Jump to content

ଇବ୍ରୁଟିନିବ

ଉଇକିପିଡ଼ିଆ‌ରୁ
ଇବ୍ରୁଟିନିବ
Clinical data
Trade namesImbruvica, others
SynonymsPCI-32765, CRA-032765
AHFS/Drugs.commonograph
MedlinePlusa614007
data
Pregnancy
category
    Routes of
    administration
    By mouth (capsules)
    Legal status
    Legal status
    Pharmacokinetic data
    Protein binding97.3%
    MetabolismLiver (CYP3A & CYP2D6)
    Elimination half-life4–6 hours
    ExcretionFeces (80%), urine (10%)
    Identifiers
    • 1-[(3R)-3-[4-Amino-3-(4-phenoxyphenyl)-1H-pyrazolo[3,4-d]pyrimidin-1-yl]piperidin-1-yl]prop-2-en-1-one
    ECHA InfoCard100.232.543 Edit this at Wikidata
    Chemical and physical data
    FormulaC25H24N6O2
    Molar mass୪୪୦.୫୧ g·mol−1
    3D model (JSmol)
    • C=CC(=O)N1CCC[C@H](C1)N2C3=C(C(=N2)C4=CC=C(C=C4)OC5=CC=CC=C5)C(=NC=N3)N
    • InChI=1S/C25H24N6O2/c1-2-21(32)30-14-6-7-18(15-30)31-25-22(24(26)27-16-28-25)23(29-31)17-10-12-20(13-11-17)33-19-8-4-3-5-9-19/h2-5,8-13,16,18H,1,6-7,14-15H2,(H2,26,27,28)/t18-/m1/s1
    • Key:XYFPWWZEPKGCCK-GOSISDBHBU

    ଇବ୍ରୁଟିନିବ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଇମ୍ବ୍ରୁଭିକା, ହେଉଛି ଏକ ଔଷଧ ଯାହା ମାଣ୍ଟଲ ସେଲ ଲିମ୍ଫୋମା (ଏମସିଏଲ/MCL), କ୍ରୋନିକ୍ ଲିମ୍ଫୋସାଇଟିକ ଲ୍ୟୁକେମିଆ (ସିଏଲଏଲ/CLL) ଏବଂ ୱାଲଡେନଷ୍ଟ୍ରୋମର ମାକ୍ରୋଗ୍ଲୋବୁଲିନେମିଆ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏମସିଏଲ ଓ ସିଏଲଏଲ ରୋଗରେ ଅନ୍ୟ ସମସ୍ତ ଚିକିତ୍ସା ବିଫଳ ହେଲେ ଏହି ଔଷଧ ବ୍ୟବହୃତ ହୁଏ ।[] ଗ୍ରାଫ୍ଟ ବନାମ ହୋଷ୍ଟ ରୋଗରେ ମଧ୍ୟ ଏହି ଔଷଧ ଦିଆଯାଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥ୍ରୋମ୍ବୋସାଇଟୋପେନିଆ, ନିମ୍ନ ଲୋହିତ ରକ୍ତ କଣିକା ସ୍ତର, କମ୍ ଶ୍ୱେତ ରକ୍ତ କଣିକା ସ୍ତର, ତରଳ ଝାଡ଼ା, ରାସ, ରକ୍ତସ୍ରାବ ଏବଂ ପାଟି ପ୍ରଦାହ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ହୃଦ୍‌ପାତ, ଉଚ୍ଚ ରକ୍ତଚାପ, ଅନ୍ୟାନ୍ୟ କର୍କଟ ଏବଂ ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ବ୍ରୁଟନ‌ର ଟାଇରୋସିନ୍ କାଇନେଜକୁ (BTK) ଅବରୋଧ କରି କାମ କରେ ଯାହାଦ୍ୱାରା ବି ସେଲ୍ ବିଭାଜନ ମନ୍ଥର ହୋଇଯାଏ ।[]

    ବା୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୪ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଇବ୍ରୁଟିନିବ ଅନୁମୋଦିତ ହୋଇଥିଲା ।[] [] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଉଲ୍ଲେଖ ଅଛି । [] ଜେନେରିକ୍ ସଂସ୍କରଣଗୁଡିକ ଅନୁମୋଦିତ ହୋଇଛି ।[] ଯୁକ୍ତରାଜ୍ୟରେ 4 ସପ୍ତାହ ଚିକିତ୍ସା ବାବଦ ଖର୍ଚ୍ଚ ୨୦୨୧ ସୁଦ୍ଧା ୫,୦୦୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୪,୫୦୦ ଡଲାର ଅଟେ ।[୧୦]

    1. "Ibrutinib (Imbruvica) Use During Pregnancy". Drugs.com. 3 December 2019. Archived from the original on 28 March 2020. Retrieved 28 March 2020.
    2. "Imbruvica 140 mg Film-Coated Tablets - Summary of Product Characteristics (SmPC)". (emc). 16 January 2020. Archived from the original on 28 March 2020. Retrieved 28 March 2020.
    3. "UK Ibrutinib label". UK Electronic Medicines Compendium. 25 August 2016. Archived from the original on 30 July 2019. Retrieved 3 October 2021.
    4. 1 2 3 4 5 6 7 "Imbruvica- ibrutinib capsule Imbruvica- ibrutinib tablet, film coated". DailyMed. 8 April 2020. Archived from the original on 12 August 2020. Retrieved 21 April 2020.
    5. 1 2 3 4 5 "Imbruvica EPAR". European Medicines Agency (EMA). 8 July 2021. Archived from the original on 10 April 2021. Retrieved 14 July 2021.
    6. "Ibrutinib Monograph for Professionals". Drugs.com (in ଇଂରାଜୀ). Archived from the original on 10 July 2020. Retrieved 24 November 2021.
    7. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
    8. "Ibrutinib: FDA-Approved Drugs". U.S. Food and Drug Administration (FDA). Archived from the original on 24 June 2021. Retrieved 19 June 2021.
    9. BNF 81: March-September 2021. BMJ Group and the Pharmaceutical Press. 2021. p. 1028. ISBN 978-0857114105.
    10. "Imbruvica Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 13 September 2021. Retrieved 24 November 2021.