ଉଇକିପିଡ଼ିଆ:ଜନ୍ମତିଥି/୧୪/ଉଇକିଆଳିଙ୍କ ମତାମତ
ଦେଖଣା
ପ୍ରଚାର ଓ ପ୍ରସାର
[ସମ୍ପାଦନା]- ସେମିନାର (ସମ୍ପାନ)/ ଉଇକିପିଡ଼ିଆର ବିଜ୍ଞାପନ
- ଇଞ୍ଜିନିଅରିଙ୍ଗ କଲେଜରେ ଉଇକି ସମ୍ପାନ କରିବା
- ପାଠାଗାରରେ ମେଳଣ/ ସମ୍ପାନ
- ବିଦ୍ୟାଳୟ ସ୍ତରରେ ସମ୍ପାନ
- ପୁସ୍ତକ ମେଳାରେ ସମ୍ପାନ ମାଧ୍ୟମରେ ଉଇକିପିଡ଼ିଆର ପ୍ରଚାର,
- ବୟସ୍କ ଲୋକଙ୍କ ପାଖରେ ଉଇକିପିଡ଼ିଆ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ବିଷୟକୁ ପହଞ୍ଚାଇବା
- ବିଭିନ୍ନ ଜିଲ୍ଲାରେ ଓଡ଼ିଆ ଉଇକିଟୁଙ୍ଗି ଗଠନ କରିବା
- ଖବରକାଗଜରେ ଉଇକିପିଡ଼ିଆ ଉପରେ ଲେଖା ବାହାର କରିବା
- ଖବରକାଗଜରେ ଉଇକିଆଳିଙ୍କ ବାବଦରେ ଲେଖା ବାହାର କରିବା
- ରାହଗିରିରେ ଷ୍ଟଲ (ବିଜ୍ଞାପନ ନିମନ୍ତେ)
ଶିକ୍ଷଣ
[ସମ୍ପାଦନା]- ଚାଟସଭା ବଦଳରେ ମୁହାଁମୁହିଁ ସନ୍ଦେହ ମୋଚନ ଅଧିବେଶନ ଅଧିକ ଶ୍ରେୟସ୍କର
- ପୁରୁଖା ଉଇକିଆଳିମାନେ କର୍ମଶାଳା ପରେ ନୂଆ ଉଇକିଆଳିଙ୍କ ସନ୍ଦେହ ଦୂର କରିବେ
- ଜଣେ ଜଣେ ସନ୍ଦେହ ମୋଚନ କରନ୍ତୁ
- ଭିଡିଓ ଟ୍ୟୁଟୋରିଆଲ
- ପୁରୀ ଫୋଟୋଶୁଟ
- ଇଣ୍ଟରନେଟ ଖର୍ଚ୍ଚ
- ଭିଡିଓ ଟ୍ୟୁଟୋରିଆଲ
- ୟୁଟ୍ୟୁବ/ ବ୍ଳଗରେ ଶିକ୍ଷଣ
- ମେଳଣ ପୂର୍ବରୁ ଯୋଜନା କରିବା
- ନୂଆ ଉଇକିଆଳିଙ୍କ ଆଗ୍ରହକୁ ଧରି ରଖିବା ପାଇଁ ଚେଷ୍ଟା କରାଯାଉ
- ଆଞ୍ଚଳିକ ଉଇକିଟୁଙ୍ଗିର ସକ୍ରିୟ ଉଇକିଆଳିଙ୍କୁ ପୁରସ୍କୃତ କରାଯାଉ
- ନୂଆ ଉଇକିଆଳିଙ୍କ ପ୍ରସଙ୍ଗକୁ ଅନ୍ୟ ପ୍ରସଙ୍ଗରେ ନ ମିଶାନ୍ତୁ
- ଅନ୍ୟପିଲାଙ୍କୁ ଯୋଗଦେବା ପାଇଁ ଉତ୍ସାହିତ କରିବା
- ବହୁତ ପ୍ରଶ୍ନ ରହୁଛି ଯାହାର ଉତ୍ତର ଦେଇହେଉନି (ଆମେ କାହିଁକି ଲେଖିବୁ, ଓଡ଼ିଆରେ କାହିଁକି ଲେଖିବୁ, ଆମର ଲାଭ କଣ)
- ପୁରୁଣା କଥାଚିତ୍ର ବାବଦରେ ଆଧାର ମିଳୁନି
- ଉଇକି ପତ୍ରିକା
- ପୁରୀ ଉଇକି ମେଳଣ
- ପ୍ରତ୍ୟେକ ସପ୍ତାହରେ କର୍ମଶାଳା
- ଦଳଗତ ଭାବେ ପ୍ରତ୍ୟେକ ମାସରେ ସମ୍ପାଦନା
- ନିୟମିତ ବ୍ୟବଧାନରେ ସମ୍ପାଦନା ଅଧିବେଶନ
- ୱେବସାଇଟର ପରିକ୍ଷଣ
- ସଂଗ୍ରହାଳୟ ଓ ପାଠାଗାରରୁ ତଥ୍ୟ ସଂଗ୍ରହ କରି ଉଇକିରେ ଯୋଡ଼ିବା
- ଇଣ୍ଟରାକ୍ଟିଭ ସିନିଅର
- ଉଇକିଡାଟା ପ୍ରଶିକ୍ଷଣ
- ପୁରୁଣା ଅଡ଼ିଓ ଓ ଭିଡ଼ିଓକୁ ନେଇ ଓଡ଼ିଆ ଉଇକିରେ ଗୋଟିଏ ଭଣ୍ଡାର ତିଆରି କରିବା
- ହ୍ୱାଟସଆପ ଓ ଫେବୁକ ଗୃପ ତିଆରି କରି ସେଥିରେ ସମସ୍ୟା ବାବଦରେ ଆଲୋଚନା କରିବା
- ମହାବିଦ୍ୟାଳୟ ସ୍ତରର ଛାତ୍ରମାନଙ୍କୁ ସେମାନଙ୍କ ଓଡ଼ିଆ ଶିକ୍ଷକଙ୍କ ମାଧ୍ୟମରେ ସମ୍ପର୍କ କରିବା
ଅନୁରୋଧ
[ସମ୍ପାଦନା]- ପ୍ରସଙ୍ଗ ଅଧାରେ ଛାଡ଼ନ୍ତୁନି
- ଠିକ ସମୟରେ ଆରମ୍ଭ କରନ୍ତୁ
- ପ୍ରସଙ୍ଗରେ ଆଧାର ଓ ଛବି ଯୋଡ଼ନ୍ତୁ