ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ଉପସ୍ଥାପନା/ଓଡ଼ିଆ ଭାଷାରେ Optical Character Recognition (OCR)

ଉଇକିପିଡ଼ିଆ‌ରୁ
ଉପସ୍ଥାପନା ସଂଖ୍ୟା
ଉପସ୍ଥାପନାର ନାମ (Title of the submission)

ଓଡ଼ିଆ ଭାଷାରେ Optical Character Recognition (OCR)

ଉପସ୍ଥାପକଙ୍କ ନାମ (Author of the submission)

ପ୍ରଫେସର ଅଜିତ କୁମାର ନାୟକ ଓ ଛାତ୍ରଛାତ୍ରୀ

ଇ-ମେଲ ଠିକଣା (E-mail address)

ajitnayak2000@gmail.com, mamata2005@gmail.com, soumya.panda@gmail.com

ବ୍ୟବ‌ହାରକାରୀ ନାମ (Username)
ସଙ୍ଗଠନ (Affiliation, if any (organisation, company etc.))

Institute of Technical Education and Research (ITER)

ବ୍ୟକ୍ତିଗତ ୱେବସାଇଟ କିମ୍ବା ବ୍ଲଗ (Personal homepage or blog)
ସଂକ୍ଷିପ୍ତ ବିବରଣୀ (Abstract (at least 300 words to describe your proposal))

ଓଡ଼ିଆ ଭାଷାରେ Optical Character Recognition (OCR) ଏକ ସଫ୍ଟ୍ୱାର ଯାହା ସ୍କାନ କରାଯାଇଥିବା ଲିପିବଦ୍ଧ ଛବିରୁ ଅକ୍ଷର ପଢ଼ି ତାହାକୁ ଲେଖା (text)ଭାବରେ ରୂପାନ୍ତରଣ କରିପାରେ । ଏହାଦ୍ୱାରା କମ୍ପୁଟରର ବ୍ୟବହାରିତାକୁ ମାନବ ସମାଜ ପାଇଁ ବୃଦ୍ଧି କରାଯାଇପାରିବ । ଏହାର ଉପଯୋଗିତା ସମାଜ ପାଇଁ ଅବ୍ୟକ୍ତନୀୟ । ଉଦାହରଣ ସ୍ୱରୁପ, ଯେ କୌଣସି ଓଡିଆ ପ୍ରଚଳିତ ଲେଖାକୁ କମ୍ପୁଟର ମାଦ୍ଧମରେ ଅଳ୍ପ ସମୟ ବିନିଯୋଗରେ ସଂରକ୍ଷଣ, ଶଦ୍ଦରେ ପ୍ରତିଧ୍ୱନି କରି ଶ୍ରବଣ, ସ୍ୱଳ୍ପ କମ୍ପୁଟର ସଂରକ୍ଷଣ ବ୍ୟବହୃତ କରି ରକ୍ଷଣ କରାଯାଇପାରେ। ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ଭାଷା ପାଇଁ ଗବେଷକ ମାନଙ୍କ ନିରନ୍ତନ ଚେଷ୍ଟା ଚାଲିଆସିଛି । ଆମ ଓଡିଆ ଭାଷାର ଓ.ସି.ଆର୍ ସଫ୍ଟ୍ୱାର ପାଇଁ ମଧ୍ୟ ୨୦୦୧ ମସିହାରୁ କଲିକତାର B. B. Chaudhuri, U. Pal ନାମକ ବ୍ୟକ୍ତି ମାନେ ଚେଷ୍ଟା କରି ଆସିଛନ୍ତି । ଏବଂ ପରେ ପରେ ଅନ୍ୟାନ୍ୟ ଓଡିଶାର ଗବେଷକ ମାନେ ମଧ୍ୟ ଏହାର ଉଦ୍ଭାବନ ପାଇଁ ଚେଷ୍ଟା କରି ଆସୁଛନ୍ତି । କିନ୍ତୁ କେବଳ ଲିପିବଦ୍ଧ ଆକାରରେ ସେ ଗୁଡିକ ଇଣ୍ଟରନେଟରେ ଉପଲବ୍ଧ । କହିବାକୁ ହେଲେ ଓଡିଆ ଭାଷାରେ ବ୍ୟବହୃତ ହେଉଥିବା ଅକ୍ଷରମାଳା ( ସ୍ୱରବର୍ଣ୍ଣ, ବ୍ୟଞନବର୍ଣ୍ଣ, ଅତିରିକ୍ତ ବର୍ଣ୍ଣ, ଫଳା ଏବଂ ଯୁକ୍ତାକ୍ଷର ) ଓ.ସି.ଆର୍ ସଫ୍ଟ୍ୱାର ନିର୍ମାଣ କୁ ଅଧିକ ମାତ୍ରାରେ ଗୁଣାତ୍ମକ କରିଆସିଛି । ବର୍ତ୍ତମାନ ଯୁଗରେ ଟେଷରାକ୍ଟ (Tesseract) ଏକ ଓ.ସି.ଆର୍ ଯାହା ବିନା ଶୁଳ୍କ ରେ ଇଣ୍ଟରନେଟ ରେ ମୁକ୍ତ ଉପଲବ୍ଧ । ଏହା ଇଂରାଜୀ, ଇଟାଲୀ, ଫ୍ରାନ୍ସ୍, ଜର୍ମାନ ଏବଂ ଡଟ୍ଚ ଭାଷା ପାଈଁ କାର୍ଯକ୍ଷମ ହୋଇପାରିଛି । ଏବଂ କିଛି ଭାରତୀୟ ଭାଷା ଯଥା ବଙ୍ଗଳା, ତାମିଲ, ତେଲୁଗୁ ଓ ମାଲାୟାଲାମ ପାଈଁ ମଧ୍ୟ ଉପଯୋଗୀ । ଏହି ସଫ୍ଟ୍ୱାର ଟି ବର୍ତ୍ତମାନ ଗୁଗଲ ଦ୍ୟାରା ପ୍ରାପ୍ୟ ଏବଂ ସଂରକ୍ଷଣ କରାଯାଉଛି । ଟେଷରାକ୍ଟ କୁ ଯେ କୌଣସି ଭାଷା ଉପଯୋଗି କରିବାକୁ ହେଲେ ଏହାକୁ (Trained) କରିବାକୁ ପଡିଥାଏ ।

ବିଷୟ (Track)
ଟେକନୋଲୋଜି ଓ ଇଣ୍ଟରଫେସ (Technology & Interface)
ପାଠ୍ୟକାଳ (Length of session (if other than 30 minutes, specify how long))
୩୦ ମିନିଟ


ଅଧିକ ସୂଚନା ନିମନ୍ତେ ସ୍ଲାଇଡ଼ (ଇଚ୍ଛାଧୀନ) (Slides or further information)


ଇଚ୍ଛୁକ ଉଇକିଆଳି (Interested Wikimedians)[ସମ୍ପାଦନା]

ଆପଣ ଏହି ଉପସ୍ଥାପନାରେ ଅଂଶଗ୍ରହଣ କରିବା ନିମନ୍ତେ ଇଚ୍ଛୁକ ଥିଲେ ଦୟାକରି ନିଜର ବ୍ୟବ‌ହାରକାରୀ ନାମ (username) ତଳେ ଯୋଡ଼ନ୍ତୁ । ଏହା ଉପସ୍ଥାପନାକାରୀଙ୍କୁ ଅଧିକ ସାହାଯ୍ୟ କରିବ । ନିଜର ନାମ ଯୋଡ଼ିବା ପାଇଁ ଏକ # ଚିହ୍ନ ଦେଇ ତା'ପରେ ଉପରେ ଥିବା ଏହି ଚିହ୍ନରେ କ୍ଲିକ କରି ଏହି ପୃଷ୍ଠାଟିକୁ ସାଇତିଲେ ଆପେଆପେ ଆପଣଙ୍କ ନାମ ଏଥିରେ ଯୋଡ଼ିହେଇ‌ଯିବ ।

  1. ଆପଣଙ୍କ ନାମ ଏହା ତଳେ ଯୋଡ଼ନ୍ତୁ (Add your username below this line.)
  2. --ସୁଭାସିସ ପାଣିଗାହି
  3. --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୧୫, ୨୭ ମାର୍ଚ୍ଚ ୨୦୧୪ (UTC)
  4. --ଶିତିକଣ୍ଠ (ଆଲୋଚନା) ୧୯:୧୧, ୨୭ ମାର୍ଚ୍ଚ ୨୦୧୪ (UTC)