Jump to content

ଆଶିଙ୍ଗ ଭାଷା

ଉଇକିପିଡ଼ିଆ‌ରୁ
ଆଶିଙ୍ଗ ଭାଷା
ଅଞ୍ଚଳଅରୁଣାଚଳ ପ୍ରଦେଶ
ମାତୃଭାଷୀ
୧,୦୦୦ରୁ କମ୍[ଆଧାର ଲୋଡ଼ା]
ସିନୋ-ତିବେତାନ
ଭାଷା କୋଡ୍
ISO ୬୩୯-୩
adi-ash
ଗ୍ଲୋଟୋଲୋଗashi1243
ELP

ଆଶିଙ୍ଗ ବା ଆଶିଂ ଏକ ଅଣ-ଶ୍ରେଣୀଭୁକ୍ତ ସିନୋ-ତିବେତାନ ଭାଷା ଅଟେ । ଏହା ତିବ୍ବତୀୟ ସୀମା ନିକଟରେ ଉତ୍ତର-ପୂର୍ବ ଭାରତର ସିଆଙ୍ଗ ନଦୀର ମୁଖ୍ୟ ଉପର ମୁଣ୍ଡରେ, ଦକ୍ଷିଣରେ ରାମସିଂଠାରୁ ଉତ୍ତରରେ ଟୁଟିଂ ପର୍ଯ୍ୟନ୍ତ କଥିତ ଭାଷା ଅଟେ, ଯାହାକି ବୋଧହୁଏ ତାନି ଶାଖାର ଏକ ଅଂଶ ।[] ସବୁଠାରୁ ଜନବହୁଳ ଆଶିଙ୍ଗ ଭାଷାଭାଷୀ ବସ୍ତି ହେଉଛି ପାଙ୍ଗୋ ଓ ବୋମ୍‌ଡୋ । ଏହା ମୁଖ୍ୟତଃ ଅରୁଣାଚଳ ପ୍ରଦେଶ ଓ ଆସାମ ରାଜ୍ୟରେ ପ୍ରଚଳିତ । ଏହି ଭାଷା ବ୍ୟବହର କରୁଥିବା ଜନସଂଖ୍ୟା ୧,୦୦୦ରୁ କମ୍ ଅଟେ । ଏହାର ସଂରକ୍ଷଣ ପାଇଁ ବିଭିନ୍ନ କର୍ମଶାଳା ମାନ ଆୟୋଜନ କରାଯାଉଛି ।[][]

  1. Thurgood, Graham; LaPolla, Randy J. (2016-12-08). The Sino-Tibetan Languages (in ଇଂରାଜୀ). Taylor & Francis. p. 223. ISBN 978-1-315-39949-2.
  2. "Itanagar: Workshop on documenting language and culture of Ashing (Adi) community begins at RGU" (in ଆମେରିକୀୟ ଇଂରାଜୀ). 2021-09-13. Retrieved 2024-11-21.
  3. author (2021-09-14). "Workshop on documenting Ashing (Adi) language, culture begins at RGU | The Arunachal Times" (in ଆମେରିକୀୟ ଇଂରାଜୀ). Retrieved 2024-11-21. {{cite web}}: |last= has generic name (help)

ବାହାର ଲିଙ୍କ୍

[ସମ୍ପାଦନା]