Jump to content

ଇସାଭୁକୋନାଜୋନିଅମ

ଉଇକିପିଡ଼ିଆ‌ରୁ
Isavuconazonium
Clinical data
Trade namesCresemba
SynonymsIsavuconazonium sulfate
AHFS/Drugs.commonograph
Pregnancy
category
    Routes of
    administration
    By mouth, intravenous (IV)
    Legal status
    Legal status
    Chemical and physical data
    FormulaC35H35F2N8O5S
    Molar mass୭୧୭.୭୭ g·mol−1
    3D model (JSmol)
    • C[C@@H](c1nc(cs1)c2ccc(cc2)C#N)[C@](Cn3c[n+](cn3)C(C)OC(=O)N(C)c4c(cccn4)COC(=O)CNC)(c5cc(ccc5F)F)O.OS(=O)(=O)[O-]
    • InChI=1S/C35H35F2N8O5S.H2O4S/c1-22(33-42-30(18-51-33)25-9-7-24(15-38)8-10-25)35(48,28-14-27(36)11-12-29(28)37)19-45-21-44(20-41-45)23(2)50-34(47)43(4)32-26(6-5-13-40-32)17-49-31(46)16-39-3;1-5(2,3)4/h5-14,18,20-23,39,48H,16-17,19H2,1-4H3;(H2,1,2,3,4)/q+1;/p-1/t22-,23?,35+;/m0./s1
    • Key:LWXUIUUOMSMZKJ-KLFWAVJMSA-M
      (verify)

    ଇସାଭୁକୋନାଜୋନିଅମ (ଇଂରାଜୀ ଭାଷାରେ Isavuconazonium), କ୍ରେସମ୍ବା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆସ୍ପର୍ଗିଲୋସିସ୍ ଏବଂ ମ୍ୟୁକୋର୍ମାଇକୋସିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ମ୍ୟୁକୋର୍ମାଇକୋସିସ୍ ପାଇଁ ଯେତେବେଳେ ଆମ୍ଫୋଟେରିସିନ୍ ବି ଉପଯୁକ୍ତ ନୁହେଁ ସେତେବେଳେ ଏହା ବ୍ୟବହୃତ ହୁଏ । [] ଏହା ପାଟିରେ ଦିଆଯାଇପାରେ କିମ୍ବା ଧୀରେ ଧୀରେ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ବାନ୍ତି, ଅଣନିଶ୍ୱାସ, ପେଟ ଯନ୍ତ୍ରଣା, ତରଳ ଝାଡ଼ା, ମୁଣ୍ଡବିନ୍ଧା, କମ୍ ରକ୍ତ ପୋଟାସିୟମ୍ ଏବଂ ରାସ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ ଛୋଟ କ୍ୟୁଟି (QT) ଅନ୍ତର୍ଭୁକ୍ତ ହୋଇପାରେ ।[] [] ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଟ୍ରାଇଜୋଲ୍ ଶ୍ରେଣୀର ଏକ କବକରୋଧୀ ଔଷଧ ଏବଂ ଶରୀରରେ ଇସାଭ୍ୟୁକୋନାଜୋଲରେ ପରିଣତ ହେବା ପରେ କାମ କରେ ।[]

    ୨୦୧୫ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇସାଭ୍ୟୁକୋନାଜୋନିଅମ୍ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୦୧ ସୁଦ୍ଧା ୨୦୦ ମିଗ୍ରାର ଏକ ଭାଏଲର ମୂଲ୍ୟ ୩୦୦ ଡଲାର ଖର୍ଚ୍ଚ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୫୦ ଡଲାର ଅଟେ ।[]

    1. 1 2 "Isavuconazonium (Cresemba) Use During Pregnancy". Drugs.com. 31 January 2020. Archived from the original on 2 December 2020. Retrieved 26 August 2020.
    2. 1 2 3 4 5 "Cresemba- isavuconazonium sulfate capsule Cresemba- isavuconazonium sulfate injection, powder, lyophilized, for solution". DailyMed. 2 December 2019. Archived from the original on 30 March 2021. Retrieved 26 August 2020.
    3. 1 2 3 "Cresemba". Archived from the original on 10 August 2020. Retrieved 28 November 2021.
    4. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 635. ISBN 978-0857114105.
    5. 1 2 "Isavuconazonium Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 26 November 2021.
    6. Wilkes, Gail M.; Barton-Burke, Margaret (2019). 2020-2021 Oncology Nursing Drug Handbook (in ଇଂରାଜୀ). Jones & Bartlett Learning. pp. 1874–1876. ISBN 978-1-284-17132-7. Archived from the original on 2021-09-05. Retrieved 2021-09-05.
    7. "Cresemba Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 April 2020. Retrieved 28 November 2021.