ଇସ୍ପାତ ଇଂଗ୍ଲିଶ ମିଡିୟମ ସ୍କୁଲ

ଉଇକିପିଡ଼ିଆ‌ରୁ


ଇସ୍ପାତ ଇଂଗ୍ଲିଶ ମିଡିୟମ ସ୍କୁଲ ପୂର୍ବ ଭାରତ ଏକ ବହୁତ ପ୍ରତିଷ୍ଠିତ ବିଦ୍ୟାଳୟ । ଏହା ଶିଳ୍ପନଗରୀ ରାଉରକେଲାର ସେକ୍ଟର-20ରେ ଅବସ୍ଥାପିତ । ଏହି ବିଦ୍ୟାଳୟ ସର୍ବ ଭାରତର ୧୦୦ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଏ ।

ଇତିହାସ[ସମ୍ପାଦନା]

ଇସ୍ପାତ ଇଂଗ୍ଲିଶ ମିଡିୟମ ସ୍କୁଲ ହେଉଛି ଷ୍ଟୀଲ ଅଥୋରିଟି ଅଫ ଇଣ୍ଡିଆଦ୍ୱାରା ଅଧିକୃତ ଏକ ମାତ୍ର ବିଦ୍ୟାଳୟ ଯାହା କାଉନ୍ସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗଜାମଦ୍ୱାରା ପରିଚାଳିତ ହୁଏ । ଏହି ବିଦ୍ୟାଳୟ ୧୯୬୧ ମସିହାରେ ୨୭ ଛାତ୍ର/ଛାତ୍ରୀ, ୫ ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ୨ଟି ଶ୍ରେଣୀ ଗୃହରେ ଆରମ୍ଭ ହୋଇଥିଲା । ୨୦୧୧ ମସିହାରେ ଏହି ବିଦ୍ୟାଳୟ ନିଜର ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରି ଥିଲା ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]