Jump to content

ଉଇକିପିଡ଼ିଆ:ଜନ୍ମତିଥି/୧୪/ନିର୍ଘଣ୍ଟ

ଉଇକିପିଡ଼ିଆ‌ରୁ

୪ ଜୁନ ୨୦୧୬, ଶନିବାର

ସମୟବିଷୟନେତୃତ୍ଵ
୦୯.୦୦-୧୦.୦୦ପଞ୍ଜିକରଣଶୈଳେଶ ପଟ୍ଟନାୟକ
୧୦.୦୧-୧୦.୧୫ ଚିହ୍ନା ପରିଚୟ
୧୦.୧୬-୧୦.୩୦ପ୍ରାରମ୍ଭିକ ସୂଚନାମୃତ୍ୟୁଞ୍ଜୟ କର
୧୦.୩୧-୧୧.୧୫ମୂଳନୀତି (ପାଞ୍ଚଟି ସ୍ତମ୍ଭ)ସୁବାସ ଚନ୍ଦ୍ର ରାଉତ
୧୧.୧୬-୧୨.୦୦ଉଇକିପିଡିଆ ପୃଷ୍ଠା ସଜା ବିବରଣୀଜ୍ଞାନରଞ୍ଜନ ସାହୁ
୧୨.୦୧- ୧୨.୪୫ପସନ୍ଦମୃତ୍ୟୁଞ୍ଜୟ କର
୧୨.୪୬-୦୨.୦୦ ବିରତି
୦୨.୧୫-୦୩.୦୦ପ୍ରସଙ୍ଗ ଲେଖିବା ଶୈଳିମୃତ୍ୟୁଞ୍ଜୟ କର
୦୩.୦୧-୦୩.୪୫ଆଧାରଆଦିତ୍ୟ ମହାର
୦୩.୪୬-୦୪.୩୦ଛାଞ୍ଚ (ତଥ୍ୟପେଡ଼ି, ଯୋଗସୂତ୍ରପେଡ଼ି)ଶିତିକଣ୍ଠ ଦାଶ
୦୪.୩୦-୦୫.୦୦ ବିରତି
୦୫.୦୦-୦୫.୪୫ଉଉକିମିଡ଼ିଆ କମନ୍ସଶ୍ରୀକାନ୍ତ କେଡ଼ିଆ, ମୃତ୍ୟୁଞ୍ଜୟ କର
୫.୪୫-୬.୩୦ଉଇକିଅଭିଧାନଶିତିକଣ୍ଠ ଦାଶ
୦୬.୩୦-୦୭.୧୫ଉଇକିପାଠାଗାରସୁବାସ ଚନ୍ଦ୍ର ରାଉତ
୦୭.୧୫-୦୭.୪୫ଉଇକିକଥାମୃତ୍ୟୁଞ୍ଜୟ କର
୦୭.୪୬-୦୮.୦୦ ବିରତି
୦୮.୦୧-୦୯.୦୦ନୂଆ ଉଇକିଆଳିଙ୍କ ସମସ୍ୟା ସମାଧାନସବୁ ପୁରୁଣା ଉଇକିଆଳି

୫ ଜୁନ ୨୦୧୬, ରବିବାର

ସମୟବିଷୟନେତୃତ୍ଵ
୧୦.୦୦-୧୦.୪୫ଉଇକିଡାଟାମୃତ୍ୟୁଞ୍ଜୟ କର
୧୦.୪୬-୧୧.୩୦ସୋସିଆଲ ମିଡ଼ିଆରେ ପ୍ରଚାରନିଷ୍ଠା ରଞ୍ଜନ ଦାଶ
୧୧.୩୧-୧୨.୪୫ଗଣ ସମ୍ପାଦନା, ଅନୁବାଦ ପ୍ରତିଯୋଗିତାନିଷ୍ଠା ରଞ୍ଜନ ଦାଶ, ଶିତିକଣ୍ଠ ଦାଶ
୧୨.୪୬-୦୨.୦୦ ବିରତି
୦୨.୦୦-୦୪.୦୦କୋଠ ବୈଠକଶୈଳେଶ ପଟ୍ଟନାୟକ
୦୪.୦୦-୦୪.୪୫ସାଧରଣ ସଭା ପ୍ରସ୍ତୁତିସବୁ ଉଇକିଆଳି
୦୫.୦୦-୦୭.୦୦ ସାଧାରଣ ସଭା
  • ନିଜ ଇଚ୍ଛା ମୁତାବକ ଜଣେ ସମସ୍ତ ବା ଯେକୌଣସି ଅଧିବେଶନରେ ଭାଗ ନେଇପାରିବେ ।
  • ୪୫ ମିନିଟ ମଧ୍ୟରୁ ପ୍ରଥମ ୩୦ମିନିଟ ପ୍ରେଜେଣ୍ଟେସନ ନିମନ୍ତେ ଓ ଶେଷ ୧୫ମିନିଟ ପ୍ରଶ୍ନୋତ୍ତର ଓ ଆଲୋଚନା କରାଯିବ
  • ଉଇକିଆଳିଙ୍କ ଆଗ୍ରହ ଅନୁସାରେ କାର୍ଯ୍ୟସୂଚୀ ପରିବର୍ତ୍ତନ କରାଯାଇପାରେ