ଉଇକିପିଡ଼ିଆ:ପ୍ରୋଜେକ୍ଟ ଟାଇଗର ଲିଖନ ପ୍ରତିଯୋଗିତା/୨୦୧୯

ଉଇକିପିଡ଼ିଆ‌ରୁ

ପ୍ରୋଜେକ୍ଟ ଟାଇଗର ଲିଖନ ପ୍ରତିଯୋଗିତା ୨୦୧୯

ପ୍ରୋଜେକ୍ଟ ଟାଇଗର, ଗୁଗୁଲ ଓ ଉଇକିପିଡ଼ିଆର ଏକ ମିଳିତ ପ୍ରକଳ୍ପ । ଏଥିରେ ଏକ ପ୍ରତିଯୋଗିତା ମାଧ୍ୟମରେ ଆଞ୍ଚଳିକ ଭାଷାର ଉଇକିପିଡ଼ିଆର ଉଇକିଆଳୀମାନଙ୍କୁ ଉନ୍ନତମାନର ପ୍ରସଙ୍ଗ ଲିଖନ ପାଇଁ ପ୍ରୋତ୍ସାହିତ କରାଯାଏ ।

୨୦୧୮ ମସିହାରେ ଏହି ପ୍ରକଳ୍ପର ପ୍ରଥମ ଭାଗ ପ୍ରତିଯୋଗିତାରେ ଅଭୂତପୂର୍ବ ସଫଳତା ପରେ ଦ୍ୱିତୀୟଥର ପାଇଁ ପୁଣିଥରେ ଏହା ଆୟୋଜନ କରାଯାଉଛି ।

ଆପଣ ସହଯୋଗ କରିବେ କି?

ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ପ୍ରଥମେ ଆପଣଙ୍କୁ ଜଣେ ଉଇକିଆଳୀ ଭାବରେ ଯୋଗଦେଇ ନାମ ପଞ୍ଜୀକରଣ କରିବାକୁ ହେବ ।

ପ୍ରଥମ କାର୍ଯ୍ୟ

ପ୍ରତିଯୋଗିତାରେ ଭାଗ ନିଅନ୍ତୁ

10 October, 2019, 11:59 PM IST

ନାମ ଲେଖାନ୍ତୁ

ଦ୍ୱିତୀୟ କାର୍ଯ୍ୟ

ପ୍ରସଙ୍ଗ(ଗୁଡ଼ିକ) ଯୋଡ଼ନ୍ତୁ

ନୂଆ ପ୍ରସଙ୍ଗ କିମ୍ବା ଉନ୍ନତ କରିଥିବା ପ୍ରସଙ୍ଗକୁ ଯୋଡ଼ନ୍ତୁ

ପ୍ରସଙ୍ଗ(ଗୁଡ଼ିକ) ଯୋଡ଼ନ୍ତୁ

Text-x-generic-apply.svg ନିୟମ

ଏହି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯାଇଥିବା ପ୍ରସଙ୍ଗ ତାଲିକାମଧ୍ୟରୁ ଏକ ପ୍ରସଙ୍ଗ ବାଛି ନିଜ ଭାଷାରେ ଲେଖିପାରିବେ, ଅନୁବାଦ କରିପାରିବେ କିମ୍ବା ପୂର୍ବରୁ ଥିବା ପ୍ରସଙ୍ଗକୁ ଉନ୍ନତୀକରଣ କରିପାରିବେ । କରୁଥିବା କୌଣସି ସମ୍ପାଦନା ଅତିକମରେ ୩୦୦ ଶବ୍ଦ ଏବଂ ୯୦୦୦ ବାଇଟ୍‌ର ହୋଇଥିବା ନିତ୍ୟାନ୍ତ ଆବଶ୍ୟକ ।

ଏହି ପ୍ରତିଯୋଗିତା ଭାରତୀୟ ସମୟ ୧୦ ଅକ୍ଟୋବର ୨୦୧୯ରୁ ୧୦ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ଚାଲିବ, ତେଣୁ ଏହି ସମୟ ମଧ୍ୟରେ ଲେଖାଯାଇଥିବା ପ୍ରସଙ୍ଗଗୁଡ଼ିକୁ ହିଁ ପ୍ରତିଯୋଗିତାରେ ସାମିଲ କରାଯିବ ।

ଅଧିକ ନିୟମ ବିଷୟରେ ଜାଣନ୍ତୁ

ପୁରସ୍କାର

ପ୍ରତ୍ୟେକ ମାସରେ ପ୍ରତ୍ୟେକ ଉଇକିପିଡ଼ିଆ ସମୁଦାୟର ଶ୍ରେଷ୍ଠ ତିନିଜଣ ଯୋଗଦାନକାରୀଙ୍କୁ ତିନୋଟି ଅଲଗା ଅଲଗା ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ରାଶିଗୁଡ଼ିକ ହେଉଛି ଯଥାକ୍ରମେ ୩୦୦୦/-, ୨୦୦୦/- ଓ ୧୦୦୦/- ।

ପ୍ରତିଯୋଗିତାର ତିନିମାସ ଶେଷ ହେବାପରେ ସବୁସମୁଦାୟର ଶ୍ରେଷ୍ଠ ଯୋଗଦାନକାରୀ ସମୁଦାୟକୁ ଏହି ସାମୂହିକ ପୁରସ୍କାର ପ୍ରଦାନ କରାଯିବ, ଯେଉଁଥିରେ ସେହି ସମୁଦାୟ ପାଇଁ ଏକ ତିନିଦିନିଆ କର୍ମଶାଳାର ଆୟୋଜନ କରାଯିବ ।

ପ୍ରସଙ୍ଗ ତାଲିକା

ଏହି ତାଲିକାରେ ଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରୁ ଆପଣ ପ୍ରସଙ୍ଗ ଚୟନ କରି ପ୍ରତିଯୋଗିତା ପାଇଁ ଲେଖିପାରିବେ ଏବଂ କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀର ଅଧିକ ପ୍ରସଙ୍ଗ ଯୋଡ଼ିବାକୁ ଚାହୁଁଥିଲେ ଆଲୋଚନା ପୃଷ୍ଠାରେ ଲେଖିବାକୁ ଅନୁରୋଧ । ଆମେ ଆପଣଙ୍କର ଅନୁରୋଧ ଅନୁସାରେ ଏହି ପ୍ରସଙ୍ଗଗୁଡ଼ିକୁ ଯୋଡ଼ିବାକୁ ଚେଷ୍ଟା କରିବୁ ।

ପ୍ରସଙ୍ଗ ତାଲିକା ଦେଖନ୍ତୁ

ସାଧାରଣ ପ୍ରଶ୍ନ ସମୂହ

ଏହି ପ୍ରତିଯୋଗିତା ବିଷୟରେ ଅଧିକ ଜାଣନ୍ତୁ ।

ସାଧାରଣ ପ୍ରଶ୍ନଗୁଡ଼ିକ ଦେଖନ୍ତୁ


ପରିସଂଖ୍ୟାନ[ସମ୍ପାଦନା]

ଏହି ଗଣସମ୍ପାଦନାରେ ସମୁଦାୟ ୧୬୦ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।

ଫାଉଣ୍ଟେନ୍ ଟୁଲ୍[ସମ୍ପାଦନା]

ପ୍ରସଙ୍ଗ ଗଢ଼ିସାରିବାପରେ ନିମ୍ନଲିଖିତ ଲିଙ୍କ୍‌ରେ ଯାଇ ପ୍ରସଙ୍ଗ ଯୋଡ଼ନ୍ତୁ ।

ଜୁରୀମାନଙ୍କ ପାଇଁ ସୂଚନା[ସମ୍ପାଦନା]

  • Post successful-vetting of an article that has been created / expanded under the purview of the contest;
    • ଏହି ଗଣ-ସମ୍ପାଦନାରେ ନୂଆ କରି ଆରମ୍ଭ ହୋଇଥିବା କିମ୍ବ ଉନ୍ନତ କରାଯାଇଥିବା ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ ଏହି ଛାଞ୍ଚଟି ଯୋଡ଼ିବାକୁ ଅନୁରୋଧ: