ଉଇକିପିଡ଼ିଆ:ଭିଡିଓୱିକି/ଡେଙ୍ଗୁ ଜ୍ୱର
ଦେଖଣା
ଭିଡିଓୱିକି/ଡେଙ୍ଗୁ ଜ୍ୱର (Tutorial) | |
---|---|
ଫାଇଲ:Or.ଉଇକିପିଡ଼ିଆ-ଭିଡିଓୱିକି-ଡେଙ୍ଗୁ ଜ୍ୱର.webm | |
Link to Commons | |
Steps for video creation | |
Step 1 | Preview my changes (10 sec) |
Step 2 | Upload to Commons (10 min) |
ସଂଜ୍ଞା
[ସମ୍ପାଦନା]ଡେଙ୍ଗୁ ଜ୍ୱର ଏକ ଗ୍ରୀଷ୍ମମଣ୍ଡଳୀୟ ଭୂତାଣୂ ଜନିତ ଓ ମଶାବାହିତ ରୋଗ ।[୧]
ରୋଗ ଆରମ୍ଭ
[ସମ୍ପାଦନା]ଏଥିରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଏ ।[୧] ରୋଗୀର ଚର୍ମରେ ମିଳିମିଳା ଭଳି ଦେଖାଯାଉଥିବା ଚର୍ମ ରାସ ବାହାରେ । [୨]
ଫିକା ରାସ
[ସମ୍ପାଦନା]ଚର୍ମରେ ରାସ ବା ଲାଲ ଚକଡ଼ା ଦେଖାଯାଏ ଯାହାକୁ ଆଙ୍ଗୁଠିରେ ଚାପ ଦେଲେ ରଙ୍ଗ ଫିକା ହୋଇ ଚାପଦାଗ ରହିଯାଏ ଓ କାଢ଼ିନେଲାପରେ ମଧ୍ୟ କିଛି ସେକେଣ୍ଡ ପାଇଁ ଦାଗ ରହେ । ଏହାକୁ ଫିକା ରାସ କହନ୍ତି ।
ଲକ୍ଷଣ
[ସମ୍ପାଦନା]ଡେଙ୍ଗୁରେ ଉଚ୍ଚ ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି, ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା ଭଳି ଅନିର୍ଦ୍ଦିଷ୍ଟ ଲକ୍ଷଣ ମିଳିପାରେ । ପ୍ରବଳ ଗଣ୍ଠି ଯନ୍ତ୍ରଣା ହେଉଥବାରୁ ଏହାକୁ ହାଡ଼ଭଙ୍ଗା ଜ୍ୱର କୁହାଯାଏ ।[୩][୪]
Recovery
[ସମ୍ପାଦନା]- ↑ ୧.୦ ୧.୧ "Dengue and severe dengue". www.who.int (in ଇଂରାଜୀ). Retrieved 29 February 2020.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;BMJ2015
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Whitehorn J, Farrar J (2010). "Dengue". British Medical Bulletin. 95: 161–73. doi:10.1093/bmb/ldq019. PMID 20616106.
- ↑ Chen LH, Wilson ME (October 2010). "Dengue and chikungunya infections in travelers". Current Opinion in Infectious Diseases. 23 (5): 438–44. doi:10.1097/QCO.0b013e32833c1d16. PMID 20581669.