Jump to content

ଇଶା ଦେ

ଉଇକିପିଡ଼ିଆ‌ରୁ
ଇଶା ଦେ
ଜନ୍ମ
ଇଶା ୱାଡ଼ନେକର

୨୫ ମଇ[][]
ଶିକ୍ଷାନୁଷ୍ଠାନଲଣ୍ଡନ୍ ସ୍କୁଲ୍ ଅଫ୍ ଡ୍ରାମାଟିକ୍ ଆର୍ଟ
ବୃତ୍ତିସମୂହ
  • ଅଭିନେତ୍ରୀ
  • କଥକ ନର୍ତ୍ତକୀ
ସକ୍ରିୟ ବର୍ଷ୨୦୧୧–ଏବେଯାଏଁ
ପ୍ରସିଦ୍ଧିମହାରାଷ୍ଟ୍ରଚି ହାସ୍ୟଯାତ୍ରା

ଇଶା ଦେ (ଜନ୍ମନାମ: ଇଶା ୱାଡ଼ନେକର) ଜଣେ ଭାରତୀୟ ଅଭିନେତ୍ରୀ ଓ କଥକ ନୃତ୍ୟଶିଳ୍ପୀ । ସେ ମୁଖ୍ୟତଃ ମରାଠୀ ଥିଏଟର, ମରାଠୀ କଥାଚିତ୍ର, ୱେବ୍ ସିରିଜ୍ ଓ ଦୂରଦର୍ଶନ ଦାହରାବାହଦାହରାବାହିକ ଆଦିରେ କାମ କରନ୍ତି । ମରାଠୀ ଦୂରଦର୍ଶନ କାର୍ଯ୍ୟକ୍ରମ ମହାରାଷ୍ଟ୍ରଚି ହାସ୍ୟଯାତ୍ରା ପାଇଁ ସେ ମୁଖ୍ୟତଃ ଜଣାଶୁଣା ।[][]

ଅଭିନୟ ଜୀବନ

[ସମ୍ପାଦନା]

୨୦୧୧ ମସିହାରେ, ସେ ଥିଏଟରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ, ସେ କଥାଚିତ୍ର, ଧାରାବାହିକ ଓ ୱେବ୍ ସିରିଜ୍ ଆଦିରେ କାମ କରିବା ଆରମ୍ଭ କରିଥିଲେ । ସେ ଭାଦିପା ନାମକ ଏକ କମ୍ପାନୀର ପ୍ରତିନିଧିତ୍ୱ କରନ୍ତି ।[] ୨୦୨୪ ମସିହାରେ, ସେ ରଣବୀର ସିଂହଙ୍କ ସହିତ ଡାଲମିଆ ସିମେଣ୍ଟର ବିଜ୍ଞାପନରେ କାମ କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୧୨ ଅଇୟା ଅଞ୍ଜୁ ହିନ୍ଦୀ

ଅଭିନୀତ ଧାରାବାହିକ

[ସମ୍ପାଦନା]
ଧାରାବାହିକ ଭୂମିକା ଭାଷା ମନ୍ତବ୍ୟ
ଚୁକଭୁଲ ଦ୍ୟାବି ଘ୍ୟାବି ବନ୍ଦି ମରାଠୀ
ସୁଖି ମାନସଚ ସାଦାରା
ମହାରାଷ୍ଟ୍ରଚି ହାସ୍ୟଯାତ୍ରା' ପ୍ରତିଯୋଗୀ
୯ ଟୁ ୫ ଦେବିକା ମରାଠୀ ଟିଭି ସିରିଜ୍

ଅଭିନିତ ୱେବ୍ ସିରିଜ୍

[ସମ୍ପାଦନା]
ସିରିଜ୍ ଭାଷା ଆଧାର
ଆଶ୍ରମ ହିନ୍ଦୀ []
  1. अडसूळ, नीलेश (2023-05-25). "Samir Choughule: 'किडे' असणारी 'डे'.. हास्यजत्रेतील 'या' अभिनेत्रीसाठी समीर चौगुलेची खास पोस्ट". Sakal (in ମରାଠୀ). Retrieved 2024-06-21.
  2. "'आडनावावरून ही बंगाली वाटते पण..'; 'हास्यजत्रे'तील अभिनेत्रीसाठी समीर चौघुलेची खास पोस्ट". Lokmat (in ମରାଠୀ). 2023-05-25. Retrieved 2024-06-21.
  3. "लंडनमधून अभिनय प्रशिक्षण ते महाराष्ट्राची हास्यजत्रा; अभिनेत्रीची अशी झालेली शोमध्ये एन्ट्री". Maharashtra Times (in ମରାଠୀ). Retrieved 2024-06-21.
  4. "विशाखा सुभेदारच्या जागी 'हास्यजत्रेत' आलेल्या 'या' अभिनेत्रीसाठी Samir Choughule ची खास पोस्ट". Zee 24 Taas (in ମରାଠୀ). 2023-05-25. Retrieved 2024-06-21.
  5. ୫.୦ ୫.୧ "'महाराष्ट्राची हास्यजत्रा' शोमधील अभिनेत्री झळकणार 'आश्रम ३' वेब सीरिजमध्ये; पोस्टमुळे चर्चेला उधाण". Loksatta (in ମରାଠୀ). 2022-05-27. Retrieved 2024-06-21.
  6. जाधव, अपूर्वा (2024-03-23). "महाराष्ट्राची हास्यजत्रा फेम अभिनेत्रीची जाहिरातीत लागली रणवीर सिंहसोबत वर्णी". ABP Majha (in ମରାଠୀ). Retrieved 2024-06-21.

ବାହାର ଲିଙ୍କ୍

[ସମ୍ପାଦନା]