ଆସିକ୍ନୀ (ଦେବୀ)
| ଆସିକ୍ନୀ | |
|---|---|
| ଅନ୍ଯ ନାମ | Panchajani, Virani, Virini |
| Devanagari | असिक्नी |
| ସ୍ୱାମୀ/ସ୍ତ୍ରୀ | Daksha |
| ପିତାମାତା | Virana or Panchajana (father) |
| ସନ୍ତାନଗଣ | |
ଆସିକ୍ନୀ ଦେବୀ (ସଂସ୍କୃତ: असिक्नी) ହିନ୍ଦୁ ପୁରାଣରେ ବର୍ଣ୍ଣିତ ଏକ ମହିଳାଙ୍କର ନାମ ଯିଏ ଦକ୍ଷଙ୍କର (Daksha ଏକ ସହଚରୀ ଥିଲେ ଓ ତାଙ୍କର ପଞ୍ଚଜନୀ ଓ ବିରାଣୀ ନାମ ମଧ୍ୟ ଥିଲା । ଆସିକ୍ନୀ ଶବ୍ଦର ଅର୍ଥ ରାତ୍ରି ବା ଅନ୍ଧକାର । ଅଧିକାଂଶ ପୁରାଣରେ (scriptures) ଆସିକ୍ନୀଙ୍କର ୬୦୦୦ ପୁତ୍ର ଓ ୬୦ କନ୍ୟା ଥିବା ଉଲ୍ଲେଖ ହୋଇଛି ।
ନାମ ଓ ବର୍ଣ୍ଣନା
[ସମ୍ପାଦନା]ସଂସ୍କୃତ ଭାଷାରେ ଆସିକ୍ନୀ ଶବ୍ଦର ଅର୍ଥ ଅନ୍ଧକାର ବା ରାତ୍ରି; ଅନ୍ୟ ଅର୍ଥରେ ଝିଅ ମହିଳା ହେବାକୁ ଯାଉଛି ।[୧][୨] ଚେନାବ (Chenab) ନଦୀର ବର୍ଣ୍ଣନା କରିବାକୁ ଖ୍ରୀ:ପୂ: ୧୫୦୦ରେ ଏହି ନାମଟିର ସାହାଯ୍ୟ ଋଗବେଦରେ ନିଆଯାଇଛି ।[୩][୪][୫] [୬] ମଧ୍ୟ ଯୁଗର ସାହିତ୍ୟରେ ଏହାକୁ ତୀର୍ଥଯାତ୍ରାର ନଦୀ କୁହାଯାଏ ।[୭]
ଆଉ ମଧ୍ୟ ସେ ପାରିବାରିକ ନାମ ପଞ୍ଚଜନୀ ଓ ବିରାଣୀ ନାମରେ ପରିଚିତା ଥିଲେ ।[୮]
କିମ୍ବଦନ୍ତୀ
[ସମ୍ପାଦନା]ଜନ୍ମ
[ସମ୍ପାଦନା]ପିତା ମାତାଙ୍କ ବିଷୟରେ ପୂରାଣମାନ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି । ଦେବୀ ଭାଗବତ ପୁରାଣ,[୮] ବ୍ରହ୍ମାଣ୍ଡ ପୁରାଣ,[୯] ବାୟୁ ପୁରାଣ,[୧୦] କାଳୀକା ପୂରାଣ, କୂର୍ମ ପୁରାଣ,[୧୧] ପଦ୍ମ ପୁରାଣ,[୧୨] ଗରୁଡ଼ ପୁରାଣ,[୧୩] ଓ ଶିବ ପୁରାଣ[୧୪] ଇତ୍ୟାଦିରେ ତାଙ୍କୁ ପ୍ରଜାପତିଙ୍କ କନ୍ୟା ବିରାଣୀ ଭାବରେ ଲେଖାଯାଇଛି ।[୧୫].[୧୫]
ବିବାହ
[ସମ୍ପାଦନା]ଏହି ବିଷୟଟି ବାୟୁ ପୁରାଣ,[୧୬], ଭାଗବତ ପୁରାଣ,[୧୭] ଓ ବ୍ରହ୍ମା ପୁରାଣରେ[୧୮][୮] ସମାନ ଅଛି । ଅନ୍ୟାନ୍ୟ ପୁରାଣରେ ଏହି ବିଷୟରେ ଲେଖାକୁ ଏଡ଼େଇ ଦେଇଯାଇଛନ୍ତି । [a] ବ୍ରହ୍ମାଣ୍ଡରେ ପ୍ରାଣୀ ସୃଷ୍ଟି କରିବାକୁ ଦକ୍ଷଙ୍କୁ ପ୍ରତିନିଧି ଭାବରେ ବ୍ରହ୍ମା ପଠେଇଲେ; ସେ ଦେବତା, ସନ୍ୟାସୀ, ଅସୁର, ଯକ୍ଷ ଓ ରାକ୍ଷସ ଇତ୍ୟାଦି ନିଜ ମନରୁ ସୃଷ୍ଟି କରିଥିଲେ କିନ୍ତୁ ଏହା ପରେ ଅନ୍ୟ କିଛି କରିବାକୁ ଅକ୍ଷମ ହେଲେ ।[୮][୧୮][b][c] ତପସ୍ୟା କରିବାରୁ ତାଙ୍କର ପତ୍ନୀ ଭାବରେ ଆସିକ୍ନୀଙ୍କୁ ବିଷ୍ଣୁ ପ୍ରଦାନ କରି ଯୌନ ସମ୍ପର୍କ ରଖିବାକୁ ଉପଦେଶ ଦେଲେ ।[୮][୧୯][d]
ସନ୍ତାନ
[ସମ୍ପାଦନା]ସେମାନଙ୍କଠାରୁ ଅନେକ ପିଲା ଜନ୍ମ ହେଲେ ।[୧୭] ବ୍ରହ୍ମାଣ୍ଡ ପୁରାଣରେ ଏକ ସମାନ କଥା ଲେଖାଯାଛି,[୯] ଭାଗବତ ପୁରାଣ,[୧୯] ଲିଙ୍ଗ ପୁରାଣ[୨୦][e], ଗରୁଡ଼ ପୁରାଣ,[୧୩] କୁମାର ପୁରାଣ,[୧୧] ଶିବ ପୁରାଣ,[୧୪][୧୫] ବିଷ୍ଣୁ ପୁରାଣ,[୨୧][୨୨] ବାୟୁ ପୁରାଣ,[୨୧] ପଦ୍ମ ପୁରାଣ,[୧୨][f], ଓ ବ୍ରହ୍ମା ପୁରାଣ[୧୮] ଏହି ଉପଲକ୍ଷେ ।[୧୭] ଦକ୍ଷ ଓ ଆସିକ୍ନୀ ଗର୍ଭରୁ ପାଞ୍ଚ ହଜାର ପୁତ୍ର ଜାତ ହୋଇଥିଲେ ଯାହାଙ୍କୁ ହର୍ୟସବାସ (Haryasvas) କୁହାଯାଏ ।[୮] ସେମାନେ ପୃଥିବୀରେ ଲୋକ ସଂଖ୍ୟା ବୃଦ୍ଧି କରିବାକୁ ଇଚ୍ଛୁକ ଥିଲେ କିନ୍ତୁ ନାରଦଙ୍କ ଉପଦେଶ ଅନୁସାରେ ସଂସାର ବିଷୟ ଜାଣିବାକୁ ଲାଗିଲେ ଓ ଆଉ ପଛକୁ ଫେରି ଚାହିଁଲେନି ।[୮][g] ଦକ୍ଷ ଓ ଆସିକ୍ନୀ ଆଉ ଏକ ହଜାର ପୁତ୍ର ଜାତ କଲେ ନାରଦଙ୍କ ପ୍ରରୋଚନା ଅନୁସାରେ ଯାହାଙ୍କୁ ସବଳାସ୍ବାଶ ((Sabalasvas)) କୁହାଗଲା ।[୮][h] କ୍ରୋଧବଶ ହୋଇ ନାରଦଙ୍କୁ ଚିରନ୍ତନ ଭ୍ରମଣକାରୀ ହେବାକୁ ଦକ୍ଷ ଅଭିଶାପ ଦେଲେ । ଏଠାର ଆସିକ୍ନୀ ଷାଠିଏଟି କନ୍ୟା ଜନ୍ମ ଦେଲେ ।[୧୭][i] ସେମାନେ ବିଭିନ୍ନ ଋଷି ଓ ଦେବତାଙ୍କୁ ବିବାହ କରି ବିଭିନ୍ନ ପ୍ରଜାତିର ଛୁଆ ଜନ୍ମ କରିବାକୁ ଲାଗିଲେ ।[୧୭][୧୮] ଶିବ ପୁରାଣ ଅନୁସାରେ ଶିବ ନିଜେ ଆସିକ୍ନୀ ଗର୍ଭରୁ ଅବତାର ହୋଇ ବାହାରିଥିଲେ ଯେଉଁଥିପାଇଁ ସେହି ସମୟରେ ଆସିକ୍ନୀଙ୍କୁ ଦେବତାମାନଙ୍କ ସହିତ ସମସ୍ତେ ସମ୍ମାନ ଦେଖାଉଥିଲେ । [j][୧୪] ଦଶ ମାସ ପରେ ସତୀଙ୍କୁ ଆସିକ୍ନୀ ଜନ୍ମ ଦେଇଥିଲ; ଦକ୍ଷ ଓ ଆସିକ୍ନୀ ଦୁହେଁ ମିଶି ଛୁଆର ବହୁତ ଯତ୍ନ ନେଇଥିଲେ ।[୧୪][k]
ଶିବ ପୁରାଣ ଅନୁସାରେ ଶିବ ନିଜେ ଆସିକ୍ନୀ ଗର୍ଭରୁ ଅବତାର ହୋଇ ବାହାରିଥିଲେ ଯେଉଁଥିପାଇଁ ସେହି ସମୟରେ ଆସିକ୍ନୀଙ୍କୁ ଦେବତାମାନଙ୍କ ସହିତ ସମସ୍ତେ ସମ୍ମାନ ଦେଖାଉଥିଲେ । [l][୧୪] ଦଶ ମାସ ପରେ ସତୀଙ୍କୁ ଆସିକ୍ନୀ ଜନ୍ମ ଦେଇଥିଲ; ଦକ୍ଷ ଓ ଆସିକ୍ନୀ ଦୁହେଁ ମିଶି ଛୁଆର ବହୁତ ୟତ୍ନ ନେଇଥିଲେ ।[୧୪][m]
ଆଧାର
[ସମ୍ପାଦନା]- ↑ Gandhi, Maneka (1993). The Penguin Book of Hindu Names (in ଇଂରାଜୀ). Penguin Books India. p. 39. ISBN 978-0-14-012841-3.
- ↑ Williams, Monier; Leumann, Ernst; Cappeller, Carl (1899). A Sanskrit-English Dictionary: Etymologically and Philologically Arranged with Special Reference to Cognate Indo-European Languages (in ଇଂରାଜୀ). Motilal Banarsidass Publishing House. p. 120. ISBN 978-81-208-3105-6.
- ↑ Habib, Irfan (2001). "Imaging River Sarasvati: A Defence of Commonsense". Social Scientist. 29 (1/2): 48. doi:10.2307/3518272. ISSN 0970-0293. JSTOR 3518272.
- ↑ Sharma, B. R. (1957). "ON SAPTÁ—IN THE ṚGVEDA". Bulletin of the Deccan College Research Institute. 18: 298. ISSN 0045-9801. JSTOR 42930810.
- ↑ Neelis, Jason (2011). "TRADE NETWORKS IN ANCIENT SOUTH ASIA". Early Buddhist Transmission and Trade Networks. Mobility and Exchange within and beyond the Northwestern Borderlands of South Asia. Brill. p. 193. JSTOR 10.1163/j.ctt1w8h16r.9.
- ↑ Neelis, Jason (2011). "TRADE NETWORKS IN ANCIENT SOUTH ASIA". Early Buddhist Transmission and Trade Networks. Mobility and Exchange within and beyond the Northwestern Borderlands of South Asia. Brill. p. 193. JSTOR 10.1163/j.ctt1w8h16r.9.
- ↑ Salomon, Richard (1979). "Tīrtha-pratyāmnāyāḥ: Ranking of Hindu Pilgrimage Sites in Classical Sanskrit Texts". Zeitschrift der Deutschen Morgenländischen Gesellschaft. 129 (1): 112, 115. ISSN 0341-0137. JSTOR 43376115.
- 1 2 3 4 5 6 7 8 Mani, Vettam (1975). "Aksini". Puranic Encyclopedia: a comprehensive dictionary with special reference to the epic and Puranic literature. Delhi, India: Motilal Banarsidass, Delhi. pp. 57–58.
- 1 2 G. V. Tagare (1958). Brahmanda Purana - English Translation - Part 2 of 5. pp. 407–414.
- ↑ Tagare, G. V. (1988). Bhatt, G. P. (ed.). The Vayu Purana: Part II. Ancient Indian Tradition and Mythology. Vol. 38. Delhi, India: Motilal Banarsidass. pp. 478, 494–497.
- 1 2 Motilal Banarsidass Publishers (1951-01-01). Kurma Purana Full (Parts 1 and 2). pp. 142–143, 177.
- 1 2 N. A., Dehpande (1988). G. P., Bhatt (ed.). The Padma Purana: Part I. Ancient Indian Tradition And Mythology. Vol. 39. Delhi, India: Motilal Banarsidass. p. 47.
- 1 2 J.L. Shastri (1957-01-01). Garuda Purana English Motilal 3 Volumes In 1. pp. 20, 24–25.
- 1 2 3 4 5 6 Shastri, J. L. (1950). The Siva Purana: Part I. Ancient Indian Tradition and Mythology. Vol. 1. Delhi, India: Motilal Banarsidass. pp. 252, 328–335.
- 1 2 3 Klostermaier, Klaus (1985). "THE ORIGINAL DAKṢA SAGA". Journal of South Asian Literature. 20 (1): 96. ISSN 0091-5637. JSTOR 40872713.
- ↑ Long, J. Bruce (1977). "Dakṣa: Divine Embodiment of Creative Skill". History of Religions. 17 (1): 57. doi:10.1086/462778. ISSN 0018-2710. JSTOR 1062496. S2CID 162060462.
- 1 2 3 4 5 ଆଧାର ଭୁଲ: ଅଚଳ
<ref>ଚିହ୍ନ;VM2ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - 1 2 3 4 ଆଧାର ଭୁଲ: ଅଚଳ
<ref>ଚିହ୍ନ;:0ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - 1 2 ଆଧାର ଭୁଲ: ଅଚଳ
<ref>ଚିହ୍ନ;:2ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Shastri, J. L. Ed. The Linga-purana. p. 242.
- 1 2 "PUI Cologne Scan". www.sanskrit-lexicon.uni-koeln.de. p. 226, 229. Archived from the original on 2021-07-11. Retrieved 2021-07-11.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;:4ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
- ↑ Other Puranas typically skip the detailed narrative of Vishnu's boon
- ↑ Brahma Purana notes Daksa to have also created Gandharvas from his mind.
- ↑ Brahmanda Purana and Vayu Purana gives a longer list of creations inc. plants, human beings, ghosts, serpents, deer, flesh-eating demons, and birds. Va. P. also mentions that Mahadeva had rebuked him, after the mind-created species failed to propagate.
- ↑ Asikni is noted to be supporting the entire world in Vayu Purana.
- ↑ Does not mention her as Asikni. Suti and Virini are used instead.
- ↑ Does not mention her as Asikni. Uses Virini and note her to be Daksa's "maid-servant"!
- ↑ Both Bh. P and Sh. P. note Brahma to have consoled a grievous Daksa after this loss.
- ↑ Bhagavat Purana and Shiva Purana note the sons to have already started a penance at the confluence of the Sindhu (to fulfill their duty) both the times, before being led astray by Narada. Bh. P. also describes the sayings of Narada in detail. Kurma Purana skips the case of Sabalasvas.
- ↑ In Vayu Purana, Narada is cursed with the perennial pain of staying in a womb. In Kurma Purana, he is cursed to be issue-less.
- ↑ ବ୍ୟବହାର ବହୁ ପୂର୍ବରୁ ତପସ୍ୟାର ଫଳ ସ୍ୱରୂପ ଦକ୍ଷଙ୍କୁ ଶିବ ଗୋଟେ ବର ଦେଇଥିଲେ ଯାହାର ପରିଣାମ ସ୍ୱରୂପ ସେ ଆସିକ୍ନୀ ଗର୍ଭରେ ରହିଥିଲେ ।
- ↑ "Sati", true to the boon (see prev. note), desired for Shiva since an early age and went on to marry Him. Also, see Daksha Yajna myth.
- ↑ ବ୍ୟବହାର ବହୁ ପୂର୍ବରୁ ତପସ୍ୟାର ଫଳ ସ୍ୱରୂପ ଦକ୍ଷଙ୍କୁ ଶିବ ଗୋଟେ ବର ଦେଇଥିଲେ ଯାହାର ପରିଣାମ ସ୍ୱରୂପ ସେ ଆସିକ୍ନୀ ଗର୍ଭରେ ରହିଥିଲେ ।
- ↑ "Sati", true to the boon (see prev. note), desired for Shiva since an early age and went on to marry Him. Also, see Daksha Yajna myth.
<ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।