Jump to content

ଉଇକିପିଡ଼ିଆ:ପ୍ରୋଜେକ୍ଟ ଟାଇଗର ଲିଖନ ପ୍ରତିଯୋଗିତା/୨୦୧୯

ଉଇକିପିଡ଼ିଆ‌ରୁ

ପ୍ରୋଜେକ୍ଟ ଟାଇଗର ଲିଖନ ପ୍ରତିଯୋଗିତା ୨୦୧୯

ପ୍ରୋଜେକ୍ଟ ଟାଇଗର, ଗୁଗୁଲ ଓ ଉଇକିପିଡ଼ିଆର ଏକ ମିଳିତ ପ୍ରକଳ୍ପ । ଏଥିରେ ଏକ ପ୍ରତିଯୋଗିତା ମାଧ୍ୟମରେ ଆଞ୍ଚଳିକ ଭାଷାର ଉଇକିପିଡ଼ିଆର ଉଇକିଆଳୀମାନଙ୍କୁ ଉନ୍ନତମାନର ପ୍ରସଙ୍ଗ ଲିଖନ ପାଇଁ ପ୍ରୋତ୍ସାହିତ କରାଯାଏ ।

୨୦୧୮ ମସିହାରେ ଏହି ପ୍ରକଳ୍ପର ପ୍ରଥମ ଭାଗ ପ୍ରତିଯୋଗିତାରେ ଅଭୂତପୂର୍ବ ସଫଳତା ପରେ ଦ୍ୱିତୀୟଥର ପାଇଁ ପୁଣିଥରେ ଏହା ଆୟୋଜନ କରାଯାଉଛି ।

ଆପଣ ସହଯୋଗ କରିବେ କି?

ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ପ୍ରଥମେ ଆପଣଙ୍କୁ ଜଣେ ଉଇକିଆଳୀ ଭାବରେ ଯୋଗଦେଇ ନାମ ପଞ୍ଜୀକରଣ କରିବାକୁ ହେବ ।

ପ୍ରଥମ କାର୍ଯ୍ୟ

ପ୍ରତିଯୋଗିତାରେ ଭାଗ ନିଅନ୍ତୁ

10 October, 2019, 11:59 PM IST

ନାମ ଲେଖାନ୍ତୁ

ଦ୍ୱିତୀୟ କାର୍ଯ୍ୟ

ପ୍ରସଙ୍ଗ(ଗୁଡ଼ିକ) ଯୋଡ଼ନ୍ତୁ

ନୂଆ ପ୍ରସଙ୍ଗ କିମ୍ବା ଉନ୍ନତ କରିଥିବା ପ୍ରସଙ୍ଗକୁ ଯୋଡ଼ନ୍ତୁ

ପ୍ରସଙ୍ଗ(ଗୁଡ଼ିକ) ଯୋଡ଼ନ୍ତୁ

ନିୟମ

ଏହି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯାଇଥିବା ପ୍ରସଙ୍ଗ ତାଲିକାମଧ୍ୟରୁ ଏକ ପ୍ରସଙ୍ଗ ବାଛି ନିଜ ଭାଷାରେ ଲେଖିପାରିବେ, ଅନୁବାଦ କରିପାରିବେ କିମ୍ବା ପୂର୍ବରୁ ଥିବା ପ୍ରସଙ୍ଗକୁ ଉନ୍ନତୀକରଣ କରିପାରିବେ । କରୁଥିବା କୌଣସି ସମ୍ପାଦନା ଅତିକମରେ ୩୦୦ ଶବ୍ଦ ଏବଂ ୯୦୦୦ ବାଇଟ୍‌ର ହୋଇଥିବା ନିତ୍ୟାନ୍ତ ଆବଶ୍ୟକ ।

ଏହି ପ୍ରତିଯୋଗିତା ଭାରତୀୟ ସମୟ ୧୦ ଅକ୍ଟୋବର ୨୦୧୯ରୁ ୧୦ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ଚାଲିବ, ତେଣୁ ଏହି ସମୟ ମଧ୍ୟରେ ଲେଖାଯାଇଥିବା ପ୍ରସଙ୍ଗଗୁଡ଼ିକୁ ହିଁ ପ୍ରତିଯୋଗିତାରେ ସାମିଲ କରାଯିବ ।

ଅଧିକ ନିୟମ ବିଷୟରେ ଜାଣନ୍ତୁ

ପୁରସ୍କାର

ପ୍ରତ୍ୟେକ ମାସରେ ପ୍ରତ୍ୟେକ ଉଇକିପିଡ଼ିଆ ସମୁଦାୟର ଶ୍ରେଷ୍ଠ ତିନିଜଣ ଯୋଗଦାନକାରୀଙ୍କୁ ତିନୋଟି ଅଲଗା ଅଲଗା ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ରାଶିଗୁଡ଼ିକ ହେଉଛି ଯଥାକ୍ରମେ ୩୦୦୦/-, ୨୦୦୦/- ଓ ୧୦୦୦/- ।

ପ୍ରତିଯୋଗିତାର ତିନିମାସ ଶେଷ ହେବାପରେ ସବୁସମୁଦାୟର ଶ୍ରେଷ୍ଠ ଯୋଗଦାନକାରୀ ସମୁଦାୟକୁ ଏହି ସାମୂହିକ ପୁରସ୍କାର ପ୍ରଦାନ କରାଯିବ, ଯେଉଁଥିରେ ସେହି ସମୁଦାୟ ପାଇଁ ଏକ ତିନିଦିନିଆ କର୍ମଶାଳାର ଆୟୋଜନ କରାଯିବ ।

ପ୍ରସଙ୍ଗ ତାଲିକା

ଏହି ତାଲିକାରେ ଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରୁ ଆପଣ ପ୍ରସଙ୍ଗ ଚୟନ କରି ପ୍ରତିଯୋଗିତା ପାଇଁ ଲେଖିପାରିବେ ଏବଂ କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀର ଅଧିକ ପ୍ରସଙ୍ଗ ଯୋଡ଼ିବାକୁ ଚାହୁଁଥିଲେ ଆଲୋଚନା ପୃଷ୍ଠାରେ ଲେଖିବାକୁ ଅନୁରୋଧ । ଆମେ ଆପଣଙ୍କର ଅନୁରୋଧ ଅନୁସାରେ ଏହି ପ୍ରସଙ୍ଗଗୁଡ଼ିକୁ ଯୋଡ଼ିବାକୁ ଚେଷ୍ଟା କରିବୁ ।

ପ୍ରସଙ୍ଗ ତାଲିକା ଦେଖନ୍ତୁ

ସାଧାରଣ ପ୍ରଶ୍ନ ସମୂହ

ଏହି ପ୍ରତିଯୋଗିତା ବିଷୟରେ ଅଧିକ ଜାଣନ୍ତୁ ।

ସାଧାରଣ ପ୍ରଶ୍ନଗୁଡ଼ିକ ଦେଖନ୍ତୁ


ପରିସଂଖ୍ୟାନ

[ସମ୍ପାଦନା]

ଏହି ଗଣସମ୍ପାଦନାରେ ସମୁଦାୟ ୧୬୦ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।

ଫାଉଣ୍ଟେନ୍ ଟୁଲ୍

[ସମ୍ପାଦନା]

ପ୍ରସଙ୍ଗ ଗଢ଼ିସାରିବାପରେ ନିମ୍ନଲିଖିତ ଲିଙ୍କ୍‌ରେ ଯାଇ ପ୍ରସଙ୍ଗ ଯୋଡ଼ନ୍ତୁ ।

ଜୁରୀମାନଙ୍କ ପାଇଁ ସୂଚନା

[ସମ୍ପାଦନା]
  • Post successful-vetting of an article that has been created / expanded under the purview of the contest;
    • ଏହି ଗଣ-ସମ୍ପାଦନାରେ ନୂଆ କରି ଆରମ୍ଭ ହୋଇଥିବା କିମ୍ବ ଉନ୍ନତ କରାଯାଇଥିବା ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ ଏହି ଛାଞ୍ଚଟି ଯୋଡ଼ିବାକୁ ଅନୁରୋଧ: