|
ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆର ୧୨୦୦ରୁ ଉର୍ଦ୍ଧ୍ୱ ପ୍ରସଙ୍ଗରେ ଗୋଟିଏ ବି ଫଟୋ ନାହିଁ । ଏହି ଗଣସମ୍ପାଦନା ଦ୍ୱାରା ଆମେ ଓଡ଼ିଆ ଉଇକିପିଡ଼ିଆର ଲେଖା ଗୁଡ଼ିକୁ ସମୃଦ୍ଧ କରିବାକୁ ଚେଷ୍ଟା କରୁଛୁ ।
- ଲଗ ଇନ୍ କରିବେ ।
- ପ୍ରସଙ୍ଗ ତାଲିକାରୁ ନିଜ ପସନ୍ଦ ମୁତାବକ ପ୍ରସଙ୍ଗଟିଏ ବାଛିବେ ।
- କିପରି ନୂଆ ଫଟୋଟିଏ ଅପଲୋଡ଼୍ କରିବେ ଏହି ପୃଷ୍ଠାରୁ ଶିଖିପାରିବେ । କିଛି ଅସୁବିଧା ହେଲେ ଆଲୋଚନା ପୃଷ୍ଠାରେ ପଚାରିପାରିବେ ।
- ଉଡ଼ାଜାହାଜ ସ୍ତରକୁ ଯାଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ନିଶ୍ଚିତ ପୁରସ୍କାର।
- ସ୍ତର ରାପ ଡ୍ରାଇଭ : ୧୦୦ଟିରୁ ଅଧିକ ଫଟୋ ଅଥବା ୧୦୦୦ରୁ ଅଧିକ ପଏଣ୍ଟ
- ସ୍ତର ରକେଟ : ୭୫ଟିରୁ ଅଧିକ ଫଟୋ / ୭୫୦ରୁ ଅଧିକ ପଏଣ୍ଟ
- ସ୍ତର ଉଡ଼ାଜାହାଜ : ୫୦ଟିରୁ ଅଧିକ ଫଟୋ / ୫୦୦ରୁ ଅଧିକ ପଏଣ୍ଟ
- ସ୍ତର ରେଳଗାଡ଼ି : ୩୦ଟିରୁ ଅଧିକ ଫଟୋ / ୩୦୦ରୁ ଅଧିକ ପଏଣ୍ଟ
- ସ୍ତର ବସ : ୨୦ଟିରୁ ଅଧିକ ଫଟୋ / ୨୦୦ରୁ ଅଧିକ ପଏଣ୍ଟ
- ସ୍ତର ସାଇକେଲ : ୧୦ଟିରୁ ଅଧିକ ଫଟୋ / ୧୦୦ରୁ ଅଧିକ ପଏଣ୍ଟ
ପୁରସ୍କାର: (ବିଚାର ଚାଲିଛି...ଶିଘ୍ର ଏଠାରେ ଘୋଷଣା ହେବ!)
ପଏଣ୍ଟ ତାଲିକା
| କମନ୍ସରୁ ଫଟୋଟି ଖୋଜି ଲେଖାରେ ଯୋଡ଼ିଲେ | ୧୦ ପଏଣ୍ଟ |
ଫଟୋ ଯୋଡ଼ି ବର୍ଣ୍ଣନା କଲେ (ପ୍ରତି ୧୦୦୦ kb ଲେଖା ପାଇଁ ୫ ପଏଣ୍ଟ, ପରିଚାଳକ ଜଣେ ଲେଖାର ମାନ ଦେଖି ଏହା ଦେବେ) | ୫ ପଏଣ୍ଟ |
| ସୂଚୀରେ ଥିବା ପ୍ରସଙ୍ଗ ସମ୍ପର୍କିତ ନିଜର ନୂଆ ଫଟୋ ଅପଲୋଡ଼ କରି ଲେଖାରେ ଯୋଡ଼ିଲେ | ୨୦ ପଏଣ୍ଟ |
| ପ୍ରଚାରରେ ଅଂଶଗ୍ରହଣ (କେବଳ ନୂଆ ଉଇକିଆଳିଙ୍କ ପାଇଁ) ହ୍ୟାସଟାଗ ସହ Share, Retweet | ୫ ପଏଣ୍ଟ |
| ସାଙ୍ଗଙ୍କୁ ଗଣସମ୍ପାଦନା ପାଇଁ ପ୍ରେରିତ (refer a friend) ^ସାଙ୍ଗ ଅତିକମରେ ୧୦ଟି ଫଟୋ ଯୋଡିବା ବାଞ୍ଛନୀୟ | ୫୦ ପଏଣ୍ଟ |
- ଅବଦାନକାରୀ ଏହାକୁ ଦାବି କରିବେ (ତଳ ଭାଗକୁ ଯାଆନ୍ତୁ)
- ପଏଣ୍ଟ୍ ହିସାବରେ ପରିଚାଳକଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ନିଷ୍ପତ୍ତି ହେବ
- ସର୍ତ୍ତାବଳୀ ଲାଗୁ
|