Jump to content

ଇନଫିଗ୍ରାଟିନିବ

ଉଇକିପିଡ଼ିଆ‌ରୁ
ଇନଫିଗ୍ରାଟିନିବ
Clinical data
Trade namesTruseltiq
SynonymsBGJ-398
AHFS/Drugs.commonograph
data
Pregnancy
category
Routes of
administration
By mouth
Legal status
Legal status
Chemical and physical data
FormulaC26H31Cl2N7O3
Molar mass୫୬୦.୪୮ g·mol−1
3D model (JSmol)
  • CCN1CCN(c2ccc(Nc3cc(N(C)C(=O)Nc4c(Cl)c(OC)cc(OC)c4Cl)ncn3)cc2)CC1
  • InChI=1S/C26H31Cl2N7O3/c1-5-34-10-12-35(13-11-34)18-8-6-17(7-9-18)31-21-15-22(30-16-29-21)33(2)26(36)32-25-23(27)19(37-3)14-20(38-4)24(25)28/h6-9,14-16H,5,10-13H2,1-4H3,(H,32,36)(H,29,30,31)
  • Key:QADPYRIHXKWUSV-UHFFFAOYSA-N

ଇନଫିଗ୍ରାଟିନିବ (ଇଂରାଜୀ ଭାଷାରେ Infigratinib), ଟ୍ରୁସେଲ୍ଟିକ୍ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପିତ୍ତ ନଳୀ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] ନିର୍ଦ୍ଦିଷ୍ଟ ଭାବରେ ଏହା ଦିଆଯାଏ ଯେତେବେଳେ ଫାଇବ୍ରୋବ୍ଲାଷ୍ଟ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର 2 (FGFR2) ଫ୍ୟୁଜନ୍ କିମ୍ବା ଅନ୍ୟାନ୍ୟ ପୁନର୍ଗଠନ ଯେଉଁଥିରେ ଅନ୍ୟ ଚିକିତ୍ସା ବିଫଳ ହୋଇଛି ।[୫] ଏହା ପାଟିରେ ଦିଆଯାଏ ।[୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଙ୍ଗୁଠି ନଖ ସମସ୍ୟା, ପାଟି ପ୍ରଦାହ, ଶୁଖିଲା ଆଖି, ଥକାପଣ, କେଶହାନୀ, ଗଣ୍ଠି ଯନ୍ତ୍ରଣା, କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଏବଂ ଆଖି ସମସ୍ୟା ହୋଇପାରେ ।[୫] ସାଧାରଣ ଅସ୍ୱାଭାବିକତା ମଧ୍ୟରେ ବୃକ୍‌କ ସମସ୍ୟା, କମ୍ ରକ୍ତ ଫସଫେଟ୍ ସ୍ତର, ଉଚ୍ଚ କ୍ୟାଲସିୟମ୍, କମ୍ ପୋଟାସିୟମ୍ ଏବଂ କମ୍ ସୋଡିୟମ୍ ହୋଇପାରେ ।[୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଏହା ଫାଇବ୍ରୋବ୍ଲାଷ୍ଟ ଅଭିବୃଦ୍ଧି ଫ୍ୟାକ୍ଟର୍ ଅଭିଗ୍ରାହକ ଗୁଡ଼ିକର (FGFR1, FGFR2 ଏବଂ FGFR3) ଏକ କାଇନେଜ ପ୍ରତିବନ୍ଧକ ।[୫]

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଇନଫିଗ୍ରାଟିନିବ ଅନୁମୋଦିତ ହୋଇଥିଲା ।[୫] ୨୦୨୨ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ଅନୁମୋଦିତ ହୋଇନାହିଁ ନୁହେଁ, ଯଦିଓ ଅନାଥ ମାନ୍ୟତାରେ (orphan status) ଅଛି ।[୬] ଯୁକ୍ତରାଷ୍ଟ୍ରରେ ଏହାର ୪ ସପ୍ତାହର ପୁନରାବର୍ତ୍ତନରେ ପ୍ରାୟ ୧୦,୭୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Truseltiq". Therapeutic Goods Administration (TGA). 22 November 2021. Retrieved 28 December 2021.{{cite web}}: CS1 maint: url-status (link)
  2. "Updates to the Prescribing Medicines in Pregnancy database". Therapeutic Goods Administration (TGA). 12 May 2022. Archived from the original on 3 April 2022. Retrieved 13 May 2022.
  3. "Summary Basis of Decision (SBD) for Truseltiq". Health Canada. 23 October 2014. Archived from the original on 29 May 2022. Retrieved 29 May 2022.
  4. "Truseltiq- infigratinib capsule". DailyMed. Archived from the original on 10 June 2021. Retrieved 10 June 2021.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ "DailyMed - TRUSELTIQ- infigratinib capsule". dailymed.nlm.nih.gov. Archived from the original on 10 June 2021. Retrieved 29 October 2022.
  6. "Infigratinib". SPS - Specialist Pharmacy Service. 14 January 2020. Archived from the original on 2 December 2021. Retrieved 29 October 2022.
  7. "Truseltiq". Archived from the original on 29 October 2022. Retrieved 29 October 2022.