ଇସ୍କନ ମନ୍ଦିର, ଦିଲ୍ଲୀ
ଇସ୍କନ ମନ୍ଦିର , ନୂଆ ଦିଲ୍ଲୀ | |
---|---|
![]() Outer View of Temple | |
ନାମ | |
ମୂଳ ନାମ | ଶ୍ରୀ ଶ୍ରୀ ରାଧା ପାର୍ଥସାରଥୀ ମନ୍ଦିର |
ଦେବନାଗରୀ | श्री श्री राधा पर्थसरथि मन्दिर |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 28°33′29″N 77°14′36″E / 28.55806°N 77.24333°ECoordinates: 28°33′29″N 77°14′36″E / 28.55806°N 77.24333°E |
ଦେଶ | India |
ରାଜ୍ୟ | Delhi |
ଜିଲ୍ଲା | New Delhi |
ଅବସ୍ଥିତି | Hare Krishna Hills, East of Kailash |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | Radha Parthasarathi (Krishna and Radha) |
ତିଆରି ଶୈଳୀ | Hindu temple architecture |
ଇତିହାସ ଓ ପାଳନ | |
ନିର୍ମାଣ କାଳ | 1998 |
ୱେବସାଇଟ | iskcondelhi |
ଶ୍ରୀ ଶ୍ରୀ ରାଧା ପାର୍ଥସାରଥୀ ମନ୍ଦିର (ହିନ୍ଦୀ : श्री श्री राधा पार्थसारथी मन्दिर ), ସାଧାରଣତଃ ଇସ୍କନ ମନ୍ଦିର ଭାବରେ ପରିଚିତ , ଏକ ସୁପରିଚିତ ବୈଷ୍ଣବ ମନ୍ଦିର , ଯାହା ଭାରତର ରାଜଧାନୀ ନୂଆଦିଲ୍ଲୀରେ ଅବସ୍ଥିତ ।ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣ ଓ ରାଧାରଣୀଙ୍କୁ ଆରାଧନା କରାଯାଏ ଓ ତାଙ୍କୁ ରାଧା ପାର୍ଥସରଥୀ କୁହା ଯାଇଥାଏ । ଏହିମନ୍ଦିର 1998ରେ ନିର୍ମିତ ହେଇଥିଲା ଓ ଏହା ନୂଆ ଦିଲ୍ଲୀର କୈଳାସ ଅଞ୍ଚଳର ପୂର୍ବ ଭାଗରେ ସ୍ଥିତ ହରେ କୃଷ୍ଣ ପାହାଡ ଉପରେ ରହିଛି । ଏହା ନୂଆ ଦିଲ୍ଲୀର ଏକ ବିଶିଷ୍ଟ ପର୍ଯ୍ୟଟକ ସ୍ଥଳୀ । ଏଠାରେ ମନ୍ଦିର ସହ ଆଧୁନିକ ଭାବରେ ବେଦ ଉପରେ ଗବେଷଣା ପାଇଁ ବେଦିକ ଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି ।
ମନ୍ଦିର ସମୂହ [ସମ୍ପାଦନା]
ଇସ୍କନ ସଂସ୍ଥାର ଶ୍ରୀଲ ପ୍ରଭୁପାଦ [୧]ଙ୍କ ଆଦେଶାନୁସାରେ ଏହି ମନ୍ଦିରର ନକସା ଓ ନିର୍ମାଣ କାର୍ଯ୍ୟ ଅଚ୍ୟୁତ କାନବିନ୍ଧେ ନାମକ ସ୍ଥପତ୍ୟଙ୍କଦ୍ୱାରା 1993 ମସିହାରେ ହେଇଥିଲା । ଏଠାରେ ପୂଜକ ଓ ସେବକ ମାନଙ୍କ ପାଇଁ ଅନେକ ସଂଖ୍ୟାରେ କୋଠରି ରହିଛି । ପ୍ରଶାସନ ଓ ସେମିନାର ସବୁ କରିବା ପାଇଁ ଅନେକ ହଲ ନିର୍ମିତ ହେଇଛି । [ଆଧାର ଲୋଡ଼ା]
ଗେଲେରୀ [ସମ୍ପାଦନା]
ଯାନୀ ଯାତ୍ରା [ସମ୍ପାଦନା]
ପୁନଶ୍ଚ ଦେଖଣା [ସମ୍ପାଦନା]
- Vaishnavism
- ISKCON Mayapur
- http://ISKCONMumbai
- ISKCON Punjabi Bagh & Vedic Centre Delhi
- ISKCON Temple Chennai
- ISKCON Temple Patna
- ISKCON Temple Ahmedabad
- Gaudiya Vaishnavism
- Svayam Bhagavan
ଆଧାର [ସମ୍ପାଦନା]
- ↑ KK Ashraf, J Belluardo, An architecture of independence: the making of modern South Asia : Charles Correa, Balkrishna Doshi, Muzharul Islam, Achyut Kanvinde, ISBN 978-0-9663856-0-1, 1998, p.15
ବାହ୍ୟ ସଂଯୋଗ ସବୁ [ସମ୍ପାଦନା]
- ISKCON Temple, Delhi
- ISKCON News: Official News Agency of ISKCON
- http://ISKCONMumbai
- ISKCON Vrindavan
- ISKCON Desire Tree