ଉଇକିପିଡ଼ିଆ:ଜନ୍ମତିଥି/୧୩/ଉପକ୍ରମ

ଉଇକିପିଡ଼ିଆ‌ରୁ





୨୦୦୧ ମସିହା,
ଇଂରାଜୀ ଭାଷାରେ ଆରମ୍ଭ ହେଲା
Wikipedia
ତା'ର ଠିକ ବରଷେ ପରେ ଓଡ଼ିଆ, ଅହମିୟା, ପଞ୍ଜାବୀ ଓ ମାଲାୟାଲାମ ଭାଷାରେ ମଧ୍ୟ ଆରମ୍ଭ ହେଲା ଉଇକିପିଡ଼ିଆ ।

ଆଉ ଆଜି ୮,୭୦୦ ରୁ ଅଧିକ ଓଡ଼ିଆ ପ୍ରସଙ୍ଗରେ ଭରା ଓଡ଼ିଆ ଉଇକିପିଡ଼ିଆ ।
ଆଶ୍ଚର୍ଯ୍ୟର ବିଷୟ ହେଉଛି ଏଥିରେ ଲେଖୁଥିବା, ସମ୍ପାଦନା କରୁଥିବା ସଭିଏଁ ହେଲେ ସ୍ୱେଚ୍ଛାସେବୀ!