ଉଇକିପିଡ଼ିଆ:କର୍ମଶାଳା/କିସ ଉଇକିପାଠାଗାର ପ୍ରକଳ୍ପ/୪

ଉଇକିପିଡ଼ିଆ‌ରୁ

ଏହି କର୍ମଶାଳାଟି ଛାତ୍ରମାନଙ୍କୁ ତାଲିମ ଦେବା ନିମନ୍ତେ ଉଦ୍ଦିଷ୍ଟ । "କାର୍ଯ୍ୟକାରୀ ଦଳ"ର ସଦସ୍ୟମାନେ ଛାତ୍ରମାନଙ୍କୁ ଓଡ଼ିଆ ଉଇକିପାଠାଗାର ବାବଦରେ ସୂଚନା ଦେବେ ଓ ସେମାନଙ୍କୁ ଓଡ଼ିଆରେ ଟାଇପ କରିବା ଶିଖାଇବେ । ଅକ୍ଟୋବର ୧୭ ତାରିଖରେ ଏହି କର୍ମଶାଳାଟି ଆୟୋଜିତ ହେବ ।

ପରିଚାଳନା[ସମ୍ପାଦନା]

  • ପ୍ରୀତିନନ୍ଦା ରାୟ - ପରିଚାଳକ
  • ସୁବାସ ଚନ୍ଦ୍ର ରାଉତ, ପୁରୁଖା ଓଡ଼ିଆ ଉଇକିଆଳି
  • ସୁଭାସିସ ପାଣିଗାହି, ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି

ଅଂଶଗ୍ରହଣ[ସମ୍ପାଦନା]

ତଳେ ଭାଗ ନେଇଥିବା ଶିକ୍ଷକଙ୍କ ଅଧୀନରେ ଥିବା ଦଳ ଅନୁସାରେ ଲେଖାଯାଇଛି ।

ପ୍ରୀତିନନ୍ଦା ରାୟ[ସମ୍ପାଦନା]

  1. କିଙ୍ଗ ଜେମ୍ସ ରାଇତ
  2. ସତ୍ୟନାରାୟଣ ବେହେରା
  3. ଚିନ୍ମୟ ସୋଏ
  4. ମମତା ରାଇକା
  5. ସୁଶାନ୍ତ ମାଝି

ମହତ ଶତପଥୀ[ସମ୍ପାଦନା]

  1. ମାର୍ସାଲ ହେମ୍ବ୍ରମ
  2. ରାମଚନ୍ଦ୍ର ସୋରେନ
  3. ହେମନ୍ତ ଖାଡ଼ିଆ
  4. ନନ୍ଦକିଶୋର ବରିହା
  5. ଏଲିସାୟା ରାଇତ

ଲୁସିନା ପ୍ରିୟଦର୍ଶିନୀ ରାଉତ[ସମ୍ପାଦନା]

  1. ସଞ୍ଜୟ କୁମାର ପୂର୍ତ୍ତୀ
  2. ପାଇକରାୟ ସିଂହ ଦେଓଗାଁ
  3. ଡୁଲମୁ ସିଂହ
  4. ଗୁରୁ ଚରଣ ମୁର୍ମୁ

ଶାସ୍ୱତୀ ଜେନା[ସମ୍ପାଦନା]

  1. ଦିଗମ୍ବର ନାୟକ
  2. ରାଜେନ୍ଦ୍ର କେରକେଟା
  3. ଜୟସିଂହ ହୋ
  4. କିଶୋର ହେମ୍ବ୍ରମ
  5. ରାମସାଇ ହେମ୍ବ୍ରମ

ନୀଳିମା ସାମନ୍ତ[ସମ୍ପାଦନା]

  1. ଅନିତା ମିଞ୍ଜ
  2. ବାହାଲିନ ମିଞ୍ଜ
  3. ବିଶ୍ୱସୀ ଟୋପୋ
  4. ରାନ୍ଦେ ନାଇକ

ମାନସୀ ଚନ୍ଦ୍ର ନାୟକ[ସମ୍ପାଦନା]

  1. ସୋମନାଥ ବାନ୍ଦିଆ
  2. ଦିଲ୍ଲୀପ କୁମାର ମୁଣ୍ଡା
  3. ରାଉତ ହେମ୍ବ୍ରମ
  4. ଧର୍ମେନ୍ଦ୍ର ପାତ୍ର
  5. ଦାମୁ ମୁଣ୍ଡା

ସାଗରିକା ପରିଡ଼ା[ସମ୍ପାଦନା]

  1. ଋକ୍ମଣ ବରିହା
  2. କୁମୁଦିନୀ ମୁର୍ମୁ
  3. ଲମ୍ବୋଦର ନାୟକ
  4. ବିରେନ୍ଦ୍ର ମାଝି
  5. କୃଷ୍ନା ସୋରେନ
  6. ଗୁରୁଚରଣ ମୁଣ୍ଡାରୀ

ସର୍ବେଶ୍ୱର ବେହେରା[ସମ୍ପାଦନା]

  1. ବନମାଳୀ ବଣୁଆ
  2. ସାରାତୀଳ ମଣ୍ଡଳ
  3. ମନୋଜ ଝଙ୍କାର
  4. ସୁର୍ଯ୍ୟକାନ୍ତ ପୁଜାରୀ
  5. ଦୀନବନ୍ଧୁ ନାୟକ

ଲୁସି ପ୍ରିୟଦର୍ଶିନୀ ନାୟକ[ସମ୍ପାଦନା]

  1. ଲୁସିପ୍ରିୟା କାଲୋ
  2. ମାଳତୀ ହେମ୍ବ୍ରମ
  3. କଲ୍ୟାଣୀ ଭୋଇ
  4. ଜଗନ୍ନାଥ ପିଡ଼ିକାକା

ବିବରଣୀ[ସମ୍ପାଦନା]

  • ଦୁର୍ଗା ପୂଜା ଛୁଟି ଓ କଲେଜରେ ଅନ୍ୟାନ୍ୟ କାମ ହେତୁ ଶିକ୍ଷକମାନେ ଛାତ୍ରମାନଙ୍କ ପାଇଁ ଏହି ତାଲିମ କାର୍ଯ୍ୟକ୍ରମ କରିବାର ଅବକାଶ ପାଇନଥିଲେ । ଏଥି ପାଇଁ ବିଳମ୍ବ ହେଲା ।

ବୈଷୟିକ ଅସୁବିଧା ଓ ସମାଧାନ[ସମ୍ପାଦନା]

  • କମ୍ପୁଟରମାନଙ୍କରେ ଏକ୍ସପିରେ ଓଡ଼ିଆ ଠିକ ଭାବେ ଦିଶୁନଥିବାର ତାହାକୁ ସୁଧାରିବା ପାଇଁ ଅନେକ ସମୟ ଲାଗିଥିଲା ।