ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର
ଦେଖଣା
| ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର ଆଇ. ଜି. ଆଇ. ଏୟାରପୋର୍ଟ | |||
|---|---|---|---|
| IATA: DEL – ICAO: VIDP
| |||
| ସାରକଥା | |||
| ବିମାନ ବନ୍ଦର ପ୍ରକାର | ସର୍ବସାଧାରଣ | ||
| ପରିଚାଳକ | ଦିଲ୍ଲୀ ଇଣ୍ଟରନାସନାଲ ଏୟାରପୋର୍ଟ ପ୍ରାଇଭେଟ ଲିମିଟେଡ (ଡି ଆଇ ଏ ଏଲ) | ||
| ସେବା | ଦିଲ୍ଲୀ | ||
| ଉଚ୍ଚତା (ସମୁଦ୍ର ଠାରୁ) | ୭୭୭ ft / ୪୨ m | ||
| ଦିଗବାରେଣି | 28°34′07″N 77°06′44″E / 28.56861°N 77.11222°E | ||
| ରନବେ | |||
| ଦିଗ | ଲମ୍ବ | ଭୂମି | |
| ft | m | ||
| ୧୦/୨୮ | ୩୮୧୦ | Asphalt | |
| ୦୯/୨୭ | ୨୮୧୩ | Asphalt | |
| ୧୧/୨୯ | ୪୪୩୦ | Asphalt | |
ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର , ନୂଆ ଦିଲ୍ଲୀରେ ଥିବା ଭାରତର ସର୍ବ ବୃହତ୍ତମ ବିମାନବନ୍ଦର। ଯାତ୍ରୀ ପରିବହନ ପାଇଁ ଏଠାରେଟି ୩ (ଆନ୍ତର୍ଜାତୀୟ) ଓ ୧ଡି (ଜାତୀୟ) ନାମରେ ଦୁଇଟି ଟର୍ମିନାଲ ଅଛି। ଏହି ବିମାନ ବନ୍ଦରଟି ଦିଲ୍ଲୀ ନଗରର ଦକ୍ଷିଣ ପଶ୍ଚିମ ଦିଗରେ ପାଲମ ଅଞ୍ଚଳରେ ଅବସ୍ଥିତ।