ଉଇକିପିଡ଼ିଆ:ଲିଖନ ଶୈଳୀ/ରଚନାବଳୀ ତାଲିକା

ଉଇକିପିଡ଼ିଆ‌ରୁ

ପୁସ୍ତକର ନାମ ତେରେଛା (ସ୍ତୁତି ଚିନ୍ତାମଣି) ଓ ସେଥିରେ ଥିବା ପ୍ରତିଟି ଲେଖା ଦୁଇ-ଓଲଟା କମା ("ରେବତୀ") ଭିତରେ ରହିବ । ଲେଖକଙ୍କ ରଚନାବଳୀ ତାଲିକା ଓଲଟା ବର୍ଷ କ୍ରମରେ ରହିବ । ସବା ଉପରେ ନିକଟରେ ପ୍ରକାଶିତ ପୁସ୍ତକର ନାମ ଓ ସବା ତଳେ ସବୁଠାରୁ ପୁରୁଣା ପୁସ୍ତକର ନାମ ରହିବ । ଉଭୟ ଲେଖା ଓ ବହିର ନାମ ଥାଇ ଉଦାହରଣ କିଛି ତଳେ ରହିଲା:

  • ପରଜା (୧୯୪୫), ଉପନ୍ୟାସ
  • "ରେବତୀ" (୧୮୯୮), ଗଳ୍ପ
  • ସ୍ତୁତି ଚିନ୍ତାମଣିଭୀମ ଭୋଇ ବିରଚିତ । ନେମାଳ: ୧୮୦୦ଶ ଶତକ । (୧୯୮୬ର କରୁଣାକର କର ସଂକଳିତ ଭକ୍ତକବି ଭୀମଭୋଇ ଗ୍ରନ୍ଥାବଳୀରେ ସ୍ଥାନୀତ)