ଉଇକିପିଡ଼ିଆ:ଶିକ୍ଷଣ/Formatting/sandbox
Please do not place copyrighted, offensive, slanderous, or libelous content in the sandbox(es). If you have any questions regarding Wikipedia, please ask them at the help desk or the village pump. Thanks!
You may also use the templates
X1, X2, X3, X4, X5, X6, X7, X8, and X9 for experimental purposes. Try other sandboxes: |
|
ଆତ୍ମୋ ପରିଚୟ
[ସମ୍ପାଦନା]- ମୋର ନାମ 'ସଞ୍ଜୟ କୁମାର ଚହଟରାୟ'।
ମୁ ଅଧୁନା କମ୍ପ୍ୟୁଟର ଲାବ ଭୁବନେଶ୍ୱର ର ବାଓମେଟ୍ରିକ ଓପୋରେଟର କର୍ମଚାରୀ । ମୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ ନିର୍ବାଚନ ମଣ୍ଡଳୀ ର ରଘୁନାଥ ମହାବିଦ୍ୟାଳୟ ଦେଉଳି +3 କଳା ଏବଂ ୧୦ମ କକ୍ଷା ଯଥାକ୍ରମେ ୨୦୦୮ ଏବଂ ୨୦୦3 ମସିହାରେ ଉତିର୍ଣ ହେଲି। ମୁ ଓଡିଶାର ବିରମାଟି ଜିଲ୍ଲା ଖୋର୍ଦ୍ଧା ଅନ୍ତର୍ଗତ ଅନନ୍ତାପଲ୍ଲୀ ଗ୍ରାମରେ ଜନ୍ମ ନେଇଥିଲି । ମୁ ମୋର ଜନ୍ମଭୂମି ଓଡିଶାକୁ ଆଦର କରେ ଏବଂ ତାହାର ଭାଷାକୁ ମଧ୍ୟ । ଅତଏବ ମୁ ନିଜକୁ ଓଡିଆ ମନେକରି ଗର୍ବିତ । ""ବନ୍ଦେ ଉତ୍କଳ ଜନନୀ ""