରଭ ମହାନ୍ତି

ବାଲେଶ୍ଵର[ସମ୍ପାଦନା]

ଅନୁଗୁଳ[ସମ୍ପାଦନା]

ଆଲୋଚନା[ସମ୍ପାଦନା]

ସମସ୍ତଙ୍କୁ ସାଧୁବାଦ ୧୦୦୦ ଲେଖାର ଏହି ମାଇଲି ଖୁଣ୍ଟ ପାଇଁ। (ଆଶୁତୋଷ କର (Asutosh Kar) (ମୋ ଆଲୋଚନା) ୧୫:୨୩, ୩୦ ମେ ୨୦୧୧ (UTC))

ପ୍ରକଳ୍ପ ବିବରଣୀ[ସମ୍ପାଦନା]

ଏହି ପ୍ରକଳ୍ପର ଲକ୍ଷ ଥିଲା ଜୁନ ୧, ୨୦୧୧ ଆଗରୁ ୧୦୦୦ଟି ଲେଖାରେ ପହଞ୍ଚିବା ଯାହା ସଭ୍ୟମାନଙ୍କର ଅବଦାନ ଯୋଗୁଁ ମେ ୩୦ରେ ୧୦୦୩ ଲେଖାରେ ପହଞ୍ଚିଲା । ଓଡ଼ିଆ ଉଇକିପିଡ଼ିଆର ଗଠନ ହେବାର ଦୀର୍ଘ ୮ ବର୍ଷ ପରେ ଏହା ଥିଲା ଏକ ଖୁବ ବଡ଼ ସଫଳତା । ଏଥିରେ ଭାଗନେଇଥିବା ସଭିଙ୍କୁ ଓଡ଼ିଆ ଉଇକି ଉଇକିପିଡ଼ିଆ ଅନୁରୋଧ କରୁଅଛି ଏହାକୁ ଆହୁରି ଆଗକୁ ନେବା ପାଇଁ ଯୋଗଦାନ କରନ୍ତୁ ।