ଇଲୁସ୍ ଆହୁଲ୍‌ୱାଲିଆ

ଉଇକିପିଡ଼ିଆ‌ରୁ
ଇଲୁସ୍ ଆହୁଲୱାଲିଆ
ଜାତୀୟତାଭାରତ

ଇଲୁସ୍ ଜଜ୍ ଆହୁଲୱାଲିଆ ଜଣେ ଭାରତୀୟ କଳାକାର, ବ୍ରାଣ୍ଡ ଆମ୍ବାସ୍ୟାଡର, ଓ ବ୍ୟବସାୟୀ ।

ଜୀବନ[ସମ୍ପାଦନା]

ସେ ପ୍ରଥମେ ସାନୱାରସ୍ଥିତ ଲରେନସ୍ ବିଦ୍ୟାଳୟରେ ଚିତ୍ର ଶିକ୍ଷା ଲାଭ କରିଥିଲେ । ସେ ଜଣେ ଭାରତୀୟ ଆର୍ମି ଅଧିକାରୀଙ୍କୁ ବିବାହ କରିଥିଲେ ଓ ତାଙ୍କର ଦୁଇଟି ଝିଅ ଅଛନ୍ତି । ୧୯୯୮ରେ ଦିଲ୍ଲୀ ପ୍ରଦର୍ଶନୀରେ ସେ ପ୍ରଥମେ ତାଙ୍କର କଳା ବିକ୍ରି କରିଥିଲେ ।[୧]

ଆଧାର[ସମ୍ପାଦନା]

  1. N. D., This sohni kurhi is going places from The Tribune dated 23 January 2005, at tribuneindia.com, accessed 25 March 2012