ଇଡାରୁବାଇସିନ
| Clinical data | |
|---|---|
| Pronunciation | /ˌaɪdəˈruːbɪsɪn/ |
| Trade names | Zavedos, Idamycin, others |
| Synonyms | Idarubicin hydrochloride, 4-demethoxydaunorubicin, 9-acetyl-7-(4-amino-5-hydroxy-6-methyl-tetrahydropyran-2-yl)oxy-6,9,11-trihydroxy-7,8,9,10-tetrahydrotetracene-5,12-dione |
| AHFS/Drugs.com | monograph |
| MedlinePlus | a691004 |
| Pregnancy category |
|
| Legal status | |
| Legal status |
|
| Pharmacokinetic data | |
| Protein binding | 97% |
| Elimination half-life | 22 hours |
| Identifiers | |
| |
| Chemical and physical data | |
| Formula | C26H27NO9 |
| Molar mass | ୪୯୭.୫0 g·mol−1 |
| 3D model (JSmol) | |
| |
| |
| (verify) | |
ଇଡାରୁବାଇସିନ (ଇଂରାଜୀ ଭାଷାରେ Idarubicin), ଜାଭେଡୋସ ଏବଂ ଇଡାମାଇସିନ ବେପାର ନାମ, ହେଉଛି ଏକ ଔଷଧ ଯାହା ତୀବ୍ର ମାୟେଲଏଡ ଲିଉକେମିଆ (AML) ଏବଂ ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ସାଇଟାରାବାଇନ୍ ସହିତ ପ୍ରାୟ ବ୍ୟବହୃତ ହୁଏ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ କିମ୍ବା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, କେଶ ହାନୀ, ପେଟ ଯନ୍ତ୍ରଣା, ତରଳ ଝାଡ଼ା, ରକ୍ତସ୍ରାବ, ପାଟି ପ୍ରଦାହ, ଜ୍ୱର ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍ପାତ, ଅନିୟମିତ ହୃତ୍ ସ୍ପନ୍ଦନ, ଅସ୍ଥି ମଜ୍ଜା ଦମନ, ଉଚ୍ଚ ୟୁରିକ୍ ଏସିଡ୍ ସ୍ତର, ଯକୃତ ସମସ୍ୟା, ବୃକ୍କ ସମସ୍ୟା ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ଆନ୍ଥ୍ରାସାଇକ୍ଲିନ ଯାହା ଡନୋରୁବିସିନ ପରି କାର୍ଯ୍ୟ କରିଥାଏ ।[୩]
୧୯୯୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇଡାରୁବାଇସିନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଜ୍ୟରେ ପାଇଁ ୧୦ ମିଗ୍ରା ଇଞ୍ଜେକସନର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୭୫ ପାଉଣ୍ଡ ଥିଲା । [୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "IDArubicin Monograph for Professionals". Drugs.com (in ଇଂରାଜୀ). Archived from the original on 23 May 2021. Retrieved 25 November 2021.
- ↑ ୨.୦ ୨.୧ BNF 81: March-September 2021. BMJ Group and the Pharmaceutical Press. 2021. p. 948. ISBN 978-0857114105.
- ↑ "Doxorubicin". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 16 May 2021. Retrieved 25 November 2021.
- ↑ "Idarubicin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 23 May 2021. Retrieved 25 November 2021.