ଇସ୍ରାଡିପାଇନ
| Clinical data | |
|---|---|
| Trade names | DynaCirc, Prescal |
| AHFS/Drugs.com | monograph |
| MedlinePlus | a693048 |
| Pregnancy category |
|
| Routes of administration | By mouth |
| Legal status | |
| Legal status | |
| Pharmacokinetic data | |
| Bioavailability | 15-24% |
| Protein binding | 95% |
| Metabolism | 100% liver |
| Elimination half-life | 8 hours |
| Excretion | 70% kidney, 30% fecal |
| Identifiers | |
| |
| ECHA InfoCard | 100.158.721 |
| Chemical and physical data | |
| Formula | C19H21N3O5 |
| Molar mass | ୩୭୧.୩୯ g·mol−1 |
| 3D model (JSmol) | |
| |
| |
| (verify) | |
ଇସ୍ରାଡିପାଇନ (ଇଂରାଜୀ ଭାଷାରେ Isradipine), ଅନ୍ୟମାନଙ୍କ ମଧ୍ୟରେ ଡାଇନାସିର୍କ (DynaCirc) ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଏହି ବ୍ୟବହାର ପାଇଁ ଅନେକ ପ୍ରଥମ ଲାଇନ୍ ଏଜେଣ୍ଟମାନଙ୍କ ମଧ୍ୟରୁ ଏହା ଗୋଟିଏ । ଏହା ପାଟିରେ ଦିଆଯାଏ । ଏହାର ସର୍ବାଧିକ ପ୍ରଭାବ ଚାରି ସପ୍ତାହ ପର୍ଯ୍ୟନ୍ତ ରହିପାରେ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଫୁଲା, ଦୃତ ହୃତ୍କମ୍ପନ ଏବଂ ମୁଣ୍ଡ ହାଲୁକା ଲାଗିବା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍ପାତ, ଛାତି ଯନ୍ତ୍ରଣା ଏବଂ ନିମ୍ନ ରକ୍ତଚାପ ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଡାଇହାଇଡ୍ରୋପାଇରିଡାଇନ ଶ୍ରେଣୀର ଏକ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର |
୧୯୭୮ ମସିହାରେ ଇସ୍ରାଡିପାଇନ ପେଟେଣ୍ଟ ହୋଇଥିଲା ଏବଂ ୧୯୮୯ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଷ୍ଟ୍ରରେ ୫ ମିଗ୍ରା ମାତ୍ରାରେ ଏହି ଔଷଧ ଦିନକୁ ଦୁଇଥର ଦେଲେ ମାସକୁ ପ୍ରାୟ ୨୭ ଡଲାର ଖର୍ଚ୍ଚ ହୁଏ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Isradipine Monograph for Professionals". Drugs.com (in ଇଂରାଜୀ). Archived from the original on 31 August 2021. Retrieved 1 December 2021.
- ↑ "Isradipine Use During Pregnancy". Drugs.com (in ଇଂରାଜୀ). Archived from the original on 24 October 2020. Retrieved 1 December 2021.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 465. ISBN 9783527607495. Archived from the original on 2021-08-27. Retrieved 2021-10-09.
- ↑ "Isradipine Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Archived from the original on 20 September 2016. Retrieved 1 December 2021.