ଉଇକିପିଡ଼ିଆ:ଉଇକିପ୍ରକଳ୍ପ/ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ ୨
ଦେଖଣା
ପ୍ରିୟ ଉଇକିଆଳି ବନ୍ଧୁଗଣ,
ଉଇକିପିଡିଆରେ ଆବଶ୍ୟକୀୟ ଚିତ୍ର, ଫୋଟ, ଭିଡିଓରେ ଭରିବା ପାଇଁ ଏହା ତୃତୀୟ ଅଭିଯାନ । ଏହା ପୂର୍ବରୁ ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ ଓ ଉଇକିପିଡ଼ିଆକୁ ଭଲପାଏ ଭୁବନେଶ୍ଵର (ଅକ୍ଟୋବର) କାର୍ଯ୍ୟକାରୀ ହୋଇସାରିଛି । ପୂର୍ବ କାର୍ଯ୍ୟକ୍ରମ ଗୁଡିକ ଯୋଗୁଁ ନୂଆ ଉଇକି ଲେଖା ପାଇଁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନଥିଲା । କିନ୍ତୁ ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆ ଯେଉଁ ଗତିରେ ସମ୍ପ୍ରସାରିତ ହେଉଛି ତାହାକୁ ଆଖି ଆଗରେ ରଖି ଏକ ନୂତନ ପ୍ରଳକ୍ପ ପାଇଁ ଆଲୋଚନା କରଯାଇଥିଲା । ସେହି ଆଲୋଚନା ଅନୁସାରେ ଏହି ନୂତନ ପ୍ରକଳ୍ପଟି ଆରମ୍ଭ କରାଯାଉଛି ।
- ସହାୟକ ପ୍ରତିଷ୍ଠାନ: ସୃଜନିକା
ଅବଶ୍ୟକୀୟ ଫୋଟ/ଚିତ୍ର/ଭିଡିଓ
[ସମ୍ପାଦନା]ଓଡ଼ିଶାର ପ୍ରମୁଖ ଦର୍ଶନୀୟ ସ୍ଥାନ/ମନ୍ଦିରର ଫୋଟ
- *
- *
ଓଡ଼ିଶାର ଲେଖକ/ଲେଖିକା, କବି ଓ ଚିତ୍ର ତରକାଙ୍କର ଫୋଟ (ଯଦି ମୃତ ତେବେ ସତ୍ଵାଧିକାର ଥିବା ଫୋଟବି ଚଳିବ)
- *
- *
ଓଡ଼ିଶାର ପ୍ରମୁଖ ବହି ଓ ପତ୍ରିକାର ପ୍ରଚ୍ଛଦ (ବର୍ତ୍ତମାନ ଚାଲୁଥିବା ଓ ବନ୍ଦ ହୋଇଯାଇଥିବା ପତ୍ରିକା)
- *
- *
ସମୟ ସୀମା
[ସମ୍ପାଦନା](ଧାର୍ଯ୍ୟ ହୋଇନାହିଁ)
ଆଗ୍ରହୀ ଉଇକିଆଳି
[ସମ୍ପାଦନା](ନାମ ଲେଖାଇଥିବା ଉଇକିଆଳିମାନେ :)
ପରିଚାଳକ
[ସମ୍ପାଦନା]
ଯୋଗ ହୋଇଥିବା ଚିତ୍ର, ଭିଡିଓ ଓ ଫୋଟ
[ସମ୍ପାଦନା]ଚିତ୍ର
[ସମ୍ପାଦନା]ଚିତ୍ରଟିର ଲିଙ୍କ | ପ୍ରଦାନକାରୀ | ବିବରଣୀ |
---|---|---|
ଉଦାହରଣ | ଉଦାହରଣ | ଉଦାହରଣ |
ଉଦାହରଣ | ଉଦାହରଣ | ଉଦାହରଣ |
ଉଦାହରଣ | ଉଦାହରଣ | ଉଦାହରଣ |
ଉଦାହରଣ | ଉଦାହରଣ | ଉଦାହରଣ |
ଉଦାହରଣ | ଉଦାହରଣ | ଉଦାହରଣ |
ଫୋଟ
[ସମ୍ପାଦନା]ଫୋଟଟିର ଲିଙ୍କ | ଉତ୍ତୋଳନକାରୀ | ବିବରଣୀ |
---|---|---|
ଉଦାହରଣ | ଉଦାହରଣ | ଉଦାହରଣ |
ଉଦାହରଣ | ଉଦାହରଣ | ଉଦାହରଣ |
ଉଦାହରଣ | ଉଦାହରଣ | ଉଦାହରଣ |
ଉଦାହରଣ | ଉଦାହରଣ | ଉଦାହରଣ |
ଉଦାହରଣ | ଉଦାହରଣ | ଉଦାହରଣ |
ଭିଡିଓ
[ସମ୍ପାଦନା]ଭିଡିଓଟିର ଲିଙ୍କ | ଉତ୍ତୋଳନକାରୀ | ବିବରଣୀ |
---|---|---|
ଉଦାହରଣ | ଉଦାହରଣ | ଉଦାହରଣ |
ଉଦାହରଣ | ଉଦାହରଣ | ଉଦାହରଣ |
ଉଦାହରଣ | ଉଦାହରଣ | ଉଦାହରଣ |
ଉଦାହରଣ | ଉଦାହରଣ | ଉଦାହରଣ |
ଉଦାହରଣ | ଉଦାହରଣ | ଉଦାହରଣ |