ଉଇକିପିଡ଼ିଆ:ଭିଡିଓୱିକି/ଡେଙ୍ଗୁ ଜ୍ୱର

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ଡେଙ୍ଗୁ ଜ୍ୱର (Tutorial)
ଫାଇଲ:ଉଇକିପିଡ଼ିଆ-ଭିଡିଓୱିକି-ଡେଙ୍ଗୁ ଜ୍ୱର.webm
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସଂଜ୍ଞା[ସମ୍ପାଦନା]

ଡେଙ୍ଗୁ ଜ୍ୱର ଏକ ଗ୍ରୀଷ୍ମମଣ୍ଡଳୀୟ ଭୂତାଣୂ ଜନିତ ଓ ମଶାବାହିତ ରୋଗ ।[୧]

ରୋଗ ଆରମ୍ଭ[ସମ୍ପାଦନା]

ଏଥିରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଏ ।[୧] ରୋଗୀର ଚର୍ମରେ ମିଳିମିଳା ଭଳି ଦେଖାଯାଉଥିବା ଚର୍ମ ରାସ ବାହାରେ । [୨]

ଫିକା ରାସ[ସମ୍ପାଦନା]

ଚର୍ମରେ ରାସ ବା ଲାଲ ଚକଡ଼ା ଦେଖାଯାଏ ଯାହାକୁ ଆଙ୍ଗୁଠିରେ ଚାପ ଦେଲେ ରଙ୍ଗ ଫିକା ହୋଇ ଚାପଦାଗ ରହିଯାଏ ଓ କାଢ଼ିନେଲାପରେ ମଧ୍ୟ କିଛି ସେକେଣ୍ଡ ପାଇଁ ଦାଗ ରହେ । ଏହାକୁ ଫିକା ରାସ କ‌ହନ୍ତି ।

ଲକ୍ଷଣ[ସମ୍ପାଦନା]

ଡେଙ୍ଗୁରେ ଉଚ୍ଚ ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି, ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା ଭଳି ଅନିର୍ଦ୍ଦିଷ୍ଟ ଲକ୍ଷଣ ମିଳିପାରେ । ପ୍ରବଳ ଗଣ୍ଠି ଯନ୍ତ୍ରଣା ହେଉଥବାରୁ ଏହାକୁ ହାଡ଼ଭଙ୍ଗା ଜ୍ୱର କୁହାଯାଏ ।[୩][୪]

  1. ୧.୦ ୧.୧ "Dengue and severe dengue". www.who.int (in ଇଂରାଜୀ). Retrieved 29 February 2020.
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; BMJ2015 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. Whitehorn J, Farrar J (2010). "Dengue". British Medical Bulletin. 95: 161–73. doi:10.1093/bmb/ldq019. PMID 20616106.
  4. Chen LH, Wilson ME (October 2010). "Dengue and chikungunya infections in travelers". Current Opinion in Infectious Diseases. 23 (5): 438–44. doi:10.1097/QCO.0b013e32833c1d16. PMID 20581669.