ଉଇକିପିଡ଼ିଆ:ଜନ୍ମତିଥି/୧୬/ଆଲୋଚନା

ଉଇକିପିଡ଼ିଆ‌ରୁ

ଇଥରପ୍ୟାଡ଼ରେ ଥିବା ଆଲୋଚନା (ଏସବୁକୁ ଓଡ଼ିଆରେ ଅନୁବାଦ କରିବାକୁ ପଡ଼ିବ)[ସମ୍ପାଦନା]

ଓଡ଼ିଆ ଉଇକିପଡ଼ିଆର ୧୬ତମ ଜନ୍ମତିଥି ପାଳନ‌କୁ ସ୍ୱାଗତ

ସଂକ୍ଷିପ୍ତ ପରିଚୟ

୧. ବିକାଶ ଓଝା: ୨୦୧୬ରୁ ଯୋଗଦାନ, ଉଇକିପିଡ଼ିଆ ଏବଂ ଉଇକି ଅଭିଧାନ ସ‌ହ ଜଡ଼ିତ । ଅନୁବାଦ କରି ଲେଖବାକୁ ପଡ଼େ । ଅଧା ଥିବା ପ୍ରସଙ୍ଗ ଏବଂ ନ ଥିବା ପ୍ରସଙ୍ଗ ଯୋଡ଼ିବାକୁ ଚେଷ୍ଟା କରୁଛି । ଇଣ୍ଟର୍ନେଟ ରେ ଓଡିଆ ଭାଷାରେ ଯଥେଷ୍ଟ ତଥ୍ୟର ଅଭାବ ମତେ ଓଡିଆ ଉଇକିପିଡିଆ ସହିତ ଜଡ଼ିତ ହେବାକୁ ପ୍ରେରଣା ଦେଇଥିଲା ।

୨. ଦୀପ୍ତିମାନ ପାଣିଗ୍ରାହୀ: ୨ ଅପ୍ରେଲ ୨୦୧୧ରେ ଯୋଗଦେଇଥିଲେ । ଉଇକିପଡ଼ିଆ ଏବଂ ଉଇକିମିଡ଼ିଆ କମନ୍ସରେ ସକ୍ରିୟ ଅଛନ୍ତି । ଅଧାରର ଅଭାବ ହେଉଥିଲା, ମାତ୍ର ଏବେ କମିବାରେ ଲାଗିଛି । କାରଣ ଅନେକ ଖବରକାଗଜ ତ‌ଥା ସରକାରୀ ଦସ୍ତାବିଜ ଇଣ୍ଟରନେଟରୁ ମିଳିପାରୁଛି । ଆମେ ଓଡ଼ିଆ ଭାଷାର କିଛି ପୋଥି ତ‌ଥା ଦସ୍ତାବିଜକୁ ଆମେ ଡିଜିଟାଇଜ୍ କରିପାରିବା । ପୂର୍ବରୁ ଓଡ଼ିଆରେ ଲେଖିବା ସୁବିଧା ହେଉନଥିଲା, ମାତ୍ର ଏବଂ ଧୀରେ ଧୀରେ ଓଡ଼ିଆରେ ଲେଖିବା ପ୍ରଣାଳୀ ସୁବିଧା ହେଲାଣି ।

୩. ମୃତ୍ୟୁଞ୍ଜୟ କର  : ୨୦୧୧ ମସିହାରୁ ଉଇକିପିଡ଼ିଆ ଏବଂ ବାକି ପ୍ରକଳ୍ପ ସ‌ହ ଜଡ଼ିତ । ଏବେ ଉଇକିଡାଟାରେ ସକ୍ରିୟ ଅଛନ୍ତି । ଧୀରେ ଧୀରେ ଆମେ ନିଜେ ହିଁ ଆମ ଭାଷାର ପ୍ରଚାର ବଢ଼ାଇପାରିବା । ପୂର୍ବରୁ ଥିବା ଅସୁବିଧାଗୁଡ଼ିକ ପ୍ରାୟ ଏବେ ଠିକ ହେବାରେ ଲାଗିଛି ।

୪. ପ୍ରୀତିରଞ୍ଜନ ତ୍ରିପାଠୀ: ୨୦୧୨ ମସିହାରୁ ମୁଖ୍ୟତଃ ଉଇକିପିଡ଼ିଆରେ ସକ୍ରିୟ । ଅସୁବିଧା ସେତେ ଆଉ ନାହିଁ, ଅଧିକ ପିଲାଙ୍କ ଯୋଗଦାନ ଫଳରେ ଏବେ ଭଲ ଚାଲିଛି । ପ୍ରସଙ୍ଗ‌ଗୁଡ଼ିକ ପୂର୍ଣ୍ଣ ଏବଂ ଗୁରୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ ।ବନାନ୍ ଶୁଦ୍ଧ ହେବା ଆବଶ୍ୟକ । ପ୍ରସଙ୍ଗ ଉନ୍ନତ ହେବା ଦରକାର ।

୫. ଗାୟତ୍ରୀ ତ୍ରିପାଠୀ: ୩୧ ମାର୍ଚ୍ଚ ୨୦୧୮ରେ ଯୋଗ ଦେଇଛନ୍ତି ଏବଂ ଉଇକିପିଡ଼ିଆରେ ହିଁ ଯୋଗ ଦେଇଛନ୍ତି । ନୂଆ ଯୋଗଦାନ‌କାରୀ ହୋଇଥିବାରୁ ଅଧିକ ଶିଖିବାକୁ ଇଚ୍ଛା । ତେଣୁ ଉଇକିଡାଟା ଆଦି ବିଷୟରେ ଅଧିକ ଜାଣିବାକୁ ଇଚ୍ଛା ରଖିଛନ୍ତି ।

୬. ନିହାର ରଞ୍ଜନ ମହାନ୍ତି: ୨୦୧୬ ମସିହାରୁ ଓଡ଼ିଆ ଉଇକିପିଡ଼ିଆରେ ଯୋଗ ଦେଇଛନ୍ତି । ଏବେ ଉଭୟ ଉଇକିପଡ଼ିଆ ଏବଂ ଉଇକିଡାଟାରେ ସକ୍ରିୟ । ପ୍ରଥମେ ଆଧର ଯୋଡ଼ିବାରେ ଅସୁବିଧା ଥିଲା । ଅଧିକ କଥା ଶିଖିବା ପାଇଁ ଓଡ଼ିଆ ଉଇକିପିଡ଼ିଆରେ ଯୋଗଦିଅନ୍ତୁ ।

୭ . ଜ୍ଞାନ ରଞ୍ଜନ ସାହୁ: ୨୦୧୧ ମସିହାରୁ ଉଇକିପିଡ଼ିଆ ସ‌ହ ଜଡ଼ିତ । ଉଇକିପିଡ଼ିଆ, କମନ୍ସ ତ‌ଥା ଉଇକିଅଭିଧାନରେ ସକ୍ରିୟ ଅଛନ୍ତି । କମୁନିଟି ପାଇଁ କାମ କରନ୍ତି । ପ୍ରଥମେ ଅନେକ ଅସୁବିଧା ଥିଲା, ମାତ୍ର ଧୀରେ ଧୀରେ ସେ ସବୁରେ ସୁଧାର ଆସିଲାଣି । ସମସ୍ତେ ମିଶି କାମ କଲେ ଅଧିକ ଫଳ ମିଳିପାରିବ ।

୮. ଚିନ୍ମୟୀ ମିଶ୍ର: ୨୦୧୫ ଡିସେମ୍ବରରୁ ଓଡ଼ିଆ ଉଇକିପଡ଼ିଆ ସ‌ହ ଜଡ଼ିତ । ଏବେ ଉଇକିପିଡ଼ିଆ ଏବଂ କମନ୍ସରେ ସକ୍ରିୟ ଅଛନ୍ତି । ବନାନ ଶୁଦ୍ଧି, ଅଧାର ଯୋଡ଼ିବା, ଅଧାଗଢ଼ା ପ୍ରସଙ୍ଗ‌କୁ ସଜାଡ଼ିବାର ମୂଳ ଲକ୍ଷ୍ୟ ରଖିଛନ୍ତି । ନୂଆ ଉଇକିଆଳୀଙ୍କ ପାଇଁ ଆମର ସେତେ ଭଲ କର୍ମଶାଳ ଅନୁଷ୍ଠିତ ହେଉନାହିଁ ।

୯ . ପ୍ରତୀକ ପଟ୍ଟନାୟକ : ଉଇକିପାଠାଗାର ମାଧ୍ୟମରେ ଜଡ଼ିତ ହେଲେ । କମନ୍ସ ଏବଂ ଉଇକିପିଡ଼ିଆରେ ମଧ୍ୟ ଯୋଗ ଦେଇଛନ୍ତି । ପୁରୁଣା ବ‌ହି, ପୋଥିକୁ ଡିଜିଟାଇଜ୍ କରିଛନ୍ତି । ମୋବାଇଲ ମାଧ୍ୟମରେ ଯୋଗଦେବା ପାଇଁ ସେତେ ଭଲ କାମ ହେଇନାହିଁ । ତେଣୁ ସେ ଉପରେ ଧ୍ୟାନ ଦେବା ଆବଶ୍ୟକ ।

୧୦. ଶୈଳେଶ ପଟ୍ଟନାୟକ: ୨୦୧୨ ମସିହାରୁ ଓଡ଼ିଆ ଉଇକିପିଡ଼ିଆ ସ‌ହ ଜଡ଼ିତ । ପରେ ପରେ ଅନ୍ୟ ପ୍ରକଳ୍ପ ସ‌ହ ଯୋଡ଼ି ହୋଇଥିଲେ । ମେଟା ସ‌ହ ଯୋଡ଼ିହେବା ଥିଲା ତାଙ୍କର ସବୁଠାରୁ ବଡ଼ ଅବଦାନ । ଲୋକମାନଙ୍କୁ ଓଡ଼ିଆ ଭାଷାରେ ତ‌ଥ୍ୟ ଖୋଜିବା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ । ଇଚ୍ଛୁକ ବ୍ୟକ୍ତିବିଶେଷଙ୍କୁ ଆମେ ଓଡ଼ିଆ ଉଇକିପିଡ଼ିଆ ସ‌ହ ଯୋଗ ଦେଇପାରିବା ।

୧୧. ଶୁଭାଶିଷ ପାଣିଗ୍ରାହୀ: ୨୦୧୧ ମସିହାରେ ଯୋଗଦେଲେ । ପ୍ରାୟ ଅନ୍ୟାନ୍ୟ ଉଇକିପଡ଼ିଆ ପ୍ରକଳ୍ପରେ ଯୋଗଦେଲେ । ନିରପେକ୍ଷ ଭାବରେ କେମିତି ଲେଖାଯିବ, ସେ ବିଷୟରେ ଅସିବିଧା ଥିଲା । ମୋବାଇଲ ସମ୍ପାଦନାରେ ସେତେ ଭଲ ସୁବିଧା ନାହିଁ । ଭାରତୀୟ ଉଇକିଆଳୀଙ୍କ ପାଇଁ ଗୋଟିଏ ଲିଖନ ଟୁଲ୍ ଦରକାର ।

୧୨. ସଂଗ୍ରାମ କେଶରୀ ସେନାପତି: ୨୦୧୪ରୁ ଓଡ଼ିଆ ଉଇକିପଡ଼ିଆରେ ସକ୍ରିୟ । ପ୍ରଥମେ ଇଂରାଜୀରେ ଆରମ୍ଭ କରିଥିଲେ ଏବଂ ପରେ ଓଡ଼ିଆ ଉଇକିପଡ଼ିଆରେ ଯୋଗଦେଲେ । ଉଇକିପାଠାଗାର ସ‌ହ କମନ୍ସରେ ମଧ୍ୟ ସକ୍ରିୟ ଅଛନ୍ତି । ଆଧାର ଯୋଡ଼ିବା ପାଇଁ ସେତେ ସୁବିଧା ନାହିଁ, ତେଣୁ ସାଧାରଣ ପାଠକଙ୍କୁ ଆଧାର ବିଷୟରେ ଅବଗତ କରାଇ ପ୍ରସଙ୍ଗ ଉନନ୍ନକରିବାରେ ଲଗାଇପାରିଲେ ବ‌ହୁତ ଭଲ ହେବ ।


ଉଇକିପିଡ଼ିଆ ପାଇଁ ଆବଶ୍ୟକ (ପରିଚାଳକଙ୍କ ଦ୍ୱାରା ବିରରଣୀ):

  • ଜ୍ଞାନ ସାହୁ: ଡକୁମେଣ୍ଟେସନ ଆବଶ୍ୟକ
  • ମୃତ୍ୟୁଞ୍ଜୟ କର: ସମୀକ୍ଷା ଆବଶ୍ୟକ, ନୂଆ ପିଲା ଯୋଡ଼ିବା, ପୁନଃବିଚାର କରିବା ଆବଶ୍ୟକ, ଅନ୍ୟ ଉଇକି ଗୋଷ୍ଠୀରୁ କିଛି ଶିଖିବାର ଆଶା, ଅସୁବିଧାର ସମାଧାନ
  • ଶୁଭାଶିଷ ପାଣିଗ୍ରାହୀ: ଆମ କାମ ଭିତରେ ଭୁଲ କ'ଣ ଅଛି ସେଥିରୁ ଶିକ୍ଷାଗ୍ରହଣ, ଅସୁବିଧାକୁ ବାଛିବା (ଟେକ୍ନୋଲୋଜି, ନୀତି, କମୁନିଟି, ପ୍ରକଳ୍ପ), ସମାଧାନର ବାଟ ଖୋଜିବା, ସୋସିଆଲ ମିଡ଼ିଆ ଜରିଆରେ ପାଠକଙ୍କ ସ‌ହ ଯୋଡ଼ିହେବା ।


(ଭୋଗୁଥିବା ଅସୁବିଧା ଏବଂ ସମାଧାନ ଉପରେ ଆଲୋଚନା)

(ସମୂହ - Community)

ଅସୁବିଧା:

  • ସାମୂହିକ ଯୋଗାଯୋଗର ଅଭାବ ରହୁଛି


ସମାଧାନ:

  • ସ୍ୱତନ୍ତ୍ର ପ୍ରକଳ୍ପ ପାଇଁ ଯୋଗଦେଉଥିବା ବ୍ୟବ‌ହାରକାରୀଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିବା ।
  • କୌଣିସି ସ୍ୱତନ୍ତ୍ର ସ୍ଥାନରେ (ଅଲଗା ଅଲଗା ସ୍ଥାନ) ବସି ଗଣସମ୍ପାଦନା ଆଦି କଲେ ଏହା ଦୂର ହୋଇପାରିବ ।
  • ଅଦଳବଦଳ କରି ଦାୟିତ୍ୱ ବ‌ହନ କରିଲେ ଯୋଗାଯୋଗ ମଧ୍ୟ ବଢ଼ିପାରିବ ।
  • ଜଣେ ଯୋଗାଯୋଗ ଦାୟିତ୍ୱ ନେବା ଆବଶ୍ୟକ । ନୂଆ ପୁରୁଣା ଉଇକିଆଳୀଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ ପାଇଁ ଅନ୍ତ‌ତଃ ମାସକୁ ଥରେ ଯୋଗାଯୋଗ କରିବା ।
  • ସକ୍ରିୟ ରହିବା ପାଇଁ ଆବଶ୍ୟକୀୟ ପଦକ୍ଷେପ (ଯଥା: ସମ୍ମାନ, ପ୍ରଚାର) ନେବା ଆବଶ୍ୟକ ।
  • ପ୍ରତିମାସର ୨ୟ ଶନିବାର ସନ୍ଧ୍ୟା ୭.୩୦ରେ ସଭିଙ୍କ ସ‌ହ IRC କିମ୍ବା Hangout call ମାଧ୍ୟମରେ ଯୋଗାଯୋଗ କରିବା ।
  • ଆବଶ୍ୟକବେଳେ ପରିଚାଳକ କିମ୍ବା ଅଭିଜ୍ଞ ବ୍ୟବ‌ହାରକାରୀଙ୍କୁ ଫୋନ, ମସେଜ୍ କିମ୍ବା ଇ-ମେଲ୍ କରିପାରିବେ ।


ଅସୁବିଧା:

  • ସୋସିଆଲ ମିଡ଼ିଆରେ ପ୍ରଚାର କମିଯାଉଛି ।


ସମାଧାନ:

  • ପ୍ରତିଦିନ ସୋସିଆଲ ମିଡ଼ିଆରେ ସେୟାର କରିବା ।
  • ବ୍ୟବ‌ହାରକାରୀଙ୍କର ଜନ୍ମଦିନର ସେମାନଙ୍କର କାର୍ଯ୍ୟକୁ ନେଇ ଏକ ଫିଚର୍ ପୋଷ୍ଟ କରାଯିବ ।


ଅସୁବିଧା:

  • Lack of knowledge in technical and nontechnical.


ସମାଧାନ:

  • We should create a platform on Wiki.


ଅସୁବିଧା:

  • Regular followup in necessary in which we are lacking.


    * Not much compatible with Language and Technical issues.

    * Odia Typing tool is not available everywhere.

    * New typing tool is not an easy task.


ସମାଧାନ:

  • Followup ସମୟରେ ଆମକୁ ସକ୍ରିୟ ଭାବରେ ଯୋଗଦେଇ ଆସୁଥିବା ଅସୁବିଧାକୁ ଖୋଜି ବାହାର କରିବା ଏବଂ ସେ ସବୁର ସମାଧାନ କରିବା ।



ଅସୁବିଧା:

  • ଆଲୋଚନା ସଭାରେ ଆଲୋଚିନ ପ୍ରସଙ୍ଗ ଉପରେ ମତ ଦେବା ।


ସମାଧାନ:

  • ଆଲୋଚନା ସଭାରେ ଯାହା ଲେଖାଯିବ, ତା' ଉପରେ ସାତ ଦିନ ମଧ୍ୟରେ ମତ ନ ଦେଲେ, ଏହାକୁ ସମ୍ମତି ବୋଲି ଗ୍ରହଣ କରାଯିବ । ଦରକାରବେଳେ ଏହି ପ୍ରସଙ୍ଗରେ ମତ ଦେବା ସମୟ କମିପାରେ ।


ଅସୁବିଧା:

  • ନିଜର ପସନ୍ଦ ବାହାରେ କେହି କିଛି ଲେଖିବାକୁ ଇଚ୍ଛୁକ ହେଉନାହାନ୍ତି ।


ସମାଧାନ:

  • ଗୋଟାଏ ମାସରେ ଗୋଟିଏ ପ୍ରସଙ୍ଗ ସମସ୍ତେ ମିଶିକି ତିଆରି/ଉନ୍ନତ କରିବେ ।


ଅସୁବିଧା:

  • ବାହାର ଗଣସମ୍ପାଦନାବେଳେ ଆମେ କିପରି ଅବଦାନ ଦେଇପାରିବା? (ଯଥା: ଗ୍ଲୋବାଲ ଏବଂ ଲୋକାଲ)


ସମାଧାନ:

  • ଗଣସମ୍ପାଦନା ଉପରେ ଅବଦାନ‌କାରୀଙ୍କର ପସନ୍ଦ ନିର୍ଭର କରେ କିନ୍ତୁ ସେତେବେଳେ ବି ଆଞ୍ଚଳିକ ପ୍ରସଙ୍ଗକୁ ମୌଳିକତା ଦେବା ଦରକାର ।


ଅସୁବିଧା:

  • ସକ୍ରିୟ ଉଇକିଆଳୀଙ୍କୁ ନିୟମିତ ପ୍ରୋତ୍ସାହନ ।


ସମାଧାନ:

  • ଉଇକି ଜନ୍ମଦିନବେଳେ ଶୁଭେଚ୍ଛା ଜଣାଇବା ।


    ୬ମାସ ମଧ୍ୟରେ ସକ୍ରିୟ ଏବଂ ୩୦୦ ସମ୍ପାଦନା ।

  • ଉଇକି ବାହାରେ ଅବଦାନ‌କାରୀ କିମ୍ବା ତାଙ୍କ କାମ ବିଷୟରେ ଉଲ୍ଲେଖ କରିବା ।
  • ଉଲ୍ଲେଖନୀୟ ସମ୍ପାଦନା ପାଇଁ ଆମେ ପୋଷ୍ଟକାର୍ଡ଼, ବ୍ରାନ୍‌ଷ୍ଟାର ଆଦି ଦେଇପାରିବା ।


    * ସୁଭାଶିଷ ପାଣିଗ୍ରାହୀ

    * ଚିନ୍ମୟୀ ମିଶ୍ର

    * ଶୈଳେଶ ପଟ୍ଟନାୟଖ

    * ବିକାଶ ଓଝା

    * ନିହାର ରଞ୍ଜନ ମହାନ୍ତି

    * ଦୀପ୍ତିମାନ ପାଣିଗ୍ରାହୀ

    * ସଂଗ୍ରାମ କେଶରୀ ସେନାପତି

  • ଆବଶ୍ୟକସ୍ଥଳେ ଅବଦାନ‌କାରୀଙ୍କ ଆବଶ୍ୟକତା ଅନୁସାରେ କିଛି ଯୋଗାଇ ଦିଆଯାଇପାରିବ । (ଶୈଳେଶ)



ଅସୁବିଧା:

  • ଦାୟିତ୍ୱ ନେଉଥିବା ଅବଦାନ‌କାରୀମାନେ ଅନ୍ୟମାନଙ୍କୁ ସାଥୀରେ ନେଇ ଯିବା ଦରକାର ।


ସମାଧାନ:

  • ଅନ୍ୟମାନଙ୍କୁ ସାଥୀରେ ନେଇ ଯିବା ଦରକାର


    * କମ୍ ସମୟ ମଧ୍ୟରେ ଜଣାଇବା ସମ୍ଭବ ହେଉନାହିଁ । -ଶୈଳେଶ


ଅସୁବିଧା:

  • ଉଇକିପିଡ଼ିଆରେ କେବେ କେବେ ଲେଖିବା ପାଇଁ ପ୍ରେରଣା ମିଳୁନାହିଁ ।


ସମାଧାନ:

  • ଆପଣ ଖୋଜିକି ପାଉଥିବା ତ‌ଥ୍ୟକୁ କେହିଜଣେ ଲେଖିଛନ୍ତି, ତେଣୁ ଆପଣଙ୍କୁ ଜାଣାଥିବା ପ୍ରସଙ୍ଗ ଉପରେ ହିଁ ଆପଣ ଲେଖିପାରିଲେ ଅନ୍ୟମାନେ ମଧ୍ୟ ସେହି ତ‌ଥ୍ୟ ପାଇପାରିବେ ।
  • ଉଇକିପିଡ଼ିଆ ବାବଦରେ ଲୋକଙ୍କୁ ବୁଝେଇବାକୁ ଆମକୁ ଏକ ନିର୍ଦ୍ଧିଷ୍ଟ ଶୈଳୀକୁ ଅନୁସରଣ କରିବାକୁ ହେବ ।
  • ଆମକୁ ନୂଆ ନୂଆ ଗବେଷଣା କରିବାକୁ ପଡ଼ିବ, ଫଳରେ ଆମେ ନୂଆ ଅବଦାନ‌କାରୀଙ୍କୁ ଆକୃଷ୍ଟ କରିପାରିବା ।


(ଉଇକିମିଡ଼ିଆ ପ୍ରକଳ୍ପ ସମ୍ବନ୍ଧିତ)

ଅସୁବିଧା:

  • ନଥିକରଣ କରାଯାଇପାରୁନାହିଁ ।


ସମାଧାନ:

  • ସମୂହ ଯୋଗଦାନ‌ରେ ଏହା ହୋଇପାରିବ । ତେଣୁ ସଭିଏଁ ଭାଗ ନେବା ଆବଶ୍ୟକ ।


ଅସୁବିଧା:

  • ପ୍ରସଙ୍ଗ ପୂର୍ଣ୍ଣତା ଉପରେ ଅବଦାନ‌କାରୀଙ୍କର ସେତେ ଜ୍ଞାନ ନାହିଁ ।

ସମାଧାନ:

  • ଆମେ ଗଣ-ସମ୍ପାଦନା କରି ଏବଂ ଅଧିକ ଦାୟିତ୍ୱବୋଧ ଉପରେ ଅବଗତ କରାଇବା ।
  • ଆଧାର, ବନାନ ଶୁଦ୍ଧି ବାବଦରେ ସଭିଙ୍କୁ କାମ କରିବାକୁ ପଡ଼ିବ ।


ଅସୁବିଧା:

  • ଅଧିକଦିନଯାଏଁ ପିଲାମାନେ ସକ୍ରିୟ ହେଇ ରହୁନାହାନ୍ତି ।


ସମାଧାନ:

  • ଅବସରପ୍ରାପ୍ତ ଲୋକମାନଙ୍କୁ ଉଇକିପିଡ଼ିଆ ପ୍ରତି ଆକୃଷ୍ଟ କରିବା ।


ଅସୁବିଧା:

  • ବିଦ୍ୟାଳୟରେ ଆଗକୁ କରିବା


ସମାଧାନ:

  • ଆମେ ସରକାରଙ୍କ ସ‌ହ MoUବେଳେ ଏହି ବିଷୟରେ ଆଲୋଚନା କରିପାରିବା ।


ଅସୁବିଧା:

  • ଅନେକ ପ୍ରସଙ୍ଗର ଗୁଣବତ୍ତା କମ ରହୁଛି ।


ସମାଧାନ:

  • ଅଧିକ ପାଠକଙ୍କର ଯୋଗଦାନ ଫଳରେ ଏହା ସମ୍ଭବ ହୋଇପାରିବ ।





(ବୈଷୟିକ)

ଅସୁବିଧା:

  • ଛାଞ୍ଚ ବିଷୟରେ ସେତେଟା ଅଧିକ ଜ୍ଞାନ ନାହିଁ ।


ସମାଧାନ:

  • ଓଡ଼ିଆ ଅନୁବାଦ କରିପାରିବା ।


ଅସୁବିଧା:

  • ଅନେକ ସମୟରେ ଛୋଟବଡ଼ ବୈଷୟିକ ତୃଷ୍ଟି ଦେଖାଯାଉଛି ।


ସମାଧାନ:

  • ଏହା ଆଞ୍ଚଳିକ ଅସୁବିଧା ଅନ୍ତର୍ଗତ ନୁହେଁ ।


ଅସୁବିଧା:

  • ବେଷୟିକ କର୍ମଶାଳା ବିଷୟରେ ଅଧିକ କିଛି ହେଉନାହିଁ ।


ସମାଧାନ:

  • ନିଜ‌କୁ ପଚାରି ବୁଝିବାକୁ ହେବ ।


ଅସୁବିଧା:

  • ମୋବାଇଲରେ ଲେଖିବାରେ ଅସୁବିଧା ହେଉଛି ।


ସମାଧାନ:

  • ଉଇକିମିଡ଼ିଆ ଫାଉଣ୍ଡେସନ ତରଫରୁ ମୋବାଇଲ ଆପ୍ ସେତେ ଭଲରେ ନାହିଁ, କିନ୍ତୁ ଆମ ନିଜେ ମଧ୍ୟ କରିପାରିବା ।
  • ମୋବାଇଲରେ ଭିଜୁଆଲ ଏଡ଼ିଟର ଆବଶ୍ୟକ ।


ଅସୁବିଧା:

  • ମୋବାଇଲ୍‌ରେ ଫଟୋ ଅପ୍‌ଲୋଡ୍ ।


ସମାଧାନ:

  • Wikimedia Commons App


(ନୀତି ଓ ଆଇନଗତ)

ଅସୁବିଧା:

  • ନୂଆ ଉଇକିଆଳୀ ନୀତି କେମିତି ଶିଖିବେ?


ସମାଧାନ:

  • ଭିଡ଼ିଆ ତିଆରି ଚାଲିଛି ।


ଅସୁବିଧା:

  • କେଉଁ ପ୍ରସଙ୍ଗ ରଖିବା, ସେ ଉପରେ ଅନେକ ସମୟରେ ତର୍କ ହେଉଛି ।


ସମାଧାନ:

  • ତର୍କ ହେବା ଆବଶ୍ୟକ । ତର୍କ ଫଳରେ ବେଳେ ବେଳେ ଏହା ଅନୁସାରେ ନିୟମ ବଦଳାଇପାରିବା ।


ଅସୁବିଧା:

  • Documenting all the reference sources for all the editors.


ସମାଧାନ:

  • ଆଧାର ଭଣ୍ଡାର ରହିବା ଦରକାର । ଆବଶ୍ୟକସ୍ଥଳେ କାମରେ ଆସିପାରେ ।


ଅସୁବିଧା:

  • ଗୁଣବତ୍ତା ପ୍ରସଙ୍ଗରେ ପ୍ରସଙ୍ଗ ଲିଭେଇବା


ସମାଧାନ:

  • ଆବଶ୍ୟକସ୍ଥଳେ ଆମେ ନୀତିକୁ କୋହଳ କରିପାରିବା ।




(Sugession)

    ପର୍ଯ୍ୟଟନସ୍ଥଳୀର ଗଣସମ୍ପାଦନା ହେବ ଅକ୍ଟୋବର ମାସରେ ।

    ଫଟୋ-ଏ-ଥୋନ୍ କରିବାକୁ ପଡ଼ିବ ।

    Membership Card ତିଆରି କରିପାରିବା ।

    ସମସ୍ତଙ୍କର ଅସୁବିଧା ଉପରେ ମେଳଣରେ ଆଲୋଚନା କରିଯାଇପାରିବ ।

    ନିର୍ଦ୍ଧିଷ୍ଟ କାମ ପାଇଁ ନିର୍ଦ୍ଧିଷ୍ଟ ଅବଦାନ‌କାରୀଙ୍କୁ ଦାୟିତ୍ୱ ଦିଆଯିବା ଆବଶ୍ୟକ ।

    "ଆଧାର ନାହିଁ" ଯୋଡ଼ିବା ଆଗରୁ ପ୍ରଥମେ ନିଜେ ଆଧାର ଯୋଡ଼ିବା ପାଇଁ ଚେଷ୍ଟା କରନ୍ତୁ ।

    ନୂଆ ଉଇକିଆଳୀଙ୍କ ପାଇଁ କେମିତି ଲେଖିବେ ଆମେ ପ୍ରଧାନ ପୃ୍ଷ୍ଠାରେ ଯୋଡ଼ିପାରିବା ।

    ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବାଛିବାକୁ ପଡ଼ିବ ।

    ଗାଁ ପ୍ରସଙ୍ଗ ତିଆରି କରି ବଟ୍ ଦ୍ୱାରା ତିଆରି ହୋଇଥିବା କିଛି ପ୍ରସଙ୍ଗକୁ ଡିଲିଟ୍ କରିଦିଆଯାଇପାରିବ ।

    Leaders should involve properly with other community.

    ପରିଚାଳକମାନେ ଦେଖିଚାହିଁ ଏବଂ ସଠିକ ତ‌ଥ୍ୟ ନିରେଖି ପ୍ରସଙ୍ଗ ଦେଖିଚାହିଁ ଲିଭାଇବେ ।

    ଡିଲିଟ୍ ଟ୍ୟାଗ୍ ପଡ଼ିଲାବେଳେ ଆରମ୍ଭ କରିଥିବା ଅବଦାନା‌କାରୀଙ୍କ ପାଖକୁ ଇ-ମେଲ୍ କିମ୍ବା ଆଲୋଚୋନା ପୃଷ୍ଠାରେ ଅବଗତ କରାଯିବ ।



  • ଜ୍ଞାନ ବାବୁ ଦେଢ଼ମାସ ମଧ୍ୟରେ ସବୁ ଉଇକିପିଡ଼ିଆ ପ୍ରକଳ୍ପ ଉପରେ Presentaion କରିବେ ।
  • ଜ୍ଞାନ ବାବୁ ତିନିମାସ ମଧ୍ୟରେ ବଟ୍ (bot) ବ୍ୟବ‌ହାର କରି ପ୍ରସଙ୍ଗ ଉନ୍ନତି କରିପାରିବେ ।
  • ମୋବାଇଲରେ ଏଡ଼ିଟିଂ କଲେ କ'ଣ କ'ଣ ଅସୁବିଧା ହେଉଛି? ସେ ଉପରେ ଆମେ ଗୋଟିଏ ନଥିକରଣ କରିବା ଆବଶ୍ୟକ ।
  • ବିଦ୍ୟାଳୟ ପାଇଁ ଆମକୁ ପାଠ୍ୟଖସଡ଼ା ତିଆରି କରିବାକୁ ପଡ଼ିବ । (୮ମ, ୯ମ)- ୬ ମାସ ମଧ୍ୟରେ
  • ନିୟମାବଳୀ ପ୍ରସଙ୍ଗକୁ ପରିଚାଳକମାନେ ମାସେ ଭିତରେ ଉନ୍ନତ କରିବା ।




ବୈଷୟିକ ଆଲୋଚନା (ଜ୍ଞାନ ସାହୁ)

  • Flow


    * କୌଣସି ବିଷୟରେ ଆଲୋଚନା କରିବା ପାଇଁ ଆମେ "Flow"ର ବ୍ୟବ‌ହାର କରିବା । ଏବେ Flowକୁ Structured Discussion କୁହାଯାଉଛି ।

    * ଏଇଥିରେ ଆମେ ଅନ୍ୟ ଉଇକିଆଳୀମାନଙ୍କୁ ଟ୍ୟାଗ୍ କରିପାରିବା ।

  • Citoid (Sailesh)


    * ଆବଶ୍ୟକତା ଏବଂ କେମିତି ବ୍ୟବ‌ହାର କରିବେ ସେ ବିଷୟରେ ।

  • Wikidata (Mrutyunjay Kar)


    ଉଇକିପଡ଼ିଆ କ'ଣ?

    * ଖୋଲା ଜ୍ଞାନ କୋଷ

    * ବିଶ୍ୱସନୀୟ ତ‌ଥ୍ୟ ପାଇପାରିବା

    * ଏକାସାଙ୍ଗରେ ତ‌ଥ୍ୟ ପାଇପାରିବା

    * ବ‌ହୁଭାଷୀ ଖୋଲା ଜ୍ଞାନ‌କୋଷ


    * ସମସ୍ତ ତ‌ଥ୍ୟ ଗୋଟିଏ ଜାଗାରେ ଆଣିବା ପାଇଁ ଉଇକିଡାଟାର ଆରମ୍ଭ ହୋଇଥିଲା ।

    * ଉଇକିଡାଟା ଫଳରେ ଅନେକ ପ୍ରସଙ୍ଗ‌ ସ୍ୱୟଂଚାଳିତ ଭାବରେ ଅପ୍‌ଡେଟ୍ ହେଉଛି ।

    * ଉଇକିଡାଟାରେ କେମିତି ଯୋଡ଼ିବା ସେ ବିଷୟରେ ବଖାଣିଲେ ।

    * ଏହା ଉଇକିପିଡ଼ିଆର ସବୁଠାରୁ ବଡ଼ ପ୍ରକଳ୍ପ ।

    * ଏହାକୁ ମଣିଷ ସ‌ହିତ ମେସିନ୍ ମଧ୍ୟ ପଢ଼ିପାରିବ ।

    * ଉଇକିପିଡ଼ିଆ ଉପଲବ୍ଧ ଥିବା ଭାଷାଠାରୁ ଉଇକିଡାଟା ଅଧିକ ଭାଷାରେ ଉପଲବ୍ଧ ।



  • ସଂଗ୍ରାମ କେଶରୀ ସେନାପତି: Wiki Advanced Training ବିଷୟରେ ଅଭିଜ୍ଞତା ।


    ସନ୍ଧ୍ୟା ୬.୦୦ଟା ବେଳେ ଆଜିର ସମସ୍ତ କର୍ମଶାଳା ଏବଂ ସଭା ଶେଷ ହେଲା ।





    =======୨ ୟ ଦିନ =====


    (୨ୟ ଦିନରେ ସଭିଙ୍କୁ ସ୍ୱାଗତ)


  • ଆଗାମୀ ବର୍ଷର ଚୂଡ଼ାନ୍ତ ଯୋଜନା -- (ଶୈଳେଶ)

୧ . On wiki developement
୨. Existing Community developement
୩. New Editor
୪. New Reader

Dr. Subash Chandra Rout

  • ଉଇକିପଡ଼ିଆ ଏକ ଏନ୍‌ସାଇକ୍ଲୋପିଡ଼ିଆ, ଯେଉଥିରେ ସବିଶେଷ ବିବରଣୀ ରହିବା ଆବଶ୍ୟକ ।


    ଉଦାହରଣ: ଯଦି ଆମେ ହାତୀ ବିଷୟରେ ଲେଖିବା, ସେତେବେଳେ ଆମକୁ ହାତୀ ବିଷୟରେ ସମସ୍ତ ତ‌ଥ୍ୟ ସଂଗ୍ରହ କରିବା ସ‌ହ ସମସ୍ତ କଥା ଉଲ୍ଲେଖ ଆବଶ୍ୟକ ।

  • ଲେଖୁଥିବା ପ୍ରସଙ୍ଗ ଉପରେ ଆଧାର ଆବଶ୍ୟକ ।
  • ଉଇକିପିଡ଼ିଆର କୌଣସି ଜିନିଷ ମନରୁ ଲେଖିହେବନାହିଁ ।
  • ସମସ୍ତ ତ‌ଥ୍ୟର ପ୍ରାରମ୍ଭିକ ଆଧର ଆବଶ୍ୟକ ।


କୌଣସି ପ୍ରସଙ୍ଗକୁ କେମିତି ଲେଖିବା - (ଡ. ସୁବାସଚନ୍ଦ୍ର ରାଉତ)

    ୧. ସାମାନ୍ୟ ବିବରଣୀ

    ୨. ସ୍ତମ୍ଭ ଆକାରରେ ଲେଖିବା ଆବଶ୍ୟକ

    ୩. ଓଡ଼ିଆରେ ପ୍ରସଙ୍ଗ ଲେଖିବାବେଳେ ଇଂରାଜୀରେ ମଧ୍ୟ ଗୋଟିଏ ଲେଖି ତାକୁ ଲେଉଟାଇବାକୁ ପଡ଼ିବ ।

    ୪. ଆଧାର ସ୍ତମ୍ଭରେ
ଲେଖିଲେ ସମ୍ପୂର୍ଣ୍ଣ ପ୍ରସଙ୍ଗର ଆଧାର ସେଇଠି ଆସିଯିବ ।


    ୫. ସେହି ପ୍ରସଙ୍ଗର ପାଖାପାଖି ପ୍ରସଙ୍ଗର ଲେଖା ସ‌ହ କିଛି ବାହାର ତ‌ଥ୍ୟ ଥିଲେ "ଆହୁରି ପଢ଼ନ୍ତୁ" ଏବଂ "ଅଧିକ ତ‌ଥ୍ୟ" ସ୍ତମ୍ଭରେ ଯୋଡ଼ିବା ଆବଶ୍ୟକ ।


ପ୍ରସଙ୍ଗରେ ବ୍ୟବ‌ହୃତ ଛାଞ୍ଚ- (ମୃତ୍ୟୁଞ୍ଜୟ କର)

    * ଛାଞ୍ଚ କ'ଣ

    * ଛାଞ୍ଚ କେମିତି ଅନୁବାଦ ହୋଇପାରିବ

    * ନୂଆ ଛାଞ୍ଚ କେମିତି ଆଣିପାରିବା



ଉପଦେଶ

    * ଆପଣ ଲେଖୁଥିବା ପ୍ରସଙ୍ଗକୁ ସମ୍ପୂର୍ଣ୍ଣ କରନ୍ତୁ । ଆରମ୍ଭ କରି ଛାଡ଼ିଦେଲେ ଭଲ ହେବ ନାହିଁ ।- ଡ. ସୁବାସ ଚଦ୍ର ରାଉତ

    * ପ୍ରତ୍ୟେକଦିନ ଚାରିଧାଡ଼ି ଲେଖିଲେ ଅନେକ ଭଲ ପ୍ରସଙ୍ଗ ହୋଇପାରିବ ।- ଡ. ସୁବାସ ଚଦ୍ର ରାଉତ




CIS ର କାର୍ଯ୍ୟ ବିବରଣୀ - ଶୈଳେଶ

୧. CIS-A2K ଗତ ୫ ବର୍ଷ ହେଲା ଓଡ଼ିଆ ଉଇକିପିଡ଼ିଆକୁ ସହଯୋଗ କରିଆସୁଛି
୨. ୪ଟି ବିଶ୍ୱ ବିଦ୍ୟାଳୟ (ଉତ୍କଳ ବିଶ୍ୱବିଦ୍ୟାଳୟ, KIIT, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ) ଓ ୨ଟି ବିଦ୍ୟାଳୟରେ (IIMC ଢେଙ୍କାନାଳ, Imperial Collge Bargarh) କର୍ମଶାଳା ଅନୁଷ୍ଠିତ ହୋଇଛି
୩. ଉକ୍ତ ଅନୁଷ୍ଠାନସବୁ ଆମ ସହ ଯୋଗାଯୋଗ ରଖିଛନ୍ତି ଓ ଭବିଷ୍ୟତରେ ମଧ୍ୟ ତାଙ୍କ ସହ ମିଶି ଅନ୍ୟ କର୍ମଶାଳା ବି କରିହେବ

    ପୁରୀ ଉଇକିଟୁଙ୍ଗିର କାର୍ଯ୍ୟ:

    * ୧୦-୧୨ ଉଇକିଆଳୀ

    * ୨୨୮୬ ଫଟୋ କମନ୍ସରେ ଅପ୍‌ଲୋଡ୍ କରାଯାଇଛି

    * ୮୬୬ଟି ଲେଖା ତିଆରି କରିଛନ୍ତି ଓ ୨୫୦୦+ ଲେଖା ସମ୍ପାଦନା କରିଛନ୍ତି


    ଭୁବନେଶ୍ୱର ଉଇକିଟୁଙ୍ଗିର କାର୍ଯ୍ୟ:

    * ୮-୧୦ ଜଣ ଉଇକିଆଳୀ

    * ୨୨୨୭ଟି ଫଟୋ କମନ୍ସରେ

    * ୧୬୫୦ଟି ପ୍ରସଙ୍ଗ ତିଆରି ହୋଇଛନ୍ତି ଏବଂ ୩୫୦୦‌+ ଅଧିକ ସମ୍ପାଦନା କରିଛନ୍ତି


    ସମୁଦାୟ ଉଇକିଟୁଙ୍ଗୀ ପ୍ରକଳ୍ପରେ ହୋଇଥିବା କାର୍ଯ୍ୟ

    * ୧୮-୨୦ ଜଣ ଉଇକିଆଳୀ

    * ୪୫୦୦+ ଫଟୋ କମନ୍ସରେ

    * ୨୫୦୦+ଟି ପ୍ରସଙ୍ଗ ତିଆରି ହୋଇଛନ୍ତି ଏବଂ ୬୫୦୦‌+ ଅଧିକ ସମ୍ପାଦନା କରିଛନ୍ତି


  • ଆନ୍ତର୍ଜାତୀୟ ସ୍ତରରେ କିଛି ଗ୍ରୁପ ମଧ୍ୟରୁ ଆମ କମୁନିଟି ହେଉଛି ମାସିକିଆ ମେଳନ ଆୟୋଜନ କରୁଥିବା ୨ୟ କମୁନିଟି ।


    କରାଯାଇଥିବା ପ୍ରକଳ୍ପ

    * ପ୍ରୋଜେକ୍ଟ ଟାଇଗର

    * ମହିଳା ଇତିହାସ ମାସ

    * ଉଇକିଡାଟା (ପୁରୀ)

    * ଫଟୋ

    * ଏସିଆନ ଆଥେଲେଟିକ୍ସ ଫଟୋ

    * ମିଡ଼ିଆ ସଂସ୍ଥା (ସମ୍ବାଦ ସ‌ହିତ ୨ଟି ଗଣସମ୍ପାଦନା)

    * ୧୮-୨୦ ସମ୍ବାଦିକ

    * ୪୫ଟି ନୂଆ ଲେକାହ

    * ୭୫+ ଲେଖା ସମ୍ପାଦନା

    * ଓଡ଼ିଆ ଉଇକିଆଳୀମାନଙ୍କୁ ସମ୍ବାଦ ସାହାଯ୍ୟ କରୁଛି


    ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନା

    ୨୫୦ରୁ ଅଧିକ ପ୍ରସଙ୍ଗ ହୋଇଛି


  • TTT, WAT, MWT, etc


    ସରକାରଙ୍କ ସ‌ହ ପ୍ରକଳ୍ପ

    * ୭ଟି ୱେବସାରଟର ଫଟୋ, ଭିଡ଼ିଓ ଆଦିକୁ ମୁକ୍ତ ଭାବରେ ଉପଲବ୍ଧ

    * ୪୬୨ଟି ଫାଇଲରୁ ୭୬% ଫାଇଲ ବର୍ତ୍ତମାନ ବ୍ୟବ‌ହାର ହୋଇଛି ।

    * ଏହି ଫଟୋଗୁଡ଼ିକୁ ଗୋଟିଏ କୋଟିରୁ ଅଧିକ ଲୋକ ଦେଖିଛନ୍ତି । (୮ ମାସ ମଧ୍ୟରେ)

    GLAMorous Tool

    https://tools.wmflabs.org/glamtools/glamorous/


    କଳାଭୂମି ସ‌ହ ଜଡ଼ିତ ହେବାର ଯୋଜନା ଅଛି

    * ସେମାନଙ୍କର ପାଠାଗାର ଭିତରକୁ କିଛି ଉଇକିଆଳୀଙ୍କୁ ମାଗଣା ପାସ୍ ମିଳିବ

    * ସେମାନଙ୍କ ପାଖରେ ଥିବା ଫଟୋକୁ ସେମାନେ ଉଇକି କମନ୍ସରେ ଅପ୍‌ଲୋଡ୍ କରିବେ


    ବିଫଳତା

    * ବରଗଡ଼ରେ ପୋଥି ପ୍ରକଳ୍ପ


  • ଭବିଷ୍ୟତ ଯୋଜନା:


    * ଦକ୍ଷିଣ ଓଡ଼ିଶାରେ ପ୍ରକଳ୍ପ ଅଧିକ ସକ୍ରିୟ କରିବାକୁ ହେବ

    * ଉଇକିଆଳୀଙ୍କୁ କମୁନିଟି ପାଇଁ କାମ କରିବାକୁ ସ‌ହାୟତା ପ୍ରଦାନ

    *

https://xtools.wmflabs.org/ec/>>>>> Edit counter toolA
Step 1 >>Put or.wikipedia.org as the project name
Step 2 >> Put your user name and hit submit


Work Plan Discussion (Upto June 2019)

==Dr. Subas Rout==

Active editors in Odia Wikipedia are very few in number. We need to enhance the number. This can be done by envolvini
n students of different institutions

==MKar==

  • Move data from etherpad to Wikipedia



==Sangram Keshari Senapti==

    ମୁକ୍ତିଲାଭ କରିଥିବା ସମସ୍ତ ଓଡ଼ିଆ କଥାଚିତ୍ର ଗୁଡ଼ିକର ପ୍ରସଙ୍ଗ ଯୋଡ଼ିବି

    ଗଣସମ୍ପାଦନାରେ ଭାଗନେବା ସ‌ହ ଅନ୍ୟମାନଙ୍କୁ ସେଥିରେ ଭାଗ ନେବାକୁ ପ୍ରୋତ୍ସାହିତ କରିବି

    ଗଢ଼ିଥିବା ପ୍ରସଙ୍ଗର ତ‌ଥ୍ୟ ଉଇକିଡାଟାରେ ଉପଲବ୍ଧ ନ ଥିଲେ, ତାକୁ ଯୋଡ଼ିବି

    ଉଇକିପାଠାଗାରରେ ନିୟମିତ ସଂଶୋଧନ କରିବି ଏବଂ ଆବଶ୍ୟକବେଳେ ନୂଆ ଲେଖିବି



==Banoj Mahala==

  • I will try to creat minium of two wikiali
  • Here we may write atleast 2 article in a month avarge
  • must arrange 1 wikimeet at our locality
  • I will add 100 photos



==Sasanka==

  • Try to creat more articles
  • We have to create new wikiali
  • Add 100 photos



==Aliva==

  • Complete some incomplete articles (min250 articles)
  • Creat new articles and complete min one #100wikidays

 
 
==Saroj==

  • Uncover some photos of baud dist in commons

mostly temples & the areas not in wiki.

==ଚିନୁ==
 
୧ , କାମ ଗୁଡିକର ନଥିକରଣ ଉପରେ ଅଧିକା ଧ୍ୟାନ ଦେବି
୨ , ନିୟମିତ ସମୟ ବ୍ଯବଧାନରେ ଓଡିଆ ଉଇକିପିଡିଆରେ ନିହାତି ଜରୁରୀ ପ୍ରସଙ୍ଗ ଗୁଡିକର ଏକ ତାଲିକା କରି ଉଇକିରେ ରଖିବି । ଏହା ମୋ ନିଜ ପାଇଁ ତଥା ଅନ୍ୟ ଉଇକିଆଲିଙ୍କ ପାଇଁ ସୁବିଧାରେ ଲାଗିବ ।
୩ .ମୋର ପଢା ସରିବା ଆଗରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଆଉ ଏକ କାର୍ମଶାଳା କରିବାକୁ ଚେଷ୍ଟା କରିବି ।
୪. କମନ୍ସ ରେ ଅଧିକା ଅବଦାନ କରିବି
୫. ଗପୁ ଭାଇଙ୍କ ସହିତ ମିଶି କିଛି ଛୋଟ ଛୋଟ ପ୍ରସଙ୍ଗ ଗୁଡିକୁ ବାଛି ନିୟମିତ ଉଇକିକରଣ ପାଇଁ ଚେଷ୍ଟା କରିବି ।


==ଆଦ୍ୟାଶା==
୧. ଓଡିଆ ଉଇକିପିଡିଆରେ ୧୦୦ ଉଇକି ଦିନ ପୁରା କରିବି କିମ୍ବା ୧୦୦ ଟି ନୂଆ ପ୍ରସଙ୍ଗ ଗଢିବି ।
୨ .ଉଇକି କମନ୍ସ ରେ ଦରକାରୀ ଫୋଟୋ କିଛି ଯୋଡିବି ।


===ବିକାଶ ଓଝା ===
୧. ୧୦୦ ନୂଆ ପ୍ରସଙ୍ଗ ଗଢିବି ।
୨ . କମନ୍ସ ରେ କିଛି ଭଲ ଫୋଟୋ ଯୋଡିବି ।
୩ .କିଛି ବହି ଅଛି ମୋ ପାଖରେ , ସେଗୁଡିକୁ ଡିଗିତାଇଜ କରିବି ।
୪. ଅଧାଗଢା ପ୍ରସଙ୍ଗ ଗୁଡିକର ଉଇକିକରଣ ପାଇଁ ମୋର ସହ ଉଇକିଆଳି ଗପୁ ଓ ଚିନୁ ସହ ଯୋଗ ଦେବି । ଅନ୍ୟ ମାନେ ମଧ୍ୟ ସାହାଜ୍ଯ କରିବାକୁ ଅନୁରୋଧ ।




==Gyana ranjan==

  • Organise atleast one events regarding Wikipedia Outreach
  • Fix 100 technical errors on Wikipedia
  • Write 10 article
  • Add 1000 photos


==Sailesh==

  • Ssend news letter every month, starting august 1st week
  • get in touch with alll active odia wikimedians at least once in a month.
  • 25 ar




==Pritiranjan Tripathy==

  • 30 nua prasanga lekhibi
  • aadhara, phota, banana jodibi
  • wikidata re pasibi



==ଦୀପ୍ତିମାନ ପାଣିଗ୍ରାହୀ==

  • ବ୍ୟକ୍ତିଗତ ଲକ୍ଷ୍ୟ: ମାସକୁ ଅତିକମରେ ୪ଟା ଲେଖା
  • ଭୁବନେଶ୍ବର ଉଇକିଟୁଙ୍ଗି ପାଇଁ : ମାସିକ/ଦ୍ଵିମାସିକ ପରିଭ୍ରମଣ ସହ ସ୍ଥାନୀୟ ଦର୍ଶନୀୟ ସ୍ଥାନ ବିଷୟରେ ଲେଖାଲେଖି/ଫଟୋଉଠା କରିବାପାଇଁ ରୂପରେଖ ନିର୍ମାଣ
  • ରାଜ୍ୟସରକାର ସହ ସହଭାଗିତା ଆରମ୍ଭ ହେଲାପରେ ମାଧ୍ଯମିକ ଓ ଉଚ୍ଚଶିକ୍ଷା ବିଭାଗ ସହ ଆଲୋଚନା କରି ବିଦ୍ୟାଳୟ ପାଇଁ ଉଇକିଖସଡ଼ା ନିର୍ମାଣ



==Subhasish==

  • Add 2000 prononciations in Wiktionary
  • Create 24 articles
  • Create a documentary of OdiaWiki16


==Prateek==

  • Add photos at Wikipedia pages



==Gayatree Tripathy==

  • ବ୍ୟକ୍ତିଗତ ଲକ୍ଷ୍ୟ:
  • ବିଜ୍ଞାନଛାତ୍ରୀ ହୋଇଥିବାରୁ ବିଜ୍ଞାନ ସମ୍ପର୍କିତ ଲେଖା ଅଧିକ ସଂଖ୍ୟାରେ ଲେଖିବାକୁ ଚେଷ୍ଟା କରିବି ।
  • ନିଜେ ଉଠାଇଥିବା ଫୋଟୋ ଯାହାକି ତଥ୍ୟଭିତ୍ତିକ ହୋଇଥିବ ଉଇକିମିଡ଼ିଆ କମନ୍ସରେ ଉପଲବ୍ଧ କରାଇବି ।
  • ଉଇକିଡାଟା ଏବଂ ଉଇକିସୋର୍ସରେ ଅଧିକରୁ ଅଧିକ ଯୋଗଦାନ କରିବି ।
  • ଉଇକ୍ସିନାରୀ ବିଷୟରେ ଅଧିକରୁ ଅଧିକ ଜାଣି ସେଥିରେ ଯୋଗଦାନ କରିବି ।



===User Group===

  • Workshop at Ravenshaw (suggested by Pritiranjan)
  • Follow-up event with Sambad
  • Workshop at BJEM School
  • Reviving of WikiTungi Nalconagar
  • Odia language digital awareness week
  • Wikipedia Asian Month edit-a-thon
  • Dakshina Madiba
  • Equipments required for Community engagement


==Work Distribution==

  • Diptiman Bhai: Equipment Custodian
  • Outreach Programs: Chinmayee Mishra
  • Global Engagements: Subhashish/Sailesh
  • Media coordinator: Prateek/ Subhasish
  • Reporting/Documentation: Sailesh/Subha/Prateek/Gyana/MKar
  • Digitise 100 books (Chinmayee/ MKar/Bikash)
  • Project 'Pratnatattwa' (Archaeology, suggested by Prateek) 5 User, 100 Articles
  • WP Odia film (Add reference & up to date new movies to 200 articles, 4 Users)
  • WP Science and Technology (150 articles, 6 users)
  • WP Law (75 articles, 5 Users, suggested by Bikash)
  • WP Randhana Foods (200 articles in one year and 3 users)
  • WP Deba Debi
  • All project pages to be completed within 10 days





======Priority basis ରେ କାମ ====
୧ . ୟୁଜର ଗୃପର ରିପୋର୍ଟ ଲେଖାଯିବ ।
୨ . ନିଷ୍କ୍ରିୟ ଉଇକିଆଳିଙ୍କୁ ଘର ବାହୁଡା ପାଇଁ ଚେଷ୍ଟା କରିବା ।
୩ . ସୁବାସ ସାର ଙ୍କ ମତ କ୍ରମେ ଅଲଗା ଅଲଗା ପ୍ରସଙ୍ଗ ପୋର୍ଟାଲ ଗଢିବା ।
୪. ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ସହିତ ମିଶି କାମ କରିବାକୁ ପ୍ରଯତ୍ନ କରାଯିବ ।


==Cotributions of Odia Wikimedians==

  • Workshop at IIMC-3, KISS-3, 50 books relicensed (2011-2012)
  • 5 monthly meet up at Cuttack
  • More than 250 books relicensed
  • Institute of Media learing, KMBB, IIMC, Burla, KISS,
  • 30 books uploaded by Prateek
  • Input tools
  • Odia to Roman convertor
  • 100000 words and 2000 pronounciation to Wiktionary
  • 300+ files uplod
  • 50+ files on temple
  • Project Parichaya: 70+ Writers
  • Odia Medical App
  • 7 departments and 8 Social media sites relicensed


ଅଭିଜ୍ଞତା

    100wikidays (ସଂଗ୍ରାମ କେଶରୀ ସେନାପତି)

    Medical Project (ସୁବାସ ଚନ୍ଦ୍ର ରାଉତ)

    Wikipedia Asian Month (ଶୈଳେଶ ପଟ୍ଟନାୟକ ଓ ଅଲିଭା ସାହୁ)


ପ୍ରକଳ୍ପ ବିଷୟରେ ଆଲୋଚନା

  • କଥାଚିତ୍ର - ସଂଗ୍ରାମ କେଶରୀ ସେନାପତି
  • ରାନ୍ଧଣା/ ରୋଷେଇ - ଅଲିଭା ସାହୁ
  • ଦେବାଦେବୀ - ଶଶାଙ୍କ ଶେଖର ସାହୁ
  • ପ୍ରତ୍ନତ‌ତ୍ୱ - ପ୍ରତୀକ ପଟ୍ଟନାୟକ
  • ଆଇନ‌ଗତ - ବିକାଶ ଓଝା
  • କମ୍ପ୍ୟୁଟର ବିଜ୍ଞାନ - ଚିନ୍ମୟୀ ମିଶ୍ର


କାହିଁକି ଲେଖୁନାହାନ୍ତି?

    * ଜ୍ଞାନ ସାହୁ: ବଟ୍ ଚାଲିଛି, ଫୋକସ୍ କରିପାରୁନାହିଁ କେଉଁ କାମ ଉପରେ କରିବି

    * ଶଶାଙ୍କ ଶେଖର: ଘର କାମ ବଢ଼ିଯାଇଛି, ତେଣୁ ଘରେ ଡେସ୍କଟପ୍‌ରେ ଲେଖିହେଉନାହିଁ ।

    * ଦୀପ୍ତିମାନ ପାଣିଗ୍ରାହୀ: ୨ ବର୍ଷ ପ୍ରଥମ ଲେଖା ଲେଖିଲି । ଚାକିରୀ ପାଇଁ ଲେଖିବାରେ ସୁବିଧା ହେଉନାହିଁ । ସ୍ୱାସ୍ଥାଗତ ସମସ୍ୟା ଏବଂ ନିଜର ଲ୍ୟାପଟପ୍‌ର ଅସୁବିଧା ପାଇଁ ଲେଖିପାରୁନାହାନ୍ତି । ଏବେ ଘରେ ଅଛି, ତେଣୁ ମାସକୁ ଅତିକମରେ ଚାରୋଟି ଲେଖିବାକୁ ଚେଷ୍ଟା କରିବି ।

    * ଆଦାଶ୍ୟା ସାହୁ: ପଢ଼ାପଢ଼ି ଯୋଗୁଁ ଲେଖିବାକୁ ସମୟ ମିଳୁନି

    * ବନୋଜ କୁମାର ମହଲା: ସମୟର ଅଭାବ ଏବଂ କମ୍ପାନୀରେ କମ୍ପୁଟରର ସୁବିଧା ନ ମିଳିବାରୁ ଲେଖିବା ସପକ୍ଷ ହେଉନାହିଁ । ସପ୍ତାହକୁ ନିହାତି ଥରେ ଲେଖିବାକୁ ଚେଷ୍ଟା କରିବି ।

    * ମୃତ୍ୟୁଞ୍ଜୟ କର: ମୁଁ ଅନେକ ଦିନ ହେଲା ପ୍ରସଙ୍ଗ ଲେଖିପାରୁନାହିଁ କିନ୍ତୁ ପ୍ରସଙ୍ଗ ଉପରେ ତ‌ଥା ପରିଚାଳକ କାମ ଜାରି ରଖିଛି । ମୋତେ ପ୍ରସଙ୍ଗ‌ଗତ ନ କରି ଅନ୍ୟ କାମ ଉପରେ ନ‌ଜର ଦେଲେ ଭଲ ହେବ । ଅନ୍ୟକାମ ସବୁ ଭଲ କରିବା ପାଇଁ ପ୍ରସଙ୍ଗ ଲେଖିବା କମେଇଦେଇଛି । (ମାସକୁ ଗୋଟିଏ ପ୍ରସଙ୍ଗ ଲେଖିବାକୁ ଅନୁରୋଧ କଲେ ପ୍ରୀତିରଞ୍ଜନ ତ୍ରିପାଠୀ ।) ଉଇକିଡାଟାରେ ଓଡ଼ିଆ କମୁନିଟି ସେତେ ଆଗରେ ନାହିଁ, ତେଣୁ ସେ ପ୍ରତି ଅଧିକ ଧ୍ୟାନ ଦେବାକୁ ହେଉଛି । ତେଣୁ ସେ ସବୁ ଉପରେ ସଭିଏଁ ମିଶି ଧ୍ୟାନ ଦେଲେ ମୁଁ ଭବିଷ୍ୟରେ ପ୍ରସଙ୍ଗ ଲେଖିବା ଆରମ୍ଭ କରିପାରିବି ।