ଉଇକିପିଡ଼ିଆ:ଜନ୍ମତିଥି/୧୩/ଓଡ଼ିଆ ଉଇକିଆଳିଙ୍କ ମତାମତ
ଦେଖଣା
ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା
[ସମ୍ପାଦନା]
ଅସୁବିଧା
[ସମ୍ପାଦନା]| ଅସୁବିଧା (୧କ) | ମନ୍ତବ୍ୟ |
|---|---|
| slow internetରେ edit କଲେ problem | |
| ଡ ତଳେ ବିନ୍ଦୁ (ଡ଼) ଆସୁ ନାହିଁ | |
| ସମ୍ବାଦପତ୍ର ଗୁଡ଼ିକ ସମାନ କଥା ଲେଖୁନାହାନ୍ତି । କାହାକୁ ମାନ୍ୟକ ନେବା ? ଗୁଗୁଲ ବୁକ୍ସରେ ଅଲଗା କଥା | |
| କନଭର୍ଟର ଯୋଗୁ ଲେଖାଗୁଡ଼ିକ ଉଇକିମାନକ ଭଳି ନଲାଗି, ସମ୍ବାଦପତ୍ର ଭଳି ହେଇଯାଉଛି | |
| ଅଲଗା ଅଲଗା Osରେ ଓଡ଼ିଆ ଅଲଗା ଅଲଗା ଆସେ | |
| Scan page ଗୁଡ଼ିକ clear ଦିଶୁନଥିବା | |
| ଓଡ଼ିଆ ଟାଇପ କରିବାର ଫର୍ମାଟ lack of proper keyboard | |
| ମୋବାଇଲରେ ULS ଆସୁନି | |
| ସବୁଥିଲେ inbuild keyboard ନାହିଁ । Thirdparty appre ଲେଖି copy-paste କରିବା କଷ୍ଟକର । ମୁଁ ଦେଖିବାରେ HTCରେ inbuilt keyboard ଅଛି । | |
| Edit Conflict | |
| ଓଡ଼ିଶା/ ଓଡ଼ିଆ ସମ୍ବନ୍ଧିତ ଲେଖା ହେବା ଆବଶ୍ୟକ | |
| ଛାଞ୍ଚ | |
| ଓଡ଼ିଆ ଫଣ୍ଟର Language settingରେ ବେଳେ ବେଳେ font uploadରେ ଅସୁବିଧା ହୁଏ । | |
| ଆଧାର ଯୋଡ଼ିବାର କିଛିଦିନ ପରେ ଉକ୍ତ ଆଧାର link break ହୋଇଯାଏ/ page not found | |
| ଆଧାର ଯୋଡ଼ିବା offline (english) | |
| ଓଡ଼ିଆରେ ଥିବା କିଛି ଶବ୍ଦ ବୁଝିବାରେ ଅସୁବିଧା | |
| Input can be more improvised. | |
| ନୂଆ ପେଜ ତିଆରିରେ ଅସୁବିଧାର ସମ୍ମୁଖିନ ହେଉଛି । ତେଣୁ ଗୋଟିଏ video (how to create a new page) ଦିଆଗଲେ ନୂତନ ଉଇକିଆଳିଙ୍କ ସୁବିଧା ହେବ । | |
| HTML tag ଆଉ ସ୍ତମ୍ଭ ଲେଖିଲା ବେଳେ ବାରମ୍ବାର ଭାଷା ବଦଳେଇବାକୁ ପଡୁଛି । | |
| Autosave ନଥିବାରୁ ବେଳେ ବେଳେ କରିଥିବା ସମ୍ବାଦନା ସୁରକ୍ଷିତ ରହିପାରେନି । | |
| ଫଟୋ ଅପଲୋଡ଼ କରିବା ମତେ ଆସୁନାହିଁ । |
ଆବଶ୍ୟକତା
[ସମ୍ପାଦନା]| ଆବଶ୍ୟକତା (୧ଖ) | ମନ୍ତବ୍ୟ |
|---|---|
| Regular workshop by experienced people who can help other | |
| In edit menu Need a dictionary option | |
| ଆଧାର ପାଇବାରେ ଅସୁବିଧା | |
| ସବୁ Scan ହୋଇଥିବା ବହି ଗୁଡ଼ିକ ଏକାଠି ମିଳିବା ଯାହାଦ୍ଵାରା ନିଜେ ସେଥିରୁ ବାଛି ଲେଖି ପାରିବେ | |
| ତିଆରି ଚାଲିଛି templateକୁ improve କରିବା କିମ୍ବା ସେଇଟାକୁ edit-boxରେ symbol କରି ରଖିବା । | |
| GUI code editor (ମାନେ template or module ତିଆରି ପାଇଁ GUI editor ) | |
| ଛବି ମିଳୁନାହିଁ | |
| ଉଇକିପିଡ଼ିଆର ବିଭିନ୍ନ ସଂସ୍ଥାମାନେ କ'ଣ କରନ୍ତି ? | |
| ପ୍ରମେୟ ଖବରକାଗଜରେ ବହୁତ ଭଲ ଲେଖା ବାହାରେ କିନ୍ତୁ ଲୋକପ୍ରିୟ ନୁହଁ ବୋଲି ବହୁ ଲେଖା ଉଇକିପିଡ଼ିଆକୁ ଆସିପାରେ ନାହିଁ । | |
| Need a button of "Help" | |
| ବିଜ୍ଞାନ ଭିତ୍ତିକ ବହିପତ୍ର | |
| ସାଧାରଣ ବୈଜ୍ଞାନିକ ଶବ୍ଦ ମାନଙ୍କର ଓଡ଼ିଆ ଅନୁବାଦରେ ସାହାଯ୍ୟ | |
| ବହି/ ପାଠାଗାର/ ତଥ୍ୟ | |
| ଅଧିକରୁ ଅଧିକ ଉଇକିଆଳି ଯୋଡ଼ିହେବା ଦରକାର | |
| ସଚେତନତା/ ଉତ୍ସାହ | |
| ଚାଟସଭା ଉନ୍ନତି | |
| Help link (dedicated) | |
| ଓଡ଼ିଆ ଅକ୍ଷର ଦେଖିବାରେ ଅସୁବିଧା (ଉବଣ୍ଟୁ, ମୋବାଇଲ ଇତ୍ୟାଦିରେ) | |
| ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଦରକାର । facebook page more active ହେବା ଦରକାର । | |
| ସମ୍ବାଦ ପତ୍ର କିମ୍ବା କୌଣସି ପତ୍ରିକାରେ ଉଇକିପିଡ଼ିଆ ସମ୍ପର୍କରେ article ଦିଆଯାଇପାରେ । | |
| ଓଡ଼ିଆ ଉଇକିପିଡ଼ିଆର ନିବନ୍ଧକୁ English and other languageରେ translate କରାଯାଇପାରିବ । | |
| ଉଇକିପିଡ଼ିଆକୁ ଅଧିକ ଲୋକ ଆଣିବା ପାଇଁ ଅଧିକ ଉଦ୍ୟମ କରିବା ଦରକାର । | |
| Autosave option ରହିଥିଲେ ଭଲ ହେଇଥାଆନ୍ତା | |
| ଆମ ଉଇକିପିଡ଼ିଆ IRC ରୁ ଉପରକୁ ଉଠି Whatsapp ଭଳି ସାମାଜିକ ଗଣମାଧ୍ୟମକୁ ଆସିବା ଦରକାର ଯାହାଫଳରେ ତା'ର ଲଗ ପରେ ମଧ୍ୟ ପଢ଼ିହେବ । |
ଶିକ୍ଷଣ
[ସମ୍ପାଦନା]| ଶିକ୍ଷଣ (୧ଗ) | ମନ୍ତବ୍ୟ |
|---|---|
| ସ୍ତମ୍ଭ ଲେଖିଲା ପରେ save ନ ହେବାର ସମସ୍ୟା ହେଲା ବୋଲି ତା'ର ଏକ ନକଲ ଫାଇଲରେ ରଖିବାକୁ ପଡ଼ିଲା । ଏଇଟା ଭଲ ଉପାୟ ହେଲେ ଅଧିକ ସମୟ ଅପଚୟ । | |
| Formatting/ bold/ heading created while writing a book | |
| ନିୟମାବଳୀ ଜାଣିବା ପାଇଁ ଇଂରାଜୀ ଉଇକିପିଡ଼ିଆ ବ୍ୟବହାର କରି | |
| While writing inline it takes more time to edit & save & some the page deactivates & Says logiin again So, type offline & copy in a new doc & paste online. | |
| Internal link- Mkar, Mediawiki- Odisha1 | |
| facebook link, ଚାଟସଭା, ଖବର କାଗଜ (News item) | |
| ଲେଖାର ମାନ ବାବଦରେ ଅଧିକ ଦୃଷ୍ଟି ଦେବା ଦରକାର |
ପ୍ରସ୍ତାବ
[ସମ୍ପାଦନା]| ପ୍ରସ୍ତାବ (୧ଘ) | ମନ୍ତବ୍ୟ |
|---|---|
| ଶ୍ରେଷ୍ଠ କାର୍ଯ୍ୟକୁ ପୁରସ୍କୃତ କରାଯିବା ଦରକାର | |
| Weekly/ monthly with specific time ସମସ୍ତଙ୍କ ସହ କଥା ଏବଂ ସେମାନଙ୍କ ଅସୁବିଧା ବିଷୟରେ ବିଚାର କରିବା ଦରକାର କିମ୍ବା କୌଣସି ନୂଆ topicରେ discussion | |
| ଶ୍ରେଷ୍ଠ ନୂତନ ଉଇକିଆଳିଙ୍କୁ ପ୍ରତିବର୍ଷ ପୁରସ୍କୃତ କରାଯିବା ଦରକାର | |
| ନୂଆ userଙ୍କୁ ହଠାତ ହଇରାଣ କରା ନଯାଉ । ପରେ ଡେରିରେ edit କରିବା; simple edit; so that ତା'କୁ ଦେଖି ସେ ଶିଖିପାରିବେ । | |
| ଗୋଟିଏ ଗୋଟିଏ ବିଷୟକୁ ନେଇ ଏତେ ଆଲୋଚନା ହେଉଛି ଯେ ସେ ବିରକ୍ତ ହେଇଯିବେ ଯଥା : ହ୍ରସ୍ବ ଇ କାର ବା ଦୀର୍ଘ ଈ କାର । ହଳନ୍ତ ଯୁକ୍ତ ଅଥବା ହଳନ୍ତ ରହିତ ପଦ । ଏପରି ଆଲୋଚନା ଗୁଡ଼ିକୁ ବେଶି ନ ବଢ଼େଇ ବନ୍ଦ କରିଦିଆଯାଉ । ଗୋଟେ ଛୋଟ ବନାନ ଭୁଲ ହେଲେ ବଡ଼ କଥା ନୁହେଁ କିନ୍ତୁ ଝଗଡ଼ା ଅଧିକା ହେଲେ ଲୋକ ଛାଡ଼ି ପଳେଇବେ । | |
| scope for more learning ଯେତେବେଳେ କିଛି ଶିଖିବାପାଇଁ ବାକି ନଥାଏ - କିଛି ଦିନ ପରେ ବୋର ଲାଗେ । |
ପ୍ରଚାର ଓ ପ୍ରସାର
[ସମ୍ପାଦନା]ଅସୁବିଧା
[ସମ୍ପାଦନା]| ଅସୁବିଧା (୨କ) | ମନ୍ତବ୍ୟ |
|---|---|
| ଘରେ ଘରେ କମ୍ପ୍ୟୁଟର ଓ ଇଣ୍ଟରନେଟର ଅଭାବ | |
| ଲୋକେ ଇଂରାଜୀ ସହ ଏତେ ଅଭ୍ୟସ୍ତ ହେଲେଣି ଯେ, ସଠିକ ଓଡ଼ିଆ ଶବ୍ଦ ମନେ ନାହିଁ | |
| ଭାଷା ମଧ୍ୟରେ ମାତୃଭାଷା ପ୍ରତି ଅଧିକ ଗୁରୁତ୍ଵ ଦିଆଯାଉନାହିଁ । | |
| ନିଜର ସମସାମୟିକ ବହୁତ ବନ୍ଧୁଙ୍କ ଆଗ୍ରହ ଥିଲେ ମଧ୍ୟ ଜୀବିକାର ବାସ୍ତବତା ଓ ସମୟର ଆବଶ୍ୟକତା ତଥା କିଛି ପରିମାଣରେ ଅର୍ଥର ସମସ୍ୟା ବି ରହିଛି । |
ଆବଶ୍ୟକତା
[ସମ୍ପାଦନା]| ଆବଶ୍ୟକତା (୨ଖ) | ମନ୍ତବ୍ୟ |
|---|---|
| ଯେତେବେଳେ କିଛି ବଡ଼ ମେଳଣ ବା କର୍ମଶାଳାର ଆୟୋଜନର ଯୋଜନା ହେଉଛି (ଜନ୍ମତିଥି ବାଦ) ବହୁତ ଆଗରୁ ତାରିଖ ସ୍ଥିର କରି ରଖିଲେ ବହୁତ ସ୍ଵେଚ୍ଛାସେବୀ ନିଜର ସମୟ ବାହାର କରି ଆସିପାରନ୍ତେ । | |
| ଉଇକିପିଡ଼ିଆ ପାଇଁ ଯାହା ନୂଆ ନୂଆ ପ୍ରଯୁକ୍ତି ବିଦ୍ୟା ଆଗରୁ ଅଛି ବା ଆଗକୁ ଆସୁଅଛି ସବୁ ଉଇକିଆଳିଙ୍କୁ ସେ ବାବଦରେ KT ଦରକାର । | |
| Front page requirements | |
| Offline advertisement while doing workshop by pasting posters in streets | |
| Direct invitation to some organisation so that we can get interested people (those people will come who are interested) | |
| ରାୟଗଡ଼ା ଜିଲ୍ଲାରେ ଓଡ଼ିଆ ଉଇକିପିଡ଼ିଆ ସମ୍ପର୍କରେ ଅଧିକ ପ୍ରଚାର/ ପ୍ରସାର ପାଇଁ ଏକ Team/ body ଗଠନ କରାଯାଇପାରିଲେ ଅଧିକ ପ୍ରଭାବୀ ହୋଇପାରିବ । | |
| କଲେଜ ସ୍ତରରେ ପିଲାଙ୍କୁ ତାଲିମ/ ଉତ୍ସାହ ଦିଆଯିବା ଦରକାର | |
| ଅଞ୍ଚଳର ଜଣାଶୁଣା ଲେଖକ/ ଲେଖିକା (ଯୁବ) ମାନଙ୍କୁ ସଂଶ୍ଳିଷ୍ଟ କରିବା ଦରକାର । | |
| ଓଡ଼ିଶା ସରକାରଙ୍କ ନିକଟରେ ଏହାର ପ୍ରଚାର ପ୍ରସାର ଓ ପ୍ରୋତ୍ସାହନ ପାଇଁ ଦାବୀ । | |
| କମ୍ପ୍ୟୁଟର ଜ୍ଞାନ ସହ ଓଡ଼ିଆ ଭାଷାକୁ ଭଲ ପାଉଥିବା କିଛି ସ୍ଵେଚ୍ଛାସେବୀ ଆମ ଅଞ୍ଚଳରେ ଏକତ୍ର ପାଇଁ ଉଦ୍ୟମ ହେବା ଦରକାର । | |
| ସବୁ ଉଇକିଆଳି ନିଜ ରାଜ୍ୟରେ ରହିଲେ ବହୁତ ସମସ୍ୟାର ସମାଧାନ ହୋଇପାରନ୍ତା । ତଥାପି ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ କିଛି ଦୂରଦୃଷ୍ଟି ପୂର୍ଣ୍ଣ ଯୋଜନାବଦ୍ଧ କାମ ହେଲେ ଉଇକିପିଡ଼ିଆର ବିକାଶ ହେଇପାରିବ । | |
| ସମ୍ବାଦପତ୍ର ସହ ଅନୁବନ୍ଧନ କରି ଲେଖା ପ୍ରକାଶ କରାଯାଇପାରେ । | |
| ଅନ୍ୟମାନଙ୍କୁ ଆକୃଷ୍ଟ କରିବାକୁ ହେଲେ କିଛି ସୁବିଧା ଦେବାକୁ ହେବ । ଯେପରିକି Wikipedia domainରେ mail id. ଫଳରେ ହୁଏତ କିଛି ବ୍ୟକ୍ତି ଆକୃଷ୍ଟ ହେଇ ପାରନ୍ତି । |