ଉଇକିପିଡ଼ିଆ:IRC/28-04-2014

ଉଇକିପିଡ଼ିଆ‌ରୁ
ପୂର୍ବ ଅଲୋଚନା
WP:IRC/logs
IRC URL
http://webchat.freenode.net/?channels=#wikipedia-or

ଅଲୋଚନା ଲଗ (Log)[ସମ୍ପାଦନା]

Status #wikipedia-or
[20:07] <subas> କେହି ଯୋଗ ଦେଉନାହାନ୍ତି ।
[20:08] <subha> ସାର ନମସ୍କାର
[20:09] <Gyan> Namaskar bhai mane. Sir namaskar
[20:09] <subha> ଶଶାଙ୍କ ଭାଇ, ଜ୍ଞାନବାବୁ ଓଳଗି !
[20:09] <subas> ନମସ୍କାର
[20:09] <subha> ଜ୍ଞାନବାବୁ, ଆଜିର ଆବିମୁଖ୍ୟ ଲେଖିଦିଅ
[20:09] <subha> ଆଭିମୁଖ୍ୟ*
[20:10] <Dsasanka> ସମସ୍ତଙ୍କୁ ମୋର ଜୁହାର ।
[20:10] <subha> https://or.wikipedia.org/wiki/WP:PLAN14 ରେ ସମସ୍ତେ ଆଖି ପକେଇଛନ୍ତି କି?
[20:10] <subha> (ଲମ୍ବା ହେଇଛି, ସେ ଲାଗି କ୍ଷମା ମାଗୁଛି)
[20:10] == Test has changed nick to Guest89761
[20:11] <subha> ଜ୍ଞାନବାବୁ, ଆଜିର ଆଭିମୁଖ୍ୟ ଲେଖିଦିଅ*
[20:12] <Dsasanka> ଚିଲ ଭଳି ଆଖି ବୁଲାଇଛି ।
[20:15] <MKar> ଜୟ ଜଗନ୍ନାଥ, ଇଣ୍ଟରନେଟରେ ଅସୁବିଧା :(
[20:16] <Gyan_> Mora bi tike asubidha heithila
[20:16] <Gyan_> hau tahele bhaimane alochana aarambha kariba ?
[20:16] <subha> ମୃତ୍ୟୁଞ୍ଜୟ ଭାଇ ଆସିଗଲେ, ଭାଇ ଜୁହାର
[20:16] <Dsasanka> ଭାଇମାନେ ମୋର ରାତି ୧୦ଟାରେ ଡୁଇଟି ଅଛି । ଜଲ୍‌ଦି ଜଲ୍‌ଦି କଥା ସାରିଦିଅ ।
[20:16] <Gyan_> ajira prathama alochana bishaya ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କି କି ଯୋଜନା କାମରେ ଲାଗିବା ଉଚିତ
[20:16] <Gyan_> ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କି କି ଯୋଜନା କାମରେ ଲାଗିବା ଉଚିତ
[20:17] <Gyan_> Aaapana mane kan bhabuchhanti kan kan sabu kariba darkara
[20:17] <MKar> ସମସ୍ତଙ୍କୁ ଜୁହାର ।
[20:18] <Gyan_> Mrutyunjaya aapananka tharu aarambhakariba aapanan ta sabutharu active aapana kuhantu
[20:18] <subas> ଯୋଜନା ପ୍ଳାନ ଆଗରୁ ଶୁଭ କରିଛନ୍ତି । କେମିତି କରିବା ଚର୍ଚ୍ଚା ହେଉ ।
[20:18] <Gyan_> Bhai * ta lekhiba bhuli jaichhi khyama karibe
[20:18] <subha> ହଁ :)
[20:18] <subha> ଠିକ ଅଛି,
[20:19] <Gyan_> Subha Bhai aapan jojana bishayere kahibe naa samaste nija mata debe ?
[20:19] <subha> ପ୍ରଥମ କଥା, ଯୋଜନାରେ ଥିବା କିଛି ବି ଯୋଜନାକୁ କାର୍ଯ୍ୟକାରୀ କରାଇବା ବାବଦରେ କିଛି ଅସୁବିଧା କାହାର ଅଛି କି?
[20:19] <subas> ଆଗ କେଉଁ ବିଷୟ କରିବା, ଶୁଭ କହନ୍ତୁ
[20:19] <subha> ସାର, ଜ୍ଞାନ - ମୁଁ ଲେଖିଲି
[20:21] <subha> subas: ସାର କିଛି ଭିନ୍ନ ମତ ଅଛି କି?
[20:21] <MKar> ମୋ ମତରେ ଏବେ ହାତକୁ ନିଆଯାଇଥିବା କାମ (ଉଇକିପାଠାଗାର)କୁ ପ୍ରଥମେ ଠିକ (ସଫଳ) କରିବାକୁ ଚେଷ୍ଟା କରିବା, ତା ପରେ ଯାଇ ନୂଆ କିଛି ଚେଷ୍ଟା କରିବା...
[20:21] <subha> MKar: ଭାଇ ଓ Dsasanka: ଭାଇ
[20:22] <subas> ଠିକ କଥା ।
[20:24] <subas> କେଉଁ ବହି ?
[20:25] <MKar> ଯେକୌଣସି ଗୋଟିଏ ବହି...
[20:25] <Dsasanka> ସକ୍ରିୟ ଉଇକିଆଳି ଅଧିକାଂଶ ଅବିବାହିତ । ଘରଣୀ ଆସିଲେ ଉଇକିପେଡିଆରେ ସମ୍ଭବତଃ ବ୍ରେକ୍ ଲାଗିପାରେ ।
[20:25] <subas> କିଛି ସିଲେକ୍ଟ କରାଯାଇଛି କି ?
[20:26] <subha_> MKar: ଭାଇ, କିନ୍ତୁ ଉଇକିପାଠାଗାର କେବଳ ଭୁବନେଶ୍ବରରେ ସୀମିତ, ଆଉ ଭୁବନେଶ୍ବରର ଟୁଙ୍ଗିର ସଭ୍ୟମାନେ ଏହା ତଦାରଖ କରିପାରିବେ
[20:26] <subas> ଘରଣୀ ଆସିଲେ କହିବ ମୋ ମୁହଁକୁ ଅନେଇ ବସ ।
[20:27] <subha_> ସମସ୍ତଙ୍କୁ ଅନୁରୋଧ, ଟିକେ ଆଲୋଚନା ଉପରେ ଧ୍ୟାନ ଦେବେ
[20:27] <Gyan_> :)
[20:27] <subha_> ଆଉ ବାକି କଥା ଫେସବୁକରେ ଆଲୋଚନା ହେଇପାରିବ
[20:27] <subha_> ମୁଁ ମଝିରେ ଅଫଲାଇନ ହୋଇଗଲି,
[20:28] <subha_> ପଢ଼ିପାରିନି କଣ ଲେଖିଥିଲେ ସମସ୍ତେ - ଉଇକିପାଠାଗାର ଆଉ ଉଇକିପିଡ଼ିଆ ଦିଟା ଯାକ ଅଲଗା ପ୍ରକଳ୍ଫ
[20:28] <subas> ଭୁବନେଶ୍ବରର ସଭ୍ୟମାନେ ସମସ୍ତେ ସାମନା ସାମାନ୍ୟ ହୋଇ ଏକାଠି ହୋଇ ଅଲଗା ଆଲୋଚନା କରିବାକୁ ପଡିବ ।
[20:28] <subha_> ତେଣୁ ଉଇକିପାଠାଗାର କେବଳ କିସରେ ସୀମିତ ଥିବାରୁ ତା ପାଇଁ ପରେ ଆଲୋଚନା କରିପାରିବୁ
[20:30] <MKar> ଏବେ କେଉଁ ବିଷୟରେ ଆଲୋଚନା କରିବା?
[20:30] <subha_> ଉଇକିପିଡ଼ିଆ ବାବଦରେ https://or.wikipedia.org/wiki/WP:PLAN14 ରେ ଯେଉଁ ଯୋଜନା ଅଛି ସେଥିରେ କିଛି ଯୋଜନା କାର୍ଯ୍ୟକାରୀ ହେଇପାରିବ ତାହା ବାବଦରେ
[20:30] <subha_> ଯଦି କିଛି ଅବାସ୍ତବ ଲାଗୁଛି ତାହା କହିଲେ ବି ଭଲ ହେବ
[20:33] <Dsasanka> ଓଡିଶାର ପ୍ରତି ଗାଁ ଓ ସହର ବିଷୟରେ ଲେଖିବା ଦୁରୂହ ବ୍ୟାପାର ।
[20:34] <subha1> ଭାଇମାନେ ଆଉଥରେ ଅଫଲାଇନ ହୋଇଗଲି :(
[20:34] <subha1> Dsasanka: ଭାଇ ଓଡିଶାର ପ୍ରତି ଗାଁ ଓ ସହର ଉପରେ ଏଥର କିଛି ଯୋଜନା ନାହିଁ, ଆରଥର ଥୀଲା
[20:36] <Dsasanka> ଏବେ କେଉଁ ବିଷୟରେ କଥା ହେବା ।
[20:36] <MKar> ନୂତନ ଉଇକିଆଳି ନିମନ୍ତେ ଯୋଜନା: ଅନ୍ୟ ଜିଲ୍ଲାର ମୁଖ୍ୟ ସହର ଗୁଡ଼ିକରେ ଉଇକି କର୍ମଶାଳା କଲେ, ଆଗ୍ରହୀ ନୂଆ ଉଇକିଆଳି ମିଳିପାରନ୍ତି ।
[20:37] <Dsasanka> ମୁଁ ଏଥିରେ ଏକମତ ।
[20:39] <MKar> ଅତିକମରେ ଦୁଇଦିନିଆ ଟ୍ରେନ-ଦି-ଟ୍ରେନର କାର୍ଯ୍ୟକ୍ରମ ଓଡ଼ିଆ ଉଇକିଆଳିଙ୍କ ନିମନ୍ତେ ଆବଶ୍ୟକ ।
[20:40] <Dsasanka> ମୁଁ ଏଥିରେ ଏକମତ ।
[20:40] <subas> ଠିକ କଥା, କିନ୍ତୁ ମୋତେ ଗୋଟିଏ କଥା ଅଡୁଆ ଲାଗୁଛି । ଏହା ନିମନ୍ତେ ଅର୍ଥ ଓ ପ୍ଳାନ ଆବଶ୍ୟକ । ଶୁଭ ଏହାକୁ ପ୍ଳାନ କଲେ ହେବ । ଅର୍ଥ ନେଇ କାମ କଲେ ଅର୍ଥଦାତା ନାମ ଦେବାକୁ ପଡିବ । ନାମ ଦେବାକୁ ଅନେକ କୁà¬
[20:41] <subas> ଦୁଇଦିନିଆ ଟ୍ରେନ-ଦି-ଟ୍ରେନର କାର୍ଯ୍ୟକ୍ରମ ଭଲ ହେବ ।
[20:43] <subha> subas: ସାର, ଧନ୍ୟବାଦ । ଆଉ କିଛି ଯୋଜନା ଉପରେ ଟିକେ ମତାମତ ଦେବେ?
[20:44] <subas> ଆଗରୁ ଲେଖିଥିବା କଥା ପଢନ୍ତୁ ।
[20:44] <subha> ହଉ ସାର, ମୁଁ ମଝିରେ ଅଫଲାଇନ ଯୋଇଯାଇଥିଲି ତ, ଦେଖୁଛି
[20:44] <subha> ଆଉ ବାକିମାନେ କିଛି ମତ ଦେବେ ଯୋଜନା ବାବଦରେ?
[20:44] <MKar> ଉତ୍କଳ ପ୍ରସଙ୍ଗର ତଥ୍ୟ ସବୁ ଇଉନିକୋଡ଼ରେ ରୂପାନ୍ତରଣ ଓ କଣ୍ଟେଣ୍ଟ ଦାନ (ନ ହେଲେବି ବିଶେଷ ଅସୁବିଧା ନାହିଁ), ଉଇକିପିଡ଼ିଆ ନିମନ୍ତେ ବହୁତ ସହାୟକ ହେବ ।
[20:45] <Gyan> Bhaimane mun dukhita internet katigala
[20:45] <subas> 20:40 ରେ ଲେଖିଥିବା କଥା ଦେଖନ୍ତୁ
[20:47] <subha> ଆନୁଷ୍ଠାନିକ ସହବନ୍ଧନ: ଏହି ଉପବିଭାଗରେ ଥିବା ଡେଙ୍କାନାଳ ଆଉ କିସର କାର୍ଯ୍ୟକ୍ରମ ଆଗପରି ଚଳାଇବାରେ ଦୁଇ ଟୁଙ୍ଗି ମୁଖ୍ୟ ଦାୟୀତ୍ବ ନିଭାଇବେ ତ?
[20:48] <Gyan> Mobilere odia dekha jauni. Aapana mane katha hauntu mu ethire
[20:48] <subha> ଦୀପ୍ତିଭାଇ ଆଉ ନିର୍ମଳ ଭାଇ, ଓଳିଗି
[20:48] <subas> ସେଇଟା ହୋଇ ପାରିବ, ମୁଁ ଭାବୁଛି ।
[20:49] <Guguly> ଓଳିଗି
[20:49] <subha> Gyan: bhai, barsika jojana re thiba jojana babadare au kichi mata achi ki?
[20:50] <Guguly> ମୋର ମୋବାଇଲ ଟା ହଜିଗଲା, ସବୁ ମେଲ ଆଉ ସଙ୍ଗେ ସଙ୍ଗେ ପଢିପାରୁନି
[20:51] <subha> Guguly: ଭାଇ, Nirmal: ଭାଇ, ଆମେ ଏବେ https://or.wikipedia.org/wiki/WP:PLAN14 ବାବଦରେ କଥା ହେଉଛେ,
[20:51] <MKar> ଢେଙ୍କାନାଳ ନିମନ୍ତେ ମୁଁ ଚେଷ୍ଟା କରିବି, ଏଥର ସାହାଯ୍ୟ କରିବାକୁ ଆଉଜଣେ ନୂଆ ଉଇକିଆଳି ନିର୍ମଳ ଭାଇ ବି ଅଛନ୍ତି ।
[20:51] <subha> ଭଲ ହେଲା ଭାଇ
[20:52] <subha> "କାର୍ଯ୍ୟକାରୀ ହେବାକୁ ଥିବା ଯୋଜନା" ରେ ତାଲିକାଭୁକ୍ତ ସମସ୍ତ ଯୋଜନା ଆଗକୁ କାର୍ଯ୍ୟକାରୀ କରିବାରେ ସମସ୍ତଙ୍କ ସିଦ୍ଧାନ୍ତ କଥା ମୁଁ ପଚାରୁଥିଲି
[20:52] <Guguly> uikitungi
[20:53] <MKar> @Aadie: ଆଦିତ୍ୟ ଭାଇ କିଛି ମତ ଦିଅ...
[20:55] <MKar> ମୋର ପ୍ରଥମ ପସନ୍ଦ ଉତ୍କଳ ପ୍ରସଙ୍ଗ ସମ୍ବନ୍ଧୀୟ ଯୋଜନା ।
[20:55] <subha> ସୁବାସ ସାର, ଅର୍ଥ ସବୁବେଳେ ବାହାରୁ ଆସିବ, ସ୍ୱେଚ୍ଛାସେବୀମାନେ ନିଜ ହାତରୁ ଅର୍ଥ ଖର୍ଚ୍ଚ କରିବାଟା ଠିକ ଲାଗିବନି, ଖାସ କରି ଯାହା ପାଇଁ ଯୋଜନାରେ ବ୍ୟବସ୍ଥା ଅଛି ।
[20:56] <subha> ମୃତ୍ୟଞ୍ଜୟ ଭାଇ, ନୂତନ ସରକାର ଗଠନ ପରେ ତା ହବ ପ୍ରଥମ ଅନୁରୋଧ ସରକାରଙ୍କୁ
[20:56] <MKar> :)
[20:57] <subha> ମୁଁ କିଛି ସିଧା ସଳଖ ପ୍ରଶ୍ନ ପଚାରିବାକୁ ଚାହୁଁଛି, CIS-A2K ବାବଦରେ । ଆପଣମାନେ ଯଦି ନିଜର ମତ ଖୋଲାଖୋଲି ଦେଇପାରିବେ ଭଲ ହେବ । ଦାବୀ ନୁହେଁ, ଅନୁରୋଧ କରୁଛି ।
[20:58] <subha> CIS-A2K ଯାହା ଯାହା କାମ ହାତକୁ ନେଇଛି ବା ନେଉଛି ସେଥିରେ ଆପଣମାନଙ୍କର କିଛି ଆପ‌ତ୍ତି ଅଛି କି?
[20:59] <Aadie> ଆନୁଷ୍ଠାନିକ ସହବନ୍ଧନ -> ମୋ ମତରେ ଉପବିଭାଗରେ ଥିବା ଡେଙ୍କାନାଳ ଠିକ ଅଛି କିନ୍ତୁ କିସ ମୋ "ସରଗ ପାଣିକୁ ଟାକରା ଫୁଟା", ଏ ପର୍ଯ୍ୟନ୍ତ କିଛି ଫଳାଫଳ ସନ୍ତୋଷଜନକ ଲାଗୁନି
[21:00] <subha> Aadie: ଭାଇ, ଧନ୍ୟବାଦ ଭାଇ । ତେବେ ତାହେଲେ ଢେଙ୍କାନାଳ ଉପରେ ଅଧିକ ଗ୍ୁରୁତ୍ତ୍ୱ ଦେବା ତାହେଲେ?
[21:01] <Guguly> ମୋର ନିଜସ୍ଵ ମତ ହଉଛି - ପ୍ରତି ଭାରତୀୟ ଭାଷା ପାଇଁ ଜଣେ ଜଣେ ପ୍ରୋଗ୍ରାମ କୋ-ଆର୍ଡିନେଟର ରହିଲେ ବହୁତ ଭଲ ହୁଅନ୍ତା ଆଉ ସେ କୋ-ଆରଡିନେଟର ସେ ଭାଷାଭାଷି ଅଞ୍ଚଳ ରେ ବୁଲି ବୁଲି କାମ କରନ୍ତା, ବୁଲି ବୁଲ
[21:02] <Aadie> ସେମାନଙ୍କୁ ବାଧ୍ୟ କଲା ଭଳି ଲାଗୁଛି, ଏତେ କର୍ମଶାଳା କରିମଧ୍ୟ କାହାର ଆଗ୍ରହ ଦେଖାଯାଉନି, କର୍ମଶାଳା ଦିନ ବ୍ୟତିତ ଅନ୍ୟ କେବେ କେହି ଲଗ୍ ଇନ୍ ବି କରୁନାହାନ୍ତି .. ୧-୨ ଦୁଇ ଜଣଙ୍କୁ ଛାଡି .. :(
[21:03] <subha> ଓଡ଼ିଆ ପାଇଁ ମୋ ଛଡ଼ା ଆଉ ଜଣେ ରହିଲେ ଭଲ ହୁଅନ୍ତା କି @Guguly: ଭାଇ? ମୁଁ ବେଙ୍ଗାଳୁରୁରେ ରହୁଥିବାରୁ କାମରେ ବେଳେ ବେଳେ ବାଧା ହେବା ସ୍ବାଭାବିକ
[21:03] <subas> ମୋର ବି ସେହି ମତ, ଶୁଭ ଓଡିଶାରେ ରହିଲେ coordination ଭଲ ହେବ ।
[21:03] <subha> @Aadie: ମୁଁ ସେକଥାରେ ଏକମତ
[21:04] <Guguly> ମୁଁ ଯାହା ଦେଖୁଛି CIS-a2k ର ସମସ୍ତେ ସବୁ ଭାଷା ପାଇଁ ଦେଖୁଛନ୍ତି, କାମ ଟିକେ decentralized ହେଲେ ବହୁତ ସୁରୁଖୁରୁ ରେ ହବ।
[21:04] <subha> ମୁଁ ପାଖାପାଖି ୨-୩ ମାସ ପାଇଁ ଆସି ଓଡ଼ିଶାରେ ରହିବାର ଯୋଜନା ଅଛି :)
[21:04] <subas> ଭଲ କଥା
[21:04] <MKar> ଅନ୍ୟ ଭାଷା ବାବଦରେ ଭାବିଲେ, ମୋର ମତ ହେଲା ସର୍ବାଧିକ କ୍ଷତିରେ ରହିଲେ ହିନ୍ଦୀ ଓ ଉର୍ଦ୍ଦୁ ବାଲା (ମୁଜାମ୍ମିଲ ଛାଡ଼ିବା ପରେ)...
[21:04] <Guguly> ମୁଁ ସେୟା କହୁଛି ଶୁଭ ଭାଇ, ତମେ କେତେଥର ଦଉଡା ଦଉଡି କରୁଥିବ?
[21:04] <subha> Guguly: ଭାଇ, ଭଲ ମତଟିଏ ଦେଲ ।
[21:06] <Guguly> ଜ୍ଞାନ ଭାଇ ଆଉ ଶିତି ଭାଇଙ୍କ ଉଇକିପିଡିଆ ର ଭିତିରିଆ ଜ୍ଞାନ ବହୁତ ଅଛି।
[21:07] <Guguly> ସେମାନଙ୍କ ଭିତରୁ ଜଣକୁ ଆଞ୍ଚଳିକ କାର୍ଯ୍ୟକ୍ରମ ପରିଚାଳକ କଲେ ଭଲ ହୁଅନ୍ତା
[21:07] <Guguly> କିନ୍ତୁ ସେମାନଙ୍କୁ ଏଥିପାଇଁ କିଛି ପାରିଶ୍ରମିକ ମିଳୁ
[21:07] <Guguly> ଅଂଶୁମାନ ଭାଇ ଙ୍କୁ ଦେଲେ ବି ଭଲ ହବ
[21:08] <MKar> 'ଆଞ୍ଚଳିକ କାର୍ଯ୍ୟକ୍ରମ ପରିଚାଳକ' ସେପରି ହେଇପାରିବ କି?
[21:08] <Guguly> ତାଙ୍କର ଯାହା ସନ୍ଦେହ ରହୁଛି ସେ ନିଜେ କାମ କରି ଯଦି ଦୂର କରିପାରିବେ ବହୁତ ଭଲ ହବ
[21:11] <subha> ଭୁବନେଶ୍ୱରରେ ଟୁଙ୍ଗି ହେଲେ କିସରେ ଅଧିକ କାମ ହୋଇପାରିବ କି?
[21:12] <Guguly> କିସ ସହିତ ସହବନ୍ଧନ ହେଇଛି, ମୁଁ ଭାବୁଛି କିସ ରେ ଟୁଙ୍ଗି ବି ହେଲେ ସେମାନେ ମନା କରିବେନି
[21:13] <subha> ହଁ, ସେଠି ଆମେ ତାଙ୍କ ସାରମାନକୁ ମଧ୍ୟ ଟୁଙ୍ଗିର କାମରେ ସାମିଲ କରିପାରିବା
[21:13] <Aadie> v
[21:14] <Aadie> ସିଧା କଥା କହିବାକୁ ଗଲେ: ଆମମାନଙ୍କ ସହଯୋଗ ଓ ଏଟୁକେ ର ଆର୍ଥିକ ସାହାଯ୍ୟ ସବୁ ମିଶାଇ ଦେଖିଲେ ଏକ ମୁଣ୍ଡିଆ ପ୍ରସଙ୍ଗ ଆମ ମାନଙ୍କୁ ବହୁତ ମହଙ୍ଗା ପଡୁଛି .. ମୋ ମତରେ କିସରେ ଆଉ କିଛି ନ କରି ଏହାର ଅନ୍ୟ
[21:16] <Guguly> ଆଦିତ୍ୟ ଭାଇ ଙ୍କ କଥା ରେ ମୁଁ ଏକମତ - ଏତେ ଆଶା ରଖିକି ଏ2କେ ଆମକୁ ପଇସା ଦଉଛି, ତାର ଫଳସ୍ଵରୂପ ୨୦୦୦ ମୁଣ୍ଡିଆ ଲେଖିଲେ ସେ ଅନୁଦାନ ର ଅପମାନ ଭଳିଆ ହବ
[21:18] <Aadie> @Guguky bhai ... ୨୦୦୦ ଦୂର କଥା, ଏତେ ଦିନ ହେଲାଣି ଏ ପର୍ଯ୍ୟନ୍ତ ୧୦୦ ଟି ପ୍ରସଙ୍ଗ ବି ..
[21:19] <Guguly> ମୃତ୍ୟୁଞ୍ଜୟ ଭାଇ ତେଲୁଗୁ ଉଇକିପିଡିଆ ର ଜନ୍ମଦିନ ରେ ମତ ରଖିଥିଲେ...ସମୁଦାୟ ଲେଖା ର ୧୦% ମୁଣ୍ଡିଆ ରହିଲେ ଭଲ । ବେଶୀ ରହିଲେ ଭବିଷ୍ୟତ ପାଇଁ ଭଲ ହବନି । କାଇଁ ନା ଦିନକୁ ଦିନ ଓଡିଆ ଉଇକିପିଡିଆ ର ପାà¬
[21:20] <MKar> ମୋ ମତରେ ଆସନ୍ତା ବର୍ଷର ଲକ୍ଷ୍ୟରେ ପ୍ରସଙ୍ଗ ସଂଖ୍ୟା ୧୦,୦୦୦ ସହ, ପ୍ରସଙ୍ଗ ଆକାର ମଧ୍ୟ ରଖିବା ଉଚିତ ହେବ; ଅନ୍ୟମାନଙ୍କ ମତ କ'ଣ?
[21:20] <Aadie> କିସରେ ହେଇ ଥିବା ଏ ପର୍ଯ୍ୟନ୍ତ ସମସ୍ତ କର୍ମଶାଳା ଓ କାର୍ଯ୍ୟକ୍ରମର ଲେଖା ବିବରଣୀ ବ୍ୟତୀତ ଫଳସ୍ବରୂପ ଉଇକିପିଡିଆ ପାଇଁ କିଛି ଆଖି ଦୃଷ୍ଟିଆ କାମ ହେଲା ପରି ଲାଗୁନି..
[21:21] <subha> @Aadie: bhai, ekamata
[21:21] <subha> ଭାଇମାନେ, କିଏ ଜଣେ ଚାଟ ଲଗ ଠିକରେ ଉଇକିପୃଷ୍ଠାରେ ଲେଖିଦେବେ, ମୁଁ ମଝିରେ ମଝିରେ କଟିଗଲି । ଠିକରେ ଧରିବା କଷ୍ଟ ହେଉଛି
[21:22] <MKar> ୦୯.୨୧ ଯାଏଁ ଚାଟ ଲଗ ଠିକ ଅଛି ।
[21:22] <Guguly> ଆଦିତ୍ୟ ଭାଇ, ମୋ ମନରେ ଆମ ଲେଖା ସଂଖ୍ୟା ୫୭୦୦ କେତେ ଥିଲା, ହଠାତ ଦିନେ ସିତିକଣ୍ଠ କହିଲା ଲେଖା ସଂଖ୍ୟା ଦେଖ, ମୁଁ ଦେଖିଲା ବେଳକୁ ୭୦୦୦ କେତେ ହେଲାଣି, ମୁଁ ପଚାରିଲି ଏତେ କେମିତି ଏତେ ଶୀଘ୍ର ହେଲା à¬
[21:23] <subha> ଆମେମାନେ ୨୦୦୦ ମୁଣ୍ଡିଆ ପ୍ରସଙ୍ଗକୁ ସୁଧାରିବା ପାଇଁ ପ୍ରଥମେ ଗୋଟେ ଯୋଜନା କରିବା କି?
[21:24] <MKar> ଭଲ ହେବ ।
[21:24] <Guguly> ହଁ ଭଲ ହବ
[21:24] <subha> MKar: bhai, dekhili :)
[21:24] <subha> ଢେଙ୍କାନାଳରେ ନୂଆ ଯେଉଁମାନେ ଆସିବେ ସେମାନଙ୍କୁ ଏହା ସୁଧାରିବା ପାଇଁ ଦେବା କି?
[21:25] <subha> ଢେଙ୍କାନାଳରେ ଆଗରୁ ଲେଖାଯାଇଥିବା ମୁଣ୍ଡିଆ ବା ତାଠୁ ଟିକେ ବଡ଼ ଲେଖାକୁ ଉନ୍ନ୍ତ କରିବା ପାଇଁ ସେଠା ପିଲାଙ୍କୁ ଏଥର ଲଗାଇବା?
[21:25] <Aadie> @Mkar ଭାଇ.. ବହୁତ ଭଲ ଚିନ୍ତାଧାରା.. ବର୍ତ୍ତମାନର ପରିସ୍ଥିତିରେ ଗୋଟିଏ ବଛାଲେଖା ପାଇଁ ଏତେ ଚିନ୍ତା, ତେଣୁ ପ୍ରସଙ୍ଗ ସଂଖ୍ୟା ବଢିବା ସହିତ ପ୍ରସଙ୍ଗ ଆକାର ବଢିବା ନିହାତି ଦରକାର..
[21:26] <Guguly> ହଁ ସମସ୍ତେ ମିଳିମିଶି କଲେ କିଛି ମାତ୍ରା ରେ ସୁଧୁରି ପାରିବ
[21:26] <MKar> ଢେଙ୍କାନାଳରେ ନୂଆମାନେ କିପରି/ କେତେ ଶିଖୁଛନ୍ତି, ତାକୁ ଦେଖିବା ପରେ ହିଁ ଯାହା କହିହେବ ।
[21:27] <subha> ମୁଁ ଏକ ମତ Guguly: ଭାଇ, Aadie: ଭାଇ
[21:27] <subha> ତେବେ ସେଠାରେ ପ୍ରଥମ କର୍ମଶାଳାରେ ସେମାନଙ୍କୁ ଆଗରୁ ଥିବା ପ୍ରସଙ୍ଗକୁ ସୁଧାରିବା ପାଇଁ ଦେବା @Aadie: ଭାଇ?
[21:28] <Guguly> ଆଉ ସୁଭ ଭାଇ ଏ୨କେ ରେ ଟିକେ " ଆଞ୍ଚଳିକ କାର୍ଯ୍ୟକ୍ରମ ପରିଚାଳକ" କଥା ପକେଇବ, ଖାଲି ଓଡିଆ ନୁହେଁ, ସବୁ ଭାଷା ପାଇଁ, ଏ୨କେ ବି ନିଜ ଆକାର ବଢେଇଲେ ବହୁତ କାମ ସୁରୁଖୁରୁ ରେ ହେଇଯିବ
[21:28] <Guguly> ମୁଁ ଏକମତ
[21:28] <subha> ହଁ ହଁ, ମୁଁ ନିଶଙଚିତ ପକେଇବି ଏ କଥା
[21:28] <subas> ମୁଁ ଏକମତ
[21:28] <subha> "କଣ୍ଟେଣ୍ଟ ନିର୍ମାଣ ଓ ପ୍ରସଙ୍ଗର ମାନ ଉନ୍ନତି" ୁପବିବହାଗ ବାବଦରେ କିଛି ମତ?
[21:29] <Aadie> ବଟ୍ ଦ୍ୱାରା ତିଆରି ଲେଖା କୈଣସି ନୂଆ ମାନଙ୍କୁ ଦେଲେ ଭଲ ହେବନି, ଆମ ମାନଙ୍କୁ ହିଁ କରିବାକୁ ପଡିବ.. ସେମାନଙ୍କୁ ଦେଲେ କାହାକୁ ବାଧ୍ୟ କଲା ପରି ଲାଗିବ..
[21:30] <Guguly> ନୂଆ ମାନେ ଖାଲି ଲେଖନ୍ତୁ, ବାକି କଥା ପୁରୁଣା ମାନଙ୍କୁ ଛାଡି ଦିଅନ୍ତୁ
[21:30] <subha> ସେ ତ ଠିକ କଥା
[21:30] <Guguly> ନୂଆ ଲୋକ ପୁରୁଣା ଯେତେହେବେ, ଅନ୍ୟ କଥା ସବୁ ଜାଣିଯିବେ
[21:30] <subha> ହଁ
[21:31] <subha> ଉତ୍କଳ ପ୍ରସଙ୍ଗ ଓ ବିଜ୍ଞାନ ଦିଗନ୍ତ ଭଳି ପତ୍ରିକାର ସୂଚୀ ତିଆରି ଓ ନିୟମିତ ଅପଡେଟ କଥା ସମସ୍ତଙ୍କ ମନକୁ ପାଊଛି? ଆଗୁ ନେଇହେବ?
[21:31] <subha> ଆଗକୁ*
[21:31] <Aadie> ମୁଁ ଭାବୁଛି ଏମିତି କଲେ ମନବଳ ବଢିବା ଯାଗାରେ ଭାଙ୍ଗି ଯାଇ ପାରେ.. ଏହା ମୋ ମତ.. ଅନ୍ୟ ମାନେ ଯାହା କହିବେ..
[21:32] <subha> @Aadie: ଭାଇ, କଣ କଲେ ମନୋବଳ ଭାଙ୍ଗିଯିବ?
[21:34] <Aadie> ବଟ୍ ଦ୍ୱାରା ତିଆରି ଲେଖା କୈଣସି ନୂଆ ମାନଙ୍କୁ ଉନ୍ନତ କରିବାକୁ ଦେଲେ.. ତାହା ଆମ ମାନଙ୍କୁ ହିଁ କରିବାକୁ ପଡିବ.. ସେମାନଙ୍କୁ ଦେଲେ କାହାକୁ ବାଧ୍ୟ କଲା ପରି ଲାଗିବ..
[21:37] <Dsasanka> ଭାଇମାନେ ମୋର ଡୁଇଟି ସମୟ ହୋଇ ଗଲା, ଯିବା ପୂର୍ବରୁ ଗୋଟିଏ କଥା କହିବାକୁ ଚାହୁଁଛି । ଓଡିଶାରେ ବିଶେଷକରି କିସ୍ ଓ IIMC ବ୍ୟତୀତ ଭୁବନେଶ୍ଵରର ଆଖପାଖରେ ଥିବା +୨ ବିଜ୍ଞାନ କଲେଜରେ କର୍ମଶାଳାମାନ କଲà­
[21:39] <Aadie> @Mkar ଭାଇ.. ଉତ୍କଳ ପ୍ରସଙ୍ଗ ସମ୍ବନ୍ଧୀୟ ଯୋଜନା କଣ କହିଥିଲେ ମୁଁ ବୁଝିପାରିଲିନି :(
[21:41] <MKar> ବାର୍ଷିକ ଯୋଜନା ପୃଷ୍ଠାରେ ଏ ବାବଦରେ ଲେଖାଯାଇଛି...
[21:42] <MKar> ISCII ରୁ ଇଉନିକୋଡ଼ରେ ରୂପାନ୍ତରଣ ଓ କଣ୍ଟେଣ୍ଟ ଦାନ > "ଉତ୍କଳ ପ୍ରସଙ୍ଗ"
[21:43] <MKar> ଆଉ ଅନ୍ୟ କିଛି ନୂଆ ଯୋଜନା ବାବଦରେ, କେହି କିଛି ଭାବୁଛନ୍ତି କି?
[21:44] <Aadie> ସେଇ କଥା ବୋଧେ ପୂର୍ବରୁ ବି ଆଲୋଚନା ହେଇଛି କିନ୍ତୁ ଆଗକୁ ଯାଇପାରୁନି.. ମୋର ମଧ୍ୟ ପ୍ରଥମ ପସନ୍ଦ ଏ ଯୋଜନା...
[21:45] <Aadie> ମୋ ମତରେ ଏମିତି ଚାରି ଆଡେ ଗୋଳେଇ ଘାଣ୍ଟି ନ ହେଇ ଗୋଟେ ଯୋଜନା ପାଇଁ ଯୋଜନା ସ୍ଥିର ହେଉ.. ତାହା ସରିଲେ ଅନ୍ୟ କଥା..  :)
[21:46] <Aadie> ବର୍ତ୍ତମାନ ପାଇଁ ମୂଖ୍ୟ ଯୋଜନା କଣ ? କେହି କହିବେ କି..
[21:46] <MKar> ଉତ୍କଳ ପ୍ରସଙ୍ଗ ଯୋଜନାଟି କାର୍ଯ୍ୟକାରୀ ହେଲେ ବହୁତ ଦୁର୍ଲ୍ଲଭ ଆଧାର ମିଳିବ ।
[21:47] <Aadie> ହଁ ଭାଇ.. ଶିଘ୍ର ହୁଅନ୍ତା ଯଦି ବହୁତ ଭଲ ହେବ ..
[21:49] <MKar> ଇଂରାଜୀରେ ୧୪୭ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଲେଖା ସରିଲା, ନିର୍ବାଚନ ଫଳ ବାହାରିବାର ପରେ, ଆଉ କିଛି ଦିନ ଲାଗିବ, ବୋଧହୁଏ ଜୁନମାସ ଆରମ୍ଭରୁ ମୁଁ ଅଧିକ ସମୟ ଓଡିଆ ଉଇକିପିଡ଼ିଆରେ ଦେଇପାରିବି ଓ ଅସଂପୂର୍ଣ୍ଣ ଲେଖାସବୁକୁ ଉନ୍ନତ କରିବାକୁ ଚେଷ୍ଟା କରିବି ।
[21:50] <Aadie> :)
[21:50] <Aadie> କିସ କଥା କେହି କହିଲେନି ଯେ.. ?
[21:51] <MKar> କିସ ବାବଦରେ ଭୁବନେଶ୍ଵରରେ ରହୁଥିବା ଉଇକିଆଳିମାନେ ଯାହା ନିଷ୍ପତ୍ତି ନେବେ ।
[21:54] <Aadie> ହଉ.. ପୂର୍ବ ଯୋଜନାର ଫଳାଫଳ ଦେଖି ନିଷ୍ପତି ନେଲେ ଭଲ.. ନ ହେଲେ ଛଅ ମାଣ ଘିଅ ହେବ ନା ରାଧା ନାଚିବ...  :)
[21:54] <MKar> ଆମେ ଏବେ ଚାରି ଜଣ, ଆଉ ଆଲୋଚନା କରିବା?
[21:54] <Guguly> :P
[21:55] <Aadie> ଅଯଥା ପରିଶ୍ରମ ନ କରି ଅନ୍ୟ ନୂଆ ସ୍ଥାନରେ ନୂଆ ଯୋଜନା ଆରମ୍ଭ କଲେ, ହୁଏତ କିଛି ଭଲ ହେବ..
[21:56] <Aadie> ଆମେ 4 ଜଣ ଆଉ କଣ ଆଲୋଚନା କରିବା.. ଆଜି ପାଇଁ ଏତିକି.. :)
[21:57] <MKar> କିସରେ ଭିତ୍ତିଭୂମି ଭଲ ଅଛି, କିନ୍ତୁ ସେମାନେ ଆମ ଆଶାନୁରୂପକ ଆଗ୍ରହୀ ନୁହଁନ୍ତି :(
[21:58] <MKar> ଠିକ ଅଛି, ଏ ସମୟ ପର୍ଯ୍ୟନ୍ତ କେବଳ ଲଗ ରହିବ ।
[21:58] <Guguly> ହଉ
[21:58] <Aadie> ହଁ
[21:59] <Guguly> ମୁଁ ଯାଉଛି ତାହେଲେ
[21:59] <MKar> ଜୟ ଜଗନ୍ନାଥ, ଶୁଭରାତ୍ରୀ...
[21:59] <Guguly> ଶୁଭରାତ୍ରୀ
[21:59] <Aadie> ଶୁଭରାତ୍ରୀ .. ଜୟ ଜଗନ୍ନାଥ...
[21:59] <Guguly> ଜୟ ଜଗନ୍ନାଥ